"କୃପାସିନ୍ଧୁ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬ କ ଧାଡ଼ି:
| alt =
| caption =
| birth_name = କୃପାସିନ୍ଧୁ ଦାଶ
| birth_date = ୧୮୮୭ ଆଷାଢ଼ ଶୁକ୍ଳ ଗଜଷଷ୍ଠୀ <!-- {{Birth date and age|df=y|19661887|0406|1327}} <!-- ୧୮୮୭ ଆଷାଢ଼ ଶୁକ୍ଳ ଗଜଷଷ୍ଠୀ -->
| birth_place = ବୀରମିତ୍ରପୁରବୀରହରେକୃଷ୍ଣପୁର, [[ସାକ୍ଷୀଗୋପାଳ]], [[ପୁରୀ ଜିଲ୍ଲା|ପୁରୀ]]
| death_date = ୧୨{{Death ଫେବୃଆରୀdate ୧୯୨୬and age|df=y|1926|02|12|1887|06|27}}
| death_place =
| death_cause =
୨୧ କ ଧାଡ଼ି:
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
| education = ସ୍ନାତକ (ଆଇନ)<br/>ସ୍ନାତକୋତ୍ତର (ଦର୍ଶନ ଶାସ୍ତ୍ର)
| alma_mater = ରେଭେନ୍ସା ମହାବିଦ୍ୟାଳୟ, [[ରେଭେନ୍‌ସା କଲିଜିଏଟ ସ୍କୁଲ]], <br/>[[ରେଭେନ୍ସା ମହାବିଦ୍ୟାଳୟ]], <br/> କଲିକତା ବିଶ୍ଵବିଦ୍ୟାଳୟ
| occupation = ସାହିତ୍ୟିକ ଓ ଶିକ୍ଷାବିତଅଧ୍ୟାପନା
| years_active =
| employer =
| organization = [[ସତ୍ୟବାଦୀ ବନ ବିଦ୍ୟାଳୟ]]
| agent =
| known_for =
| notable_works = କୋଣାର୍କ, ବାରବାଟୀ ଦୁର୍ଗ
| style =
| influences = ଗୋପବନ୍ଧୁ ଦାସ
| influenced =
| home_town = ପୁରୀ
| spouse =
| children =
| parents =
| relatives = ହରିହର ଦାଶ, କୃଷ୍ଣଚନ୍ଦ୍ର ଦାଶ (ଭ୍ରାତାଭାଇ)
| callsign =
| awards =
Line ୪୫ ⟶ ୪୩:
| website =
| footnotes =
| box_width =
}}
 
'''କୃପାସିନ୍ଧୁ ମିଶ୍ର''', (୨୭ ଜୁନ ୧୮୮୭ - ୧୨ ଫେବୃଆରୀ ୧୯୨୬) ସତ୍ୟବାଦୀ ଯୁଗର ଜଣେ ଜଣାଶୁଣା ଓଡ଼ିଆ ସାହିତ୍ୟିକ, ଐତିହାସିକ,<ref name="Behera2002">{{cite book|author=Subhakanta Behera|title=Construction of an identity discourse: Oriya literature and the Jagannath cult (1866-1936)|url=http://books.google.com/books?id=hbVjAAAAMAAJ|year=2002|publisher=Munshiram Manoharlal Publishers}}</ref> ଓ ସମାଜସେବୀ ଥିଲେ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1229|year=1988|publisher=Sahitya Akademi|isbn=978-81-260-1194-0|pages=1229–}}</ref> "ମଣିଷ ତିଆରି କାରଖାନା" ଭାବରେ ପରିଚିତ [[ସତ୍ୟବାଦୀ ବନ ବିଦ୍ୟାଳୟ]]ରେ ଶିକ୍ଷକତା ଓ ପ୍ରଧାନ ଶିକ୍ଷକତ୍ଵ ତାଙ୍କର ଅନ୍ୟ ପରିଚୟ ।<ref>http://odisha.gov.in/e-magazine/Orissareview/jan2004/englishpdf/chapter5.pdf</ref>
 
