"ଫାଷ୍ଟ ଏଡ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫାଷ୍ଟ ଏଡ୍ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୬ କ ଧାଡ଼ି:
'''ଫାଷ୍ଟ ଏଡ୍''' ଏକ ସାହାଯ୍ୟର ନାମ ଯାହା ହଠାତ୍ [[ରୋଗ‌]]ଗ୍ରସ୍ତ ବା [[ଆଘାତ]]ପ୍ରାପ୍ତ ଯେ କୌଣସି ଲୋକ‌କୁ ଦିଆଯାଏ,<ref>{{cite book|title=First aid manual: 9th edition|publisher=Dorling Kindersley|isbn=978 1 4053 3537 9|year=2009}}</ref> ଜୀବନ ବଞ୍ଚେଇବା ନିମନ୍ତେ, ଅବସ୍ଥା ଖରାପ ଦିଗକୁ ଯିବାକୁ ପ୍ରତିରୋଧ କରିବା ଓ ପୁନଃ ସ୍ୱାସ୍ଥ୍ୟ ଲାଭ ନିମନ୍ତେ ସାହାଯ୍ୟ କରାଯାଏ । ଜଟିଳ ଅବସ୍ଥାରେ ଡାକ୍ତରୀ ସାହାଯ୍ୟ ପାଇବା ପୂର୍ବରୁ ପ୍ରାଥମିକ ସେବା ଉପଲବ୍‌ଧ କରେଇବା ଯେପରିକି ଆମ୍ବୁଲାନ୍ସ ଆସିବା ପୂର୍ବରୁ ହୃତ୍‌ପିଣ୍ଡ-ଫୁସଫୁସ ପୁନଃସ୍ଥାପନ (ସିପିଆର) କରିବା ଓ ଛୋଟ ଅବସ୍ଥରେ ସମ୍ପୁର୍ଣ୍ଣ ଚିକିତ୍ସା କରିବା ଯେପରିକି କ୍ଷତ ଚିକିତ୍ସା ବା ହାଡ଼ ଭାଙ୍ଗିଥିଲେ ପ୍ଲାଷ୍ଟର ଲଗେଇବା ଇତ୍ୟାଦି କରିବାକୁ ହୁଏ । ସାଧାରଣ ଲୋକ ବା ପ୍ରାଥମିକ ଫାଷ୍ଟ ଏଡ୍ ଶିକ୍ଷା ପ୍ରାପ୍ତ ବା ଅନୁଭବପ୍ରାପ୍ତ ଲୋକ ଏହା କରନ୍ତି । [[ମାନସିକ ସ୍ୱାସ୍ଥ୍ୟ ଫାଷ୍ଟ ଏଡ୍]] ଏକ ନୂଆ ବିସ୍ତାର ଯାହା ମାନସିକ ରୋଗୀଙ୍କ ନିମନ୍ତେ କରାଯାଉଛି ।
 
ଫାଷ୍ଟ ଏଡ୍ ଆବଶ୍ୟକତା ପରିସ୍ଥିତି ନିମନ୍ତେ ଅନେକ ଦେଶରେ କାନୁନ, ବିନିୟମ (regulation)ଓ ମାର୍ଗ ଦର୍ଶକ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସ୍ଥଳ ବିଶେଷରେ ସର୍ବନିମ୍ନ ଫାଷ୍ଟ ଏଡ୍ ସ୍ତର ବ୍ୟବସ୍ଥା ସମ୍ପନ୍ନ କରାଯାଇଛି । କର୍ମ ସ୍ଥଳୀରେ ନିର୍ଦ୍ଦିଷ୍ଟ ଶିକ୍ଷା ବା ଉପକରଣ ଉପଲବ୍‌ଧ କରାଯାଉଛି ଯେପରିକି ଅଟୋମେଟେଡ ବାହ୍ୟ ଡିଫିବ୍ରିଲେଟର ([[:en:Automated External Defibrillator]]), ଜନ ସମାବେଶ ସ୍ଥଳରେ ବିଶେଷଜ୍ଞ ଫାଷ୍ଟ ଏଡ୍ ବ୍ୟବସ୍ଥା, ବା ସ୍କୁଲରେ ବାଧ୍ୟତାମୂଳକ ଫାଷ୍ଟ ଏଡ୍ ଶିକ୍ଷା ଇତ୍ୟାଦି । ଫାଷ୍ଟ ଏଡ୍ ନିମନ୍ତେ ସେମିତି କିଛି ବିଶେଷ ଉପକରଣ ଓ ପୂର୍ବ ଜ୍ଞାନର ଏକାନ୍ତ ଆବଶ୍ୟକତା ନାହିଁ, ଅଣଶିକ୍ଷାପ୍ରାପ୍ତ ଲୋକ ଉପଲବ୍‌ଧ ଉପକରଣମାନଙ୍କରେ ସାହାଯ୍ୟ ନେଇ ଫାଷ୍ଟ ଏଡ୍ ଦେଇପାରିବ ।<ref>{{cite web|publisher=CPR Seattle|title=Duct tape for the win! Using household items for first aid needs.|url=http://www.cprseattle.com/blog/duct-tape-for-the-win}}</ref>
 
ପଶୁମାନଙ୍କୁ ମଧ୍ୟ ଫାଷ୍ଟ ଏଡ୍ ଦିଆଯାଇପାରିବ କିନ୍ତୁ ଏହି ପ୍ରବନ୍ଧରେ କେବଳ ମାନବ ନିମନ୍ତେ ଉଦ୍ଦିଷ୍ଟ ।
 
== ଆଧାର ==