"ଦେବ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଅଧିକ ତ‌ଥ୍ୟ ଦିଆଗଲା
୨୬ କ ଧାଡ଼ି:
ପୋଲିସ ଦୁର୍ଗା ଚରଣ ଦାସ ଓ ଇନ୍ଦ୍ରମଣୀ ଦେବୀଙ୍କ ଔରଷରୁ ଓଡ଼ିଶା ଷ୍ଟେଟର କଟକ ପାଖରେ ଥିବା କେଉଲ ଚାବି ସୁଅ ଗ୍ରାମରେ ସନ ୧୯୩୨ରେ ଦେବ ପ୍ରସାଦ ଦାସ ଜନ୍ମ ଗ୍ରହଣ କରିଥିଲେ ।<ref name="Radhu Babu">{{cite web | url=http://www.radhubabu.com/minatimishra/gurudebaprasad.htm | title=Radhu Babu | publisher=Radhu Babu | date=2014 | accessdate=November 30, 2014}}</ref><ref name="Guru Deba Prasad Das: Guru of Global Orissi">{{cite journal | url=http://www.narthaki.com/info/tdhc/tdhc23.html | title=Guru Deba Prasad Das: Guru of Global Orissi | author=Ashish Mohan Khokar | journal=Narthaki |date=November 2010 }}</ref> ଅତି ଅଳ୍ପ ବ‌ୟସରୁ ସେ ତାଙ୍କ ମାତାଙ୍କୁ ହରେଇ ଅଜା ଘରେ ପାଳିତ ହୋଇଥିଲେ ଯିଏ କି ଜଣେ ସ୍ଥାନୀୟ ଭାୟୋଲିନ ବାଦକ ଥିଲେ । <ref name="Radhu Babu" /> ପୁରୀରେ ଦାସ ତାଙ୍କର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ଓ ପାଖରେ ଥିବା ମୋହନ ଚନ୍ଦ୍ର ଦାସଙ୍କ ପରିଚାଳିତ ପାରମ୍ପରିକ ସ୍କୁଲ (ପଥର [[ଆଖଡ଼ା]])ରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । <ref name="Odissi Kala Kendra" /><ref name="Radhu Babu" /> ପରେ ତାଙ୍କ ପିତାଙ୍କର ବରହମ‌ପୁର ବଦଳି ହୋଇଯିବାରୁ ସେ ସେଠାକୁ ଗଲେ । <ref name="Guru Deba Prasad Das: Guru of Global Orissi" />
 
ଦାସଙ୍କୁ ୧୪ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ପିତା ତାଙ୍କୁ ''ନିଉ ଥିଏଟର'' ସଙ୍ଗୀତ ନିର୍ଦ୍ଦଶକ ରାଧା ରମଣ ରାଏଙ୍କ ସଙ୍ଗୀତ ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ପଠାଇଦେଲେ ।<ref name="Radhu Babu" /> ସେ ୩ ଟଙ୍କା ବେତନ ଓ ଖାଦ୍ୟ ପାଇ ଗ୍ରୀନ୍ ରୁମ୍‌ରେ କଳାକାରଙ୍କୁ ସାହାଯ୍ୟ କରୁଥିଲେ । ପରେ ପରେ ସେ ଜଗୁଆଳି, ଟିକେଟ୍ କଲେକ୍ଟର ଓ ପ୍ରମ୍ପଟର କାମ କଲେ । ଏହା ପରେ ସୁଯୋଗ ଆସିଲା ଯେତେବେଳେ ଗୁରୁ [[ପଙ୍କଜ ଚରଣ ଦାସ]] ଓ ପରେ ମୋହ ମହାପାତ୍ର ନିଉ ଥିଏଟର ସାଥୀରେ ମିଶିଲେ ଓ ସେ ନାଚ ଆରମ୍ଭରେ ଗୋଟିଏ ଛୋଟ ଭୂମିକା ପାଇଲେ । ସନ ୧୯୪୯ରେ ନିଉ ଥିଏଟର ବନ୍ଦ ହୋଇଗଲା ପରେ ସେ ''ଅନ୍ନପୂର୍ଣ୍ଣା'' ଥିଏଟରରେ ଯୋଗ ଦେଲେ<ref name="Radhu Babu" /> ଓ ସେଠାରେ କିଛି ବର୍ଷ କାମ କଲାପରେ ବିଖ୍ୟାତ [[ପଙ୍କଜ ଚରଣ ଦାସ]], [[କେଳୁଚରଣ ଦାସ]], କୁମାର ଦୟାଲ ସରନ ଓ [[ମାୟାଧର ରାଉତ]]ଙ୍କ ସ‌ହ କାମ କରିବା ସୁଯୋଗ ପାଇଲେ । ସନ ୧୯୫୩ରେ ଅନ୍ନପୂର୍ଣ୍ଣା ବନ୍ଦ ହେବାବେଳକୁ ଦେବ ଦାସ ଓଡ଼ିଶୀ ନୃତ୍ୟରେ ପ୍ରବୀଣ ହୋଇସାରିଥିଲେ ।<ref name="Guru Deba Prasad Das: Guru of Global Orissi" />
 