== ବାଲ୍ୟଜୀବନ ଓ ଶିକ୍ଷା ==
କୃପାସିନ୍ଧୁ, ୧୮୮୭ ମସିହା ଜୁନ ୨୭ ତାରିଖ <!-- ଆଷାଢ଼ ଶୁକ୍ଳ ଗଜଷଷ୍ଠୀ ତିଥିରେ --> ଦିନ<ref>{{cite web|url=http://sambadepaper.com/epapermain.aspx?edcode=10&eddate=6/27/2016%2012:00:00%20AM&querypage=4#|title=ପଣ୍ଡିତ କୃପାସିନ୍ଧୁ ମିଶ୍ର|publisher=ସମ୍ବାଦ|accessdate=28 June 2016}}</ref> ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବ୍ଳକସ୍ଥିତ ବୀରମିତ୍ରପୁରବୀରହରେକୃଷ୍ଣପୁର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ହରିହର ଓ କୃଷ୍ଣଚନ୍ଦ୍ର ତାଙ୍କର ଅନ୍ୟ ଦୁଇ ଭାଇଥିଲେ । ବାଲ୍ୟକାଳରୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା ଓ ସେ ନିଜ ମାଉସୀ ଘରକୁ ପୋଷ୍ୟପୁତ୍ର ହୋଇଯାଇଥିଲେ । ତାଙ୍କ ନିଜ ସାଙ୍ଗିଆ "ଦାଶ" ଥିଲା ଓ ପୋଷ୍ୟପୁତ୍ର ହୋଇଆସିବା ପରେ ତାହା "ମିଶ୍ର"କୁ ପରିବର୍ତ୍ତିତ ହୋଇଥିଲା । ନିଜ ମାଉସୀଙ୍କ ଦ୍ଵାରା ଉପେକ୍ଷିତ ହୋଇ, ସେ କ୍ରମେ ନିଜ ମାମୁଁ ଘରେ ଆଶ୍ରା ପାଇଥିଲେ । ମାମୁଁ ଘର ଅତ୍ୟନ୍ତ ସ୍ଵଚ୍ଛଳ ନଥିଲେ ମଧ୍ୟ, କୃପାସିନ୍ଧୁଙ୍କ ଶିକ୍ଷାଦିକ୍ଷାରେ କିଛି ଅଭାବ କରିନଥିଲେ । କୃପାସିନ୍ଧୁ ଗାଁ ସ୍କୁଲରୁ ଉତ୍ତୀନ୍ନ ହୋଇ [[ପୁରୀ ଜିଲ୍ଲା ସ୍କୁଲ]]ରେ ନାମ ଲେଖାଇଥିଲେ । ସେଠାରେ ପ୍ରଧାନ ଶିକ୍ଷକ ଦଣ୍ଡ ସ୍ଵରୂପ କୃପାସିନ୍ଧୁଙ୍କୁ ଗୋଟିଏ ଦିନ ସମଗ୍ର ସ୍କୁଲ ସମୟ ବେଞ୍ଚରେ ଠିଆ କରେଇ ଦେଇଥିଲେ । ଏହା ଦ୍ଵାରା ବାଳକ କୃପାସିନ୍ଧୁଙ୍କ ଗୋଡକୁଗୋଡ଼କୁ ରକ୍ତଗଡିରକ୍ତଗଡ଼ି, ସେ ବାତଜ୍ଵରରେ ଆକ୍ରାନ୍ତ ହୋଇ, ସମଗ୍ର ଜୀବନକାଳ ଏହି ରୋଗ ଭୋଗିଥିଲେ ଓ ଗୋଡରେଗୋଡ଼ରେ ସବୁ ସମୟରେ ତାଙ୍କୁ ଏକ ପଟି ବାନ୍ଧି ରଖିବାକୁ ପଡିଥିଲାପଡ଼ିଥିଲା । ଏହି ଘଟଣା ପରେ, କୃପାସିନ୍ଧୁ ପୁରୀ ଜିଲ୍ଲା ସ୍କୁଲରୁ ନିଜ ନାମ କଟେଇ, [[କଟକ]]ରକଟକର [[ରେଭେନ୍‌ସା କଲିଜିଏଟ ସ୍କୁଲ]]ରେ ନାମ ଲେଖାଇଲେ । ଏହା ତାଙ୍କ ଜୀବନର ଗତିପଥକରେ କିଛି ପରିବର୍ତ୍ତନ ଆଣିଦେଲା । ଆତ୍ମନିର୍ଭରଶୀଳ ହେବା ପାଇଁ, ସେ ଟିଉସନ କରୁଥିଲେ । ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ କରି, ସେ ୧୫ଟଙ୍କା ବୃତ୍ତି ପାଉଥିଲେ । ପରବର୍ତ୍ତୀ ସମୟରେ ସେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ଏଫ.ଏ ଓ ବି.ଏ ପାସ କରିଥିଲେ । ୧୯୧୪ ମସିହାରେ ସେ [[କଲିକତା ବିଶ୍ଵବିଦ୍ୟାଳୟ]]ରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।<ref name="Roy1996">{{cite book|author=Girish Chandra Roy|title=Socio-cultural Consequences of Colonial Mode of Education in Orissa|url=http://books.google.com/books?id=UZHkAAAAMAAJ|year=1996|publisher=Ratneswar Publication}}</ref>
 
