"ଘର୍ଷଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
*'''ଚର୍ମ ଘର୍ଷଣ''' [[ଘୋଷଡା ବଳ (ପଦାର୍ଥ ବିଜ୍ଞାନ)|ଘୋଷଡା ବଳ]]ର ଏକ ଅଂଶ, ଯାହା ଶରୀରରେ ପ୍ରବାହିତ ତରଳ ପଦାର୍ଥ ମଧ୍ୟରେ ସୃଷ୍ଟି ହୋଇଥାଏ ।
*'''ଅନ୍ତଃ ଘର୍ଷଣ''', କଠିନ ପଦାର୍ଥ ଅନ୍ୟ ଏକ [[ରୂପ ପରିବର୍ତ୍ତନ (ଚିରସମ୍ମତ ବଳ ବିଜ୍ଞାନ)|ରୂପକୁ ପରିବର୍ତ୍ତିତ]] ହେଲା ବେଳେ, ତାକୁ ତିଅରି କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ଗତି ରୋଧକ ବଳ ।<ref name="Meriam"/>
ଯେତେବେଳେ ପରସ୍ପର ସଂସ୍ପର୍ଶରେ ଥିବା ପୃଷ୍ଠତଳ ପରସ୍ପର ନିକଟକୁ ଗତି କରିବାକୁ ଆରମ୍ଭ କରନ୍ତି, ସେମାନଙ୍କ ମଧ୍ୟରେ ସୃଷ୍ଟି ଘର୍ଷଣ, [[ଗତିଜ ଶକ୍ତି]]କୁ [[ତାପଜ ଶକ୍ତି]]ରେ ପରିବର୍ତ୍ତନ କରେ (ଅର୍ଥାତ୍ ଏହା [[କାର୍ଯ୍ୟ (ପଦାର୍ଥ ବିଜ୍ଞାନ)|କାର୍ଯ୍ୟ]]କୁ [[ତାପ]]ରେ ପରିବର୍ତ୍ତନ କରେ । ଏହି ଗୁଣର ଏକ ନାଟକୀୟ ଫଳାଫଳ ମଧ୍ୟ ରହିଛି, ଯେପରି ନିଆଁ ଜଳେଇବା ପାଇଁ କାଠ ଖଣ୍ଡଗୁଡ଼ିକୁ ପରସ୍ପର ସହ ଘଷିବା ଦ୍ୱାରା ଘର୍ଷଣ ସୃଷ୍ଟି ହୋଇଥାଏ । ଯେତେବେଳେ ଘର୍ଷଣ ସହ ଗତି ହୁଏ, ସେତେବେଳେ ଗତିଜ ଶକ୍ତ, ତାଜ ଶକ୍ତିକୁ ରୂପାନ୍ତରିତ ହୁଏ । ଉଦାହରଣ ସ୍ୱରୂପ ଏକ [[ବହଳିଆ ପ୍ରବାହ|ବହଳିଆ]] ତରଳ ପଦାର୍ଥକୁ ଘାଣ୍ଟିବା । ବିଭିନ୍ନ ପ୍ରକାରର ଘର୍ଷଣର ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଫଳାଫଳ ହେଉଛି ଘଷିହେବା, ଯାହାଫଳରେ ପ୍ରଦର୍ଶନ ନିମ୍ଙଗାମୀ ହୁଏ ବା ଉପାଦାନର କ୍ଷୟ ହୁଏଘଟେ । ଘର୍ଷଣ [[ଗତି]] ବିଜ୍ଞାନର ଏକ ଅଂଶ ଅଟେ ।
ଘର୍ଷଣ ନିଜେ ଏକ [[ମୌଳିକ ବଳ]] ନୁହେଁ । ଶୁଷ୍କ ଘର୍ଷଣ ଭିତର ପୃଷ୍ଠତଳ ମଧ୍ୟରେ ଦୃଢ ସଂସ୍ପର୍ଶତା, ବନ୍ଧୁରତା, ବିରୂପତା, ପ୍ରଭୃତି ଫଳରେ ସୃଷ୍ଟି ହୋଇଥାଏ । ଏହିସବୁ ପାରସ୍ପାରିକ କ୍ରିୟାର ଜଟିଳତା, [[ପ୍ରଥମ ମୂଳତତ୍ତ୍ୱ]]ର ଅସାଧ୍ୟତା ଓ [[ପ୍ରମାଣସିଦ୍ଧ ପଦ୍ଧତି]]ର ଆବଶ୍ୟକୀୟ ବ୍ୟବହାରରୁ ସିଦ୍ଧାନ୍ତର ଉନ୍ନତି ଓ ବିଶ୍ଳଷଣ ପାଇଁ ଘର୍ଷଣର ଗଣନା କରିଥାଏ । .
==ଆଧାର==
"https://or.wikipedia.org/wiki/ଘର୍ଷଣ"ରୁ ଅଣାଯାଇଅଛି