ସନ ୧୯୬୪ରେ ସେ ଉତ୍କଳ ସଙ୍ଗୀତ ''ମହାବିଦ୍ୟାଳୟ'' ରେ ଓଡ଼ିଶୀ ନାଚ ଶିକ୍ଷକ ଭାବରେ ଯୋଗଦାନ କଲେ ।<ref name="Radhu Babu" /> ଏଠାରେ [[ଇନ୍ଦ୍ରାଣୀ ରହମାନ‌]]ଙ୍କୁ ସେ [[ଓଡ଼ିଶୀ]] ନୃତ୍ୟରେ ପ୍ରଶିକ୍ଷଣ ଦେଇଥିଲେ<ref name="Guru Deba Prasad Das: Guru of Global Orissi" /> ଯିଏ ସେ ସମୟରେ [[ଭାରତ ନାଟ୍ୟମ]] ନୃତ୍ୟ ଯୋଗୁ ପ୍ରସିଦ୍ଧ ଥିଲେ । <ref name="Radhu Babu" /><ref name="India's Dances: Their History, Technique, and Repertoire">{{cite book | url=http://books.google.com/books?id=Lif-Ct05aVgC&pg=PA210&dq=%22Indrani+Rehman%22&sig=ACfU3U2kSGXepvkS4-PBpry0OquzGPMXVA | title=India's Dances: Their History, Technique, and Repertoire | publisher=Abhinav Publications | author=Reginald Massey | year=2004 | pages=210 | isbn=81-7017-434-1}}</ref> ରହମାନ [[ଗୁରୁ]]ଙ୍କୁ ନେଇ ନୃତ୍ୟ ପ୍ରଦର୍ଶନ ନିମନ୍ତେ ବିଭିନ୍ନ ସ୍ଥାନ‌କୁ ଯିବାଦ୍ୱାରା ଜନସାଧାରଣଙ୍କ ଦୃଷ୍ଟି ଗୋଚର ହେଲେ ।<ref name="Odissi Kala Kendra" /> ଦେବ ପ୍ରସାଦ ଦାସଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଇନ୍ଦ୍ରାଣୀ ସନ ୧୯୫୭ରେ ଅନୁଷ୍ଠିତ ନୃତ୍ୟ ଉତ୍ସବରେ ଓଡ଼ଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଏହି ପ୍ରଦର୍ଶନ ଯୋଗୁ ଓଡ଼ିଶୀକୁ କ୍ଲାସିକାଲ ନୃତ୍ୟର ମାନ୍ୟତା ମିଳିବା ନିମନ୍ତେ ଦୃଷ୍ଟିପାତ ହୋଇଥିଲା ।<ref name="Guru Deba Prasad Das: Guru of Global Orissi" /> ପରେ ରହମାନ ନିଜେ [[କପିଳ ବାତ୍ସାୟନ]] ଓ ଚାର୍ଲସ୍ ଫାବ୍ରି<ref name="Charles Louis Fabri">{{cite book | url=http://books.google.ae/books/about/Charles_Louis_Fabri_his_life_and_works.html?id=P8QrAAAAMAAJ&redir_esc=y | title=Charles Louis Fabri, his life and works | publisher=Sterling | author=Charles Louis Fabri | year=1980}}</ref> ଓ ଅନ୍ୟମାନଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହା ଦେବ ପ୍ରସାଦ ସ୍ଟାଇଲର ଓଡ଼ିଶୀ ନାମରେ ପରିଚିତ ହେଲା । ଏହି ଧରଣର ନୃତ୍ୟରେ ଏକ ବିଶେଷ ବୈଶିଷ୍ଟ୍ୟ ଥିଲା ଯାହାକୁ 'ଶବ୍ଦ ସ୍ୱର ପାତ' କୁହାଯାଏ ।<ref name="Guru Deba Prasad Das: Guru of Global Orissi" />