"ଦେବ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୪ କ ଧାଡ଼ି:
 
==ଜୀବନୀ==
ପୋଲିସ ଦୁର୍ଗା ଚରଣ ଦାସ ଓ ଇନ୍ଦ୍ରମଣୀ ଦେବୀଙ୍କ ଔରଷରୁଔରସରୁ ଓଡ଼ିଶା ଷ୍ଟେଟର କଟକ ପାଖରେ ଥିବା କେଉଲ ଚାବି ସୁଅ ଗ୍ରାମରେ ସନ ୧୯୩୨ରେ ଦେବ ପ୍ରସାଦ ଦାସ ଜନ୍ମ ଗ୍ରହଣ କରିଥିଲେ ।<ref name="Radhu Babu">{{cite web | url=http://www.radhubabu.com/minatimishra/gurudebaprasad.htm | title=Radhu Babu | publisher=Radhu Babu | date=2014 | accessdate=November 30, 2014}}</ref><ref name="Guru Deba Prasad Das: Guru of Global Orissi">{{cite journal | url=http://www.narthaki.com/info/tdhc/tdhc23.html | title=Guru Deba Prasad Das: Guru of Global Orissi | author=Ashish Mohan Khokar | journal=Narthaki |date=November 2010 }}</ref> ଅତି ଅଳ୍ପ ବ‌ୟସରୁ ସେ ତାଙ୍କ ମାତାଙ୍କୁ ହରେଇ ଅଜା ଘରେ ପାଳିତ ହୋଇଥିଲେ ଯିଏ କି ଜଣେ ସ୍ଥାନୀୟ ଭାୟୋଲିନ ବାଦକ ଥିଲେ । <ref name="Radhu Babu" /> ପୁରୀରେ ଦାସ ତାଙ୍କର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ଓ ପାଖରେ ଥିବା ମୋହନ ଚନ୍ଦ୍ର ଦାସଙ୍କ ପରିଚାଳିତ ପାରମ୍ପରିକ ସ୍କୁଲ (ପଥର [[ଆଖଡ଼ା]])ରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । <ref name="Odissi Kala Kendra" /><ref name="Radhu Babu" /> ପରେ ତାଙ୍କ ପିତାଙ୍କର ବରହମ‌ପୁର ବଦଳି ହୋଇଯିବାରୁ ସେ ସେଠାକୁ ଗଲେ । <ref name="Guru Deba Prasad Das: Guru of Global Orissi" />
 
