"ଘର୍ଷଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩ କ ଧାଡ଼ି:
'''ଘର୍ଷଣ''' କଠିନ ପୃଷ୍ଠଭୂମି, ତରଳ ଓ ଗ୍ୟାସୀୟ ସ୍ତର ଏବଂ ପରସ୍ପର ଘଷି ହେଉଥିବା ବସ୍ତୁ ମଧ୍ୟରେ ସୃଷ୍ଟି ହେଉଥିବା [[ବଳ]] ।<ref>http://www.merriam-webster.com/dictionary/friction</ref> ବିଭିନ୍ନ ପ୍ରକାରର ଘର୍ଷଣ ଅଛି :
*'''ଶୁଷ୍କ ଘର୍ଷଣ''' ପରସ୍ପର ସଂସ୍ପର୍ଶରେ ଆସୁଥିବା ଦୁଇଟି କଠିନ ବସ୍ତୁ ମଧ୍ୟରେ ହେଉଥିବା ଆପେକ୍ଷିକ ପାର୍ଶ୍ୱିକ ପ୍ରତିରୋଧ । ଶୁଷ୍କ ଘର୍ଷଣକୁ ପୁନର୍ବାର, ଦୁଇଟି ସ୍ଥିର ପୃଷ୍ଠ ମଧ୍ୟରେ ହେଉଥିବା ''ସ୍ଥିତିଶୀଳ ଘର୍ଷଣ'' (''[[ସ୍ଥିର ଘର୍ଷଣ]]'') ଓ ଦୁଇଟି ଗତିଶୀଳ ପୃଷ୍ଠ ମଧ୍ୟରେ ହେଉଥିବା ''ଗତିଜ ଘର୍ଷଣ''ରେ ବିଭକ୍ତ କରାଯାଏ ।
*'''ତରଳ ଘର୍ଷଣ''' ପରସ୍ପର ନିକଟକୁ ଆପେକ୍ଷିକ ଗତି କରୁଥିବା, ଦୁଇଟି [[ବହଳିଆ]] ତରଳ ପଦାର୍ଥ ମଧ୍ୟରେ ଥିବା ଘର୍ଷଣକୁ ବୁଝାଏ ।<ref name="Beer">{{cite book
==ଆଧାର==
{{ଅଧାର}}
<ref name="Beer">{{cite book
| title = Vector Mechanics for Engineers
| edition = Sixth
"https://or.wikipedia.org/wiki/ଘର୍ଷଣ"ରୁ ଅଣାଯାଇଅଛି