==ସତ୍ୟବାଦୀ ବନ ବିଦ୍ୟାଳୟ==
[[ଗୋପବନ୍ଧୁ ଦାସ]]ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ମସିହାରେ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦେବା ବେଳକୁ [[ନୀଳକଣ୍ଠ ଦାସ| ପଣ୍ଡିତ ନୀଳକଣ୍ଠ ଦାସ]] ଓ [[ଗୋଦାବରୀଶ ମହାପାତ୍ର| ପଣ୍ଡିତ ଗୋଦାବରୀଶ ମହାପାତ୍ର]] ସେଠାରେ ଯୋଗ ଦେଇ ସାରିଥାନ୍ତି । ଏମାନଙ୍କ ଦ୍ଵାରା କୃପାସିନ୍ଧୁ ଗଭିର ଭାବରେ ପ୍ରଭାବିତ ହୋଇଥିଲେ । ପଢିବାପଢ଼ିବାପଢେଇବାରେପଢ଼େଇବାରେ କୃପାସିନ୍ଧୁଙ୍କର ଆନନ୍ଦ ଥିଲା । ତାଙ୍କର [[ସଂସ୍କୃତ ଭାଷା |ସଂସ୍କୃତ]], [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା]]ରେ ଅଗାଧ ପାଣ୍ଡିତ୍ୟ ଥିଲା ଓ ସେ ଅନର୍ଗଳ ବକ୍ତ୍ରୁତାବକ୍ତୃତା ଦେଇ ପାରୁଥିଲେ । ସର୍ବଦା ଧୋତି କୂର୍ତ୍ତା ପରିଧାନ କରିଥିବା କୃପାସିନ୍ଧୁଙ୍କର ନିରାଡମ୍ବରନିରାଡ଼ମ୍ବର ଜୀବନଶୈଳୀ ଓ ସରଳ ବ୍ୟକ୍ତିତ୍ଵ ଛାତ୍ରମାନଙ୍କୁ ପ୍ରଭାବିତ କରୁଥିଲା ।<ref name="Mohanty2011">{{cite book|author=Ashok K. Mohanty|title=My Life, My Work|url=http://books.google.com/books?id=6oF1W6N7sg0C&pg=PA39|date=15 February 2011|publisher=Allied Publishers|isbn=978-81-8424-640-7|pages=39–}}</ref> ଛାତ୍ରମାନଙ୍କ ମନରେ ଦେଶପ୍ରେମ ଓ ସେବାମୂଳକ ମନୋଭାବ ଜାଗ୍ରତ କରାଇବା ପାଇଁ ସେ ଥିଲେ ଯତ୍ନଶୀଳ । ୧୯୧୯ମସିହାରେ୧୯୨୦ମସିହାରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ଵ ଗ୍ରହଣ କରିଥିଲେକରିଥି ଓ ଆଜୀବନମୃତ୍ୟୁପର୍ଯ୍ୟନ୍ତ ଏହି ବିଦ୍ୟାଳୟ ସହ ଜଡିତଦାୟିତ୍ଵ ରହିଥିଲେତୁଲାଇଥିଲେ
ବ୍ୟାସକବି [[ଫକୀର ମୋହନ ସେନାପତି]], ସତ୍ୟବାଦୀ ବନ ବିଦ୍ୟାଳୟ ପରିଭ୍ରମଣରେ ଆସି 'ଉତ୍କଳ ଭ୍ରମଣ'ରେ ଲେଖିଥିଲେ :
{{Rquote|centre|କୃପାମୟ କୃପାସିନ୍ଧୁ ଜନହିତକର,</br>କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ,</br>ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ,</br>ଜ୍ଞାନରାଶି, ପବିତ୍ରତା, ଉଭୟ ତ ଠୁଳ</br>ଉଦ୍ଧରିବେ ଭଗୀରଥ ସମାନରେ କୂଳ ।}}
 
