"ମାଟିର ମଣିଷ (ଉପନ୍ୟାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୮ କ ଧାଡ଼ି:
| title_orig =
| translator =
| illustrator = ଗୋପାଳ ଚରଣ କାନୁନ୍‌ଗୋ (୨୦୦୪ ମସିହା ସଂସ୍କରଣ)
| cover_artist = ଗୋପାଳ ଚରଣ କାନୁନ୍‌ଗୋ
| country = [[ଭାରତ]]
୧୫ କ ଧାଡ଼ି:
| subject = ଗ୍ରାମ୍ୟ ଜୀବନ, ପାରିବାରିକ କଳହ
| genre = ଉପନ୍ୟାସ
| publisher = ଲାର୍କ ବୁକ୍‌ସ (୨୦୦୪ ମସିହା ସଂସ୍କରଣ), ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍ସ ପ୍ରା:ଲି:, ବ୍ରହ୍ମପୁର (୧୯୫୯ ମସିହା ସଂସ୍କରଣ)
| publisher = ଲାର୍କ ବୁକ୍‌ସ
| pub_date = ୧୯୩୧ - ୧୯୭୬, ୨୦୦୪
| odia_pub_date =
| media_type = କାଗଜ ମଲାଟ
| pages = ୧୧୮ (୨୦୦୪ ମସିହା ସଂସ୍କରଣ), ୧୫୭ (୧୯୫୯ ମସିହା ସଂସ୍କରଣ)
| isbn = 81-7375-126-9
| oclc =
୨୭ କ ଧାଡ଼ି:
| followed_by =
}}
'''ମାଟିର ମଣିଷ''', [[କାଳିନ୍ଦୀ ଚରଣ ପାଣିଗ୍ରାହୀ]]ଙ୍କ ରଚିତ ଏକ ଉପନ୍ୟାସ ଅଟେ ।<ref>{{cite news|title=MATIRA MANISA NOVEL BY KALANDI CHARANA PANIGRAHI|url=http://incredibleorissa.com/matira-manisha-novel-kalindi-charan-panigrahi/|accessdate=6 July 2016|newspaper=incredibleorissa.com}}</ref> ୧୯୩୧ ମସିହାରେ ଏହି ଉପନ୍ୟାସଟିର ପ୍ରଥମ ମୁଦ୍ରଣ କରଯାଇଥିଲା ଏବଂ ୧୯୭୬ ସୁଦ୍ଧା ଏହା ବତିଶ ଥର ମୁଦ୍ରିତ ହୋଇଥିଲା । ୧୯୭୬ ପରଠାରୁ ଦୀର୍ଘ ତିନି ଦଶନ୍ଧି ଧରି ଏହାର ପୁନଃମୁଦ୍ରଣ ହୋଇପାରିନଥିଲା । ପରେ ୨୦୦୪ ମସିହାରେ କାଳିନ୍ଦୀଚରଣଙ୍କ ପୁତ୍ର ତୁଷାରରଞ୍ଜନ ପାଣିଗ୍ରାହୀଙ୍କ ଅନୁମତି କ୍ରମେ ପୁଣି ଥରେ ଏହାର ଏକ ସଚିତ୍ର ସଂସ୍କରଣ ପ୍ରକାଶିତ ହେଲାହୋଇଥିଲା<ref>ମାଟିର ଏଥିରେମଣିଷ, ୨୦୦୪ ସଂସ୍କରଣ, 'ବ୍ୟଥା ଓ ଆନନ୍ଦର ବାର୍ତ୍ତା'</ref> ମାଟିର ମଣିଷ ଉପନ୍ୟାସରେ ସିଲହୋଏଟ୍ ଧରଣର ଚିତ୍ର ସ୍ଥାନ ପାଇଛି (ଏହି ଧରଣର ଛବିରେ ରଙ୍ଗ ବା ବସ୍ତୁର ବହୁଳତା ନଥାଏ) । ମାଟିର ମଣିଷ ଉପନ୍ୟାସ ପାଇଁ ଗୋପାଳ ଚରଣ କାନୁନ୍‌ଗୋ ଏହି ଚିତ୍ର ଗୁଡ଼ିକ ଆଙ୍କିଥିଲେ ।<ref>ମାଟିର ମଣିଷ, ୨୦୦୪ ସଂସ୍କରଣ, 'ବ୍ୟଥାଆନନ୍ଦର[http://oaob.nitrkl.ac.in/356/1/Matira_Manisha.pdf ବାର୍ତ୍ତା'୧୯୫୯ ସଂସ୍କରଣ], 'ଛବି କଥା'</ref> ୧୯୫୯ ସଂସ୍କରଣ ସମୟରେ ଏହି ଉପନ୍ୟାସର ମୂଲ୍ୟ ମାତ୍ର ଏକ ଟଙ୍କା ଚାରି ଅଣା ବା ୧.୨୫ ନୂଆପଇସା ଥିଲା । ସେତେବେଳେ ଏହା [[ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ]] ଦ୍ଵାରା ଅଷ୍ଟମ ଶ୍ରେଣୀର ଅତିରିକ୍ତ ସାହିତ୍ୟ ରୂପେ ଅନୁମୋଦିତ ହୋଇଥିଲା ।<ref>ମାଟିର ମଣିଷ, [http://oaob.nitrkl.ac.in/356/1/Matira_Manisha.pdf ୧୯୫୯ ସଂସ୍କରଣ], 'ଭିତର ମଲାଟ'</ref>
 
ମାଟିର ମଣିଷ ଉପନ୍ୟାସ ବିଷୟରେ କହିବାପାଇଁ ଯାଇ ଉପନ୍ୟାସର ଉତ୍ସର୍ଗ ପୃଷ୍ଠାରେ କାଳିନ୍ଦୀ ଚରଣ ଲେଖିଛନ୍ତି: