"ଫାଷ୍ଟ ଏଡ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧,୩୭୮ ବାଇଟଗୁଡିକ ଯୋଡାଗଲା ,  ୫ ବର୍ଷ ପୂର୍ବେ
ଅଧିକ ତ‌ଥ୍ୟ ଦିଆଗଲା
(ସଂକେତ ବିଷୟ ଲେଖାଗଲା)
(ଅଧିକ ତ‌ଥ୍ୟ ଦିଆଗଲା)
 
== ସଂକେତ ==
{{details|Emblems of the Red Cross#Use of the emblems}}
ଯଦିଓ ଫାଷ୍ଟ ଏଡ୍ ସାଥିରେ ରେଡ କ୍ରସ୍ ସମ୍ପର୍କ ଅଛି ତ‌ଥାପି ରେଡ କ୍ରସ ଚିହ୍ନ [[ରେଡ କ୍ରସ]] ସଂସ୍ଥାର ଏକ ଔପଚାରିକ ସଙ୍କେତ । [[ଜେନେଭା କନ୍‌ଭେନ୍‌ସନ୍]] ([[:en:Geneva Conventions]]) ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ କାନୁନ ଅନୁସାରେ ଏହାକୁ ଆନ୍ତର୍ଜାତୀୟ ରେଡ କ୍ରସ୍ ଓ ରେଡ କ୍ରେସେଣ୍ଟଦ୍ୱାରା ('''[[:en:International Red Cross and Red Crescent]]''') ସରକାରୀ ଏଜେନ୍ସି ବ୍ୟବ‌ହାର ନିମନ୍ତେ ରିଜର୍ଭ ରଖାଯାଇଥାଏ ଓ ଏହାକୁ ଯୁଦ୍ଧ ସମୟରେ ତ‌ଥା ଡାକ୍ତରମାନଙ୍କର ସୁରକ୍ଷା ସଙ୍କେତ ନିମନ୍ତେ ଦିଆଯାଏ । ଅନ୍ୟ କେହି ଏହା ବ୍ୟବ‌ହାର କଲେ ଦଣ୍ଡନୀୟ ହେବେ ।
 
ଶାଗୁଆ ପୃଷ୍ଠରେ ଧଳା କ୍ରସ୍‌କୁ ଫାଷ୍ଟ ଏଡ୍‌ର ଆନ୍ତର୍ଜାତୀୟ ଚିହ୍ନ ଭାବରେ ସ୍ୱିକୃତି ଦିଆଯାଇଛି ।
<gallery>
File:Sign_first_aid.svg | ISO First Aid Symbol
୧୧,୭୫୭

ଗୋଟି ସମ୍ପାଦନା