"ଫାଷ୍ଟ ଏଡ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|First aid}}
[[File:ISO 7010 E003 - First aid sign.svg|
[[File:US Navy 030322-M-6270B-010 A U.S. Navy Corpsman assigned to the 15th Marine Expeditionary Unit (Special Operations Capable) gives first aid to an injured Iraqi citizen.jpg|thumb|right|
{{Portal|Medical}}
'''ଫାଷ୍ଟ ଏଡ୍''' ଏକ ସାହାଯ୍ୟର ନାମ ଯାହା ହଠାତ୍ [[ରୋଗ]]ଗ୍ରସ୍ତ ବା [[ଆଘାତ]]ପ୍ରାପ୍ତ ଯେ କୌଣସି ଲୋକକୁ ଦିଆଯାଏ,<ref>{{cite book|title=First aid manual: 9th edition|publisher=Dorling Kindersley|isbn=978 1 4053 3537 9|year=2009}}</ref> ଜୀବନ ବଞ୍ଚେଇବା ନିମନ୍ତେ, ଅବସ୍ଥା ଖରାପ ଦିଗକୁ ଯିବାକୁ ପ୍ରତିରୋଧ କରିବା ଓ ପୁନଃ ସ୍ୱାସ୍ଥ୍ୟ ଲାଭ ନିମନ୍ତେ ସାହାଯ୍ୟ କରାଯାଏ । ଜଟିଳ ଅବସ୍ଥାରେ ଡାକ୍ତରୀ ସାହାଯ୍ୟ ପାଇବା ପୂର୍ବରୁ ପ୍ରାଥମିକ ସେବା ଉପଲବ୍ଧ କରେଇବା ଯେପରିକି ଆମ୍ବୁଲାନ୍ସ ଆସିବା ପୂର୍ବରୁ ହୃତ୍ପିଣ୍ଡ-ଫୁସଫୁସ ପୁନଃସ୍ଥାପନ (ସିପିଆର) କରିବା ଓ ଛୋଟ ଅବସ୍ଥରେ ସମ୍ପୁର୍ଣ୍ଣ ଚିକିତ୍ସା କରିବା ଯେପରିକି କ୍ଷତ ଚିକିତ୍ସା ବା ହାଡ଼ ଭାଙ୍ଗିଥିଲେ ପ୍ଲାଷ୍ଟର ଲଗେଇବା ଇତ୍ୟାଦି କରିବାକୁ ହୁଏ । ସାଧାରଣ ଲୋକ ବା ପ୍ରାଥମିକ ଫାଷ୍ଟ ଏଡ୍ ଶିକ୍ଷା ପ୍ରାପ୍ତ ବା ଅନୁଭବପ୍ରାପ୍ତ ଲୋକ ଏହା କରନ୍ତି । [[ମାନସିକ ସ୍ୱାସ୍ଥ୍ୟ ଫାଷ୍ଟ ଏଡ୍]] ଏକ ନୂଆ ବିସ୍ତାର ଯାହା ମାନସିକ ରୋଗୀଙ୍କ ନିମନ୍ତେ କରାଯାଉଛି ।
୧୬ କ ଧାଡ଼ି:
ଶାଗୁଆ ପୃଷ୍ଠରେ ଧଳା କ୍ରସ୍କୁ ଫାଷ୍ଟ ଏଡ୍ର ଆନ୍ତର୍ଜାତୀୟ ଚିହ୍ନ ଭାବରେ ସ୍ୱିକୃତି ଦିଆଯାଇଛି ।
<gallery>
File:Sign_first_aid.svg |
File:St. Andrews First Aid.png |
File:Flag_of_the_Red_Cross.svg |
File:Maltese-Cross-Heraldry.svg |
File:Star_of_life2.svg |
File:CivilDefence.svg |
</gallery>
== ଲକ୍ଷ ==
ଫାଷ୍ଟ ଏଡ୍ର ମୌଳିକ ଲକ୍ଷକୁ [[ଇଂରାଜୀ ଭାଷା]]ରେ 'ତିନୋଟି ପି' (P) ପଏଣ୍ଟ ଲେଖାଯାଇପାରେ ।:-<ref>{{cite web|title=Accidents and first aid|publisher=NHS Direct|url=http://www.nhsdirect.nhs.uk/articles/article.aspx?articleId=450|accessdate=2008-10-04 |archiveurl = https://web.archive.org/web/20080503201513/http://www.nhsdirect.nhs.uk/articles/article.aspx?articleId=450 <!-- Bot retrieved archive --> |archivedate = 2008-05-03}}</ref>
* '''ଜୀବନ ସୁରକ୍ଷା''' (Preserve life): ଏହାର ସର୍ବାଧିକ ଲକ୍ଷ ଜୀବନ ବଞ୍ଚେଇବା ଓ ମୃତ୍ୟୁ ବିପଦକୁ କମେଇବା ।
* '''ଅଧିକ କ୍ଷତି ପ୍ରତିରୋଧ''' ('''Prevent further harm'''): ଅଧିକ କ୍ଷତି ହେବା ବିପଦ ବା ଆଶଙ୍କାଠାରୁ ରୋଗୀକୁ ଦୂରରେ ରଖିବା ଓ ଅଧିକ କ୍ଷତି ନ ହେବ ନିମନ୍ତେ ଫାଷ୍ଟ ଏଡ୍ ପ୍ରୟୋଗ କରିବା ଏହାର ଲକ୍ଷ । ଉଦାହରଣ ସ୍ୱରୁପ ରକ୍ତ ସ୍ରାବର ବିପଦ ଜନକ ସମ୍ଭାବନା ଏଡ଼େଇବାକୁ କ୍ଷତ ସ୍ଥାନରେ ଚାପ ପ୍ରୟୋଗ କରିବା ।
* '''ଆରୋଗ୍ୟ ସହାୟତା''' ('''Promote recovery'''): କ୍ଷତ ସ୍ଥାନରେ ଡ୍ରେସିଙ୍ଗ ଦେଇ ବା ହାଡ଼ ଭାଙ୍ଗିଥିଲେ ଏକ ସାହାଯ୍ୟକାରୀ ପ୍ଲାଷ୍ଟର ଦେଇ ଆରୋଗ୍ୟ କରିବାରେ ସାହାଯ୍ୟ କରିବା ଏହାର ଲକ୍ଷ ।
== ଆଧାର ==
|