"ମଣିମାଳା ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
ଅଭିନୀତ ନାଟକ, କଥାଚିତ୍ର, ପୁରସ୍କାର ଆଧାର ସହିତ
୩୮ କ ଧାଡ଼ି:
'''ମଣିମାଳା ଦେବୀ''' (୧୯ ଜୁନ ୧୯୩୧ - ୧୬ ଜୁନ ୨୦୧୬)<ref>{{cite web|url=http://odishatv.in/odisha/body-slider/veteran-actress-manimala-devi-passes-away-151498/|title=Veteran actress Manimala Devi passes away|date=16 June 2016|publisher=|accessdate=16 June 2016}}</ref> ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।<ref>{{cite web|url=http://www.dharitri.com/Bhubaneswar/130316/p13.htm|title=ଅଭିନେତ୍ରୀ ମଣିମାଳା ଦେବୀ ଅସୁସ୍ଥ |publisher=ଧରିତ୍ରୀ|accessdate=13 March 2016}}</ref>
ମଣିମାଳା ୧୯ ଜୁନ ୧୯୩୧, ଶୁକ୍ରବାର ଦିନ [[କଟକ ଜିଲ୍ଲା]]ର ବାଲିବିଶି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।<ref>{{cite web |url= http://www.orissadiary.com/ShowEntertainmentNews.asp?id=27816 |title=Manimala: A Forgotten Queen of Orissa celluloid world, Orissa Entertainment News |first=Ashok |last=Palit|work=orissadiary.com |year=2011|quote=Born on June 19,1931 Balibisi village, Cuttack |accessdate=13 March 2016}}</ref>
ନଅବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ସେ ଆଦୌ ସ୍କୁଲ ଯାଇନଥିଲେ । ୧୯୪୫ ମସିହାରେ କଟକ ଆସି ସେ ଅନ୍ନପୂର୍ଣ୍ଣା-ଏ ଥିଏଟରରେ ଯୋଗଦେଇ ଜୟଦେବ ନାଟକରେ ଅଭିନୟ କରିଥିଲେ ।
 
ତାଙ୍କ ଅଭିନିତ ପ୍ରଥମ କଥାଚିତ୍ର [[ଶ୍ରୀ ଲୋକନାଥ]]<ref>{{cite news|last1=ବେହେରା|first1=ସୌମ୍ୟରଞ୍ଜନ|title=ଝଲସୁଥିବେ ଚିରଦିନ ମଣିମାଳା|url=http://www.samayaepaper.com/epaper/20160617/4.php|accessdate=17 June 2016|work=ସମୟ|date=17 June 2016}}</ref> ସହ ୧୪ଟି କଥାଚିତ୍ର ଜାତୀୟ ପୁରସ୍କାରରେ ସମ୍ମାନିତ । <ref>{{cite web |url= http://articles.timesofindia.indiatimes.com/2012-10-10/bhubaneswar/34362421_1_critical-care-national-award-brain-hemorrhage |title=Manimala Devi battles penury and disease - Times Of India |first=Minati |last=Singha |work=indiatimes.com |year=2012 |quote=She has acted in 30 feature films and over 100 plays, of which14 films have bagged the national award, including her debut film 'Sri Loknath' |accessdate=16 October 2012}}</ref>
ସେ ୩୦ଟି କଥାଚିତ୍ର ଓ ଶତାଧିକ ରଙ୍ଗମଞ୍ଚ ନାଟକରେ ଅଭିନୟ କରିଛନ୍ତି । [[ସାମୁଏଲ ସାହୁ]]ଙ୍କ ସହ, ମଣିମାଳାଙ୍କ ଯୋଡି ଦର୍ଶକମାନେ ପସନ୍ଦ କରୁଥିଲେ
== ଅଭିନୀତ ନାଟକ ==
* ଚଣ୍ଡାଲୁଣୀ
* ଜାନକୀ
* ଚଷା ଝିଅ
* କଳା ପାହାଡ଼
* ମୁକ୍ତି କୋଣାର୍କ
* ଶ୍ରୀ ଜୟଦେବ
== ଅଭିନୀତ କଥାଚିତ୍ର ==
* [[ଅନ୍ଧ ଦିଗନ୍ତ]], ୧୯୯୦
* [[କିଛି ସ୍ମୃତି କିଛି ଅନୁଭୂତି]], ୧୯୮୯
* [[ନିଷିଦ୍ଧ ସ୍ଵପ୍ନ]], ୧୯୮୮
* [[କ୍ଳାନ୍ତ ଅପରାହ୍ଣ]], ୧୯୮୫
* [[ମାୟା ମିରିଗ]], ୧୯୮୪
* [[ନୀରବ ଝଡ଼]], ୧୯୮୪
Line ୫୦ ⟶ ୬୦:
* [[କା (୧୯୬୬ର ଚଳଚ୍ଚିତ୍ର)|କା]], ୧୯୬୬
* [[ମଲାଜହ୍ନ]], ୧୯୬୫
* [[ଅଭିନେତ୍ରୀ (୧୯୬୫ର ଓଡ଼ିଆ ସିନେମା),ଅଭିନେତ୍ରୀ]], ୧୯୬୫
* [[ଜୀବନସାଥୀ]], ୧୯୬୩
* [[ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)|ସୂର୍ଯ୍ୟମୁଖୀ]], ୧୯୬୩
* [[ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)|ଲକ୍ଷ୍ମୀ]], ୧୯୬୨<ref>http://www.odisha.com/archives/23634</ref>
* [[ଶ୍ରୀ ଲୋକନାଥ]], ୧୯୬୦
 
Line ୫୬ ⟶ ୭୦:
* [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ଜୟଦେବ ପୁରସ୍କାର]]: ୨୦୦୦<ref>{{cite news|last=Singha|first=Minati|title=Manimala Devi battles penury and disease|url=http://timesofindia.indiatimes.com/city/bhubaneswar/Manimala-Devi-battles-penury-and-disease/articleshow/16746953.cms|accessdate=2 February 2015|newspaper=Times of India|date=10 October 2012}}</ref>
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]]: ୧୯୯୯<ref>{{cite web |url= http://www.expressindia.com/news/ie/daily/19990907/ige07037.html |title=Award for three veteran artistes |first= |last=|work=expressindia.com |year=1999|quote=and Manimala Devi (Oriya cinema). |accessdate=5 February 2013}}</ref><ref>{{cite web |url= http://www.tribuneindia.com/1999/99aug27/art-trib.htm#5 |title=The Tribune...Arts Tribune |first= |last= |work=tribuneindia.com |year=1999 |quote=and Manimala Devi (Oriya cinema). |accessdate=5 February 2013}}</ref>
* ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୭(ଜୀବନବ୍ୟାପି ଅବଦାନ ପାଇଁ)‌<ref>http://timesofindia.indiatimes.com/city/bhubaneswar/Veteran-actor-Manimala-Devi-passes-away/articleshow/52785169.cms</ref>
 
== ଆଧାର ==