==ସାହିତ୍ୟ କୃତି==
{{div col|2}}
* ବାରବାଟୀ ଦୁର୍ଗ (ଏହା ପ୍ରଥମେ ମୁକୁର ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇ, ପରେ ଏକ ଗ୍ରନ୍ଥର ରୂପ ନେଇଥିଲା)
* କୋଣାର୍କ (ଉତ୍କଳର ଗୌରବମୟ ଇତିହାସର ଗଭୀର ଅନୁଶୀଳନ)
* ଉତ୍କଳ ଇତିହାସ (କୃପାସିନ୍ଧୁଙ୍କ ବିୟୋଗପରେମୃତ୍ୟୁପରେ ଅସମ୍ପୂର୍ଣ୍ଣ ଭାବରେ ପ୍ରକାଶିତ)<ref name="Nagendra1988">{{cite book|author=Nagendra|title=Indian Literature|url=http://books.google.com/books?id=dqGojPpe8DIC&pg=PA485|year=1988|publisher=Prabhat Prakashan|pages=485–}}</ref>
* ନବ ଯୌବନର ବିପଦ
* କା
Line ୭୨ ⟶ ୭୦:
* ଭାରତ ଇତିହାସରେ ବୈଦେଶିକ ଆକ୍ରମଣ
* ହିନ୍ଦୁର ସମାଜ ବିଧାନ
{{div col end}}
 
୧୯୨୬ ମସିହା ଫେବୃଆରୀ ୧୨ତାରିଖରେ, ମାତ୍ର ୩୯ବର୍ଷ୩୮ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ : ''ଉତ୍କଳର ଶିକ୍ଷକ ସମାଜରୁ ଗୋଟିଏ ଉଜ୍ଜ୍ଵଳ ନକ୍ଷତ୍ର ଖସି ପଡିଲା ।''<ref>ପ୍ରମେୟ ରବିବାର ୧୭-୨୩ ମେ ପୃଷ୍ଠା ୬ରେ ପ୍ରକାଶିତ ପ୍ରବନ୍ଧ "ତପସ୍ଵୀ ସାଧକ : ପଣ୍ଡିତ କୃପାସିନ୍ଧୁ"</ref>
 
== ଆଧାର ==
{{ଆଧାରReflist|30em}}
 
{{ଓଡ଼ିଆ ସାହିତ୍ୟ}}
Line ୮୩ ⟶ ୮୧:
[[ଶ୍ରେଣୀ:୧୯୨୬ ମୃତ୍ୟୁ]]
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ଭାଷାଲେଖକ]]
[[ଶ୍ରେଣୀ:ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ]]