ଦାସଙ୍କୁ ୧୪ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ପିତା ତାଙ୍କୁ ''ନିଉ ଥିଏଟର'' ସଙ୍ଗୀତ ନିର୍ଦ୍ଦଶକ ରାଧା ରମଣ ରାଏଙ୍କ ସଙ୍ଗୀତ ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ପଠାଇଦେଲେ ।<ref name="Radhu Babu" /> ସେ ୩ ଟଙ୍କା ବେତନ ଓ ଖାଦ୍ୟ ପାଇ ଗ୍ରୀନ୍ ରୁମ୍‌ରେ କଳାକାରଙ୍କୁ ସାହାଯ୍ୟ କରୁଥିଲେ । ପରେ ପରେ ସେ ଜଗୁଆଳି, ଟିକେଟ୍ କଲେକ୍ଟର ଓ ପ୍ରମ୍ପଟର କାମ କଲେ । ଏହା ପରେ ସୁଯୋଗ ଆସିଲା ଯେତେବେଳେ ଗୁରୁ [[ପଙ୍କଜ ଚରଣ ଦାସ]] ଓ ପରେ ମୋହ ମହାପାତ୍ର ନିଉ ଥିଏଟର ସାଥୀରେ ମିଶିଲେ ଓ ସେ ନାଚ ଆରମ୍ଭରେ ଗୋଟିଏ ଛୋଟ ଭୂମିକା ପାଇଲେ । ସନ ୧୯୪୯ରେ ନିଉ ଥିଏଟର ବନ୍ଦ ହୋଇଗଲା ପରେ ସେ ''ଅନ୍ନପୂର୍ଣ୍ଣା'' ଥିଏଟରରେ ଯୋଗ ଦେଲେ<ref name="Radhu Babu" /> ଓ ସେଠାରେ କିଛି ବର୍ଷ କାମ କଲାପରେ ବିଖ୍ୟାତ [[ପଙ୍କଜ ଚରଣ ଦାସ]], [[କେଳୁଚରଣ ଦାସ]], କୁମାର ଦୟାଲ ସରନ ଓ [[ମାୟାଧର ରାଉତ]]ଙ୍କ ସ‌ହ କାମ କରିବା ସୁଯୋଗ ପାଇଲେ । ସନ ୧୯୫୩ରେ ଅନ୍ନପୂର୍ଣ୍ଣା ବନ୍ଦ ହେବାବେଳକୁ ଦେବ ଦାସ ଓଡ଼ିଶୀ ନୃତ୍ୟରେ ପ୍ରବୀଣ ହୋଇସାରିଥିଲେ ।<ref name="Guru Deba Prasad Das: Guru of Global Orissi" />
୩୪ କ ଧାଡ଼ି:
ଦେବ ପ୍ରସାଦ ଦାସ ୫୪ ବର୍ଷ ବୟସରେ ୧୬ ଜୁଲାଇ ୧୯୮୬ରେ ପରଲୋକ ଗମନ କରିଥିଲେ ।<ref name="Radhu Babu" /><ref name="Guru Deba Prasad Das: Guru of Global Orissi" />
 
== ପୁରସ୍କାର ଓ ମାନ୍ୟତା ==
[[ଭାରତ ସରକାର]]ଙ୍କ ସିନିଅର ରିସର୍ଚ୍ଚ ଫେଲୋସିପ ପ୍ରାପ୍ତ ଦେବ ପ୍ରସାଦ ଦାସ ସନ ୧୯୮୩ରେ ୱର୍ଲଡ୍ ଡେଭଲପମେଣ୍ଟ କର୍ପୋରେସନ ପୁରସ୍କାର <ref name="Radhu Babu" /> ଓ ସନ ୧୯୭୪ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।<ref name="OSNA" /><ref name="Guru Deba Prasad Das: Guru of Global Orissi" /> ସନ ୧୯୭୭ରେ [[ସଙ୍ଗୀତ ନାଟକ ଏକାଡେମୀ]] ତାଙ୍କୁ [[ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର|ବାର୍ଷିକ ପୁରସ୍କାର]] ଦେଇ ସମ୍ମାନିତ କରିଥିଲେ ।<ref name="Sangeet Natak Akademi" /> ତାଙ୍କ ମୃତ୍ୟୁର ୨୬ ବର୍ଷ ପରେ ସନ ୨୦୧୨ରେ ଦେବ ପ୍ରସାଦ ଶୈଳୀର ନୃତ୍ୟାଙ୍ଗନା ଗାୟତ୍ରୀ ଚାନ୍ଦ ତାଙ୍କ ନାମରେ ଗୋଟିଏ ବ‌ହି ଲେଖିଥିଲେ ଯାହାର ନାମ ''ଗୁରୁ ଦେବ ପ୍ରସାଦ ଦାସ: ଆଇକନ ଅଫ ଓଡ଼ିଶୀ'' ରଖିଥିଲେ ।
 
 
== ଆଧାର ==
୫୮ କ ଧାଡ଼ି:
[[Category:୧୯୩୨ ଜନ୍ମ]]
[[Category:୧୯୮୬ ମୃତ୍ୟୁ]]
[[ଶ୍ରେଣୀ:ଭାରତୀୟ କ୍ଲାସିକାଲ ନୃତ୍ୟ ନର୍ତ୍ତକନୃତ୍ୟଶିଳ୍ପୀ]]
[[ଶ୍ରେଣୀ:ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଗ୍ରହୀତା]]
[[ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ]]