"ମାଟିର ମଣିଷ (ଉପନ୍ୟାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}{{about|ଉପନ୍ୟାସ|କଥାଚିତ୍ର ପାଇଁ|ମାଟିର ମଣିଷ}}
{{ତିଆରି ଚାଲିଛି}}{{about|ଉପନ୍ୟାସ|କଥାଚିତ୍ର ପାଇଁ|ମାଟିର ମଣିଷ}}'''ମାଟିର ମଣିଷ''', [[କାଳନ୍ଦୀଚରଣ ପାଣିଗ୍ରାହୀ]]ଙ୍କ ରଚିତ ଏକ ଉପନ୍ୟାସ ଅଟେ । ୧୯୩୧ ମସିହାରେ ଏହି ଉପନ୍ୟାସଟିର ପ୍ରଥମ ମୁଦ୍ରଣ କରଯାଇଥିଲା ଏବଂ ୧୯୭୬ ସୁଦ୍ଧା ଏହା ବତିଶ ଥର ମୁଦ୍ରିତ ହୋଇଥିଲା । ୧୯୭୬ ପରଠାରୁ ଦୀର୍ଘ ତିନି ଦଶନ୍ଧି ଧରି ଏହାର ପୁନଃମୁଦ୍ରଣ ହୋଇପାରିନଥିଲା । ପରେ ୨୦୦୪ ମସିହାରେ କାଳନ୍ଦୀଚରଣଙ୍କ ପୁତ୍ର ତୁଷାରରଞ୍ଜନ ପାଣିଗ୍ରାହୀଙ୍କ ଅନୁମତି କ୍ରମେ ଏହାର ଏକ ସଚିତ୍ର ସଂସ୍କରଣ ପ୍ରକାଶିତ ହେଲା । ଏଥିରେ ସିଲହୋଏଟ୍ ଧରଣର ଚିତ୍ର ସ୍ଥାନ ପାଇଛି (ଏହି ଧରଣର ଛବିରେ ରଙ୍ଗ ବା ବସ୍ତୁର ବହୁଳତା ନଥାଏ) । ମାଟିର ମଣିଷ ଉପନ୍ୟାସ ପାଇଁ ଗୋପାଳ ଚରଣ କାନୁନ୍_ଗୋ ଏହି ଚିତ୍ର ଗୁଡ଼ିକ ଆଙ୍କିଥିଲେ ।
{{Infobox Book
<!-- |italic title = (see above) -->
| name = ମାଟିର ମଣିଷ
| image = <!-- include the file, px and alt: [[File:Example.jpg|200px|Cover]] -->
| image_caption =
| author = [[କାଳନ୍ଦୀଚରଣ ପାଣିଗ୍ରାହୀ]]
| title_orig =
| translator =
| illustrator = ଗୋପାଳ ଚରଣ କାନୁନ୍‌ଗୋ
| cover_artist = ଗୋପାଳ ଚରଣ କାନୁନ୍‌ଗୋ
| country = [[ଭାରତ]]
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| series =
| subject = ଗ୍ରାମ୍ୟ ଜୀବନ, ପାରିବାରିକ କଳହ
| genre = ଉପନ୍ୟାସ
| publisher = ଲାର୍କ ବୁକ୍‌ସ
| pub_date =
| odia_pub_date =
| media_type = କାଗଜ ମଲାଟ
| pages = ୧୧୮
| isbn = 81-7375-126-9
| oclc =
| dewey =
| congress =
| preceded_by =
| followed_by =
}}
{{ତିଆରି ଚାଲିଛି}}{{about|ଉପନ୍ୟାସ|କଥାଚିତ୍ର ପାଇଁ|ମାଟିର ମଣିଷ}}'''ମାଟିର ମଣିଷ''', [[କାଳନ୍ଦୀଚରଣ ପାଣିଗ୍ରାହୀ]]ଙ୍କ ରଚିତ ଏକ ଉପନ୍ୟାସ ଅଟେ । ୧୯୩୧ ମସିହାରେ ଏହି ଉପନ୍ୟାସଟିର ପ୍ରଥମ ମୁଦ୍ରଣ କରଯାଇଥିଲା ଏବଂ ୧୯୭୬ ସୁଦ୍ଧା ଏହା ବତିଶ ଥର ମୁଦ୍ରିତ ହୋଇଥିଲା । ୧୯୭୬ ପରଠାରୁ ଦୀର୍ଘ ତିନି ଦଶନ୍ଧି ଧରି ଏହାର ପୁନଃମୁଦ୍ରଣ ହୋଇପାରିନଥିଲା । ପରେ ୨୦୦୪ ମସିହାରେ କାଳନ୍ଦୀଚରଣଙ୍କ ପୁତ୍ର ତୁଷାରରଞ୍ଜନ ପାଣିଗ୍ରାହୀଙ୍କ ଅନୁମତି କ୍ରମେ ଏହାର ଏକ ସଚିତ୍ର ସଂସ୍କରଣ ପ୍ରକାଶିତ ହେଲା । ଏଥିରେ ସିଲହୋଏଟ୍ ଧରଣର ଚିତ୍ର ସ୍ଥାନ ପାଇଛି (ଏହି ଧରଣର ଛବିରେ ରଙ୍ଗ ବା ବସ୍ତୁର ବହୁଳତା ନଥାଏ) । ମାଟିର ମଣିଷ ଉପନ୍ୟାସ ପାଇଁ ଗୋପାଳ ଚରଣ କାନୁନ୍_ଗୋକାନୁନ୍‌ଗୋ ଏହି ଚିତ୍ର ଗୁଡ଼ିକ ଆଙ୍କିଥିଲେ ।
 
== ବଂଶାବଳୀ ଓ ଚରିତ୍ର ==