"ଖଣିଜ ଜଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଖଣିଜ ଜଳ using HotCat
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଛୋଟ|Mineral water}}
[[Image:Vata-Gurgur.jpg|thumb|ଖଣିଜ ଜଳ ଝରଣା]]
'''ଖଣିଜ ଜଳ''', ([[ଇଂରାଜୀ ଭାଷା]]ରେ ମିନେରାଲ ୱାଟର୍/Mineral water/ମିନେରାଲ ୱାଟର୍), ଏକ ପ୍ରକାର ଜଳ ଯାହା ଖଣିଜ ଝରରୁ (mineral spring) ସଂଗ୍ରହ କରାଯାଇଥାଏ ଓ ସେଥିରେ ବିଭିନ୍ନ ପ୍ରକାରର ଖଣିଜ ଦ୍ରବ୍ୟ ଯେପରିକି ସଲ୍‌ଫର ଯୌଗିକ ପଦାର୍ଥ ଓ ଲବଣ ଥାଏ । ଏହି ଖଣିଜ ଜଳରେ ଗ୍ୟାସ୍ ଥିବା ଯୋଗୁ ଉଜ୍ଜ୍ୱଳ ଦେଖାଯାଏ ଓ ସେଥିରେ ବୁଦ୍‌ବୁଦ ଦେଖାଯାଏ ।
 
ପରମ୍ପରା ଅନୁସାରେ ଉତ୍ସା ସ୍ଥାନରେ ଏହି ଜଳ ବ୍ୟବ‌ହାର ହେଉଥିଲା; ଔଷଧୀୟ ଗୁଣ ଥିବା ବିଶ୍ୱାସରେ ଜଳ ପିଉଥିଲେ ଓ ସେଥିରେ ସ୍ନାନ କରୁଥିଲେ । ସେହି ସ୍ଥାନ‌କୁ [[ସ୍ପା]], [[ସାର୍ବଜନୀନ ସ୍ନାନାଗାର|ସ୍ନାନାଗାର]] ବା [[କୂପ ଜଳ|କୂପ]] କୁହାଯାଉଥିଲା । ''ସ୍ପା'' ଜଳ ପାନ ଓ ସ୍ନାନ ନିମନ୍ତେ ବ୍ୟବ‌ହାର କରାଯାଉଥିଲା । ''ସ୍ନାନାଗାର'' ଜଳ ଗାଧୁଆ, ଚିକିତ୍ସା ଓ ଆମୋଦ ପ୍ରମୋଦ ନିମନ୍ତେ ବ୍ୟବ‌ହାର କରାଯାଉଥିଲା । ''କୂପ'' ଜଳ କେବଳ ପାନ କରିବା ପାଇଁ ବ୍ୟବ‌ହାର କରାଯାଉଥିଲା ।
୧୧ କ ଧାଡ଼ି:
== ଆଧାର ==
{{ଆଧାର}}
 
==ଗ୍ରନ୍ଥସୂଚୀ==
*{{citation|year=2001 |editor=LaMoreaux, Philip E. |editor2=Tanner, Judy T |title=Springs and bottled water of the world: Ancient history, source, occurrence, quality and use |place=Berlin, Heidelberg, New York |publisher=Springer-Verlag |isbn=3-540-61841-4 |url=https://books.google.com/books?id=sjEoBmfUka0C&printsec=frontcover&dq=springs+bottled#v=onepage&q&f=false |accessdate=13 July 2010}}
 
==ବାହାର ଲିଙ୍କ==
{{Commons category|mineral waters}}
{{Wiktionary}}
* [http://www.finewaters.com/Bottled_Water/index.asp Bottled Water of the World: Worldwide Bottled Water Brands Listed by Country]
* [http://www.eupedia.com/europe/european_mineral_waters.shtml Eupedia: ''List of European mineral water brands with mineral analysis'']
 
{{Bottled water}}
 
{{Authority control}}
 
[[ଶ୍ରେଣୀ:ଖଣିଜ ଜଳ]]
"https://or.wikipedia.org/wiki/ଖଣିଜ_ଜଳ"ରୁ ଅଣାଯାଇଅଛି