"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Rajmishra757 (ଆଲୋଚନା | ଅବଦାନ) |
Rajmishra757 (ଆଲୋଚନା | ଅବଦାନ) ଛବି |
||
୧୯ କ ଧାଡ଼ି:
[[File:URL Scheme.png|thumb|600px|400px|ଏଠାରେ <code>https</code> ପ୍ରୋଟୋକଲ୍ scheme ଭାବେ ବ୍ୟବହୃତ ହୋଇଛି ।]]
* '''scheme :''' ଏହା ଇଂରାଜୀ ଅକ୍ଷର, ଇଂରାଜୀ ସଂଖ୍ୟା ତଥା କିଛି ବିଶେଷ ସଙ୍କେତକୁ ନେଇ ଗଠିତ ଏକ ଧାଡ଼ି । ଏହା ଏକ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ଏବଂ ଏଥିରେ ଯେ କୌଣସି ସଂଖ୍ୟକ ଇଂରାଜୀ ସଂଖ୍ୟା, ଯୁକ୍ତ ଚିହ୍ନ (<code>'''+'''</code>), ପିରିୟଡ଼୍ (<code>'''.'''</code>) ଓ ହାଇଫେନ୍ (<code>'''-'''</code>) ରହିପାରେ । ଏହା କେସ୍ ସେନ୍ସିଟିଭ୍ ଅଟେ । ତେବେ ସାଧାରଣତଃ ଏଥିରେ ଲୋଅର୍ କେସ୍ ଅକ୍ଷର ହିଁ ବ୍ୟବହୃତ ହୋଇଥାଏ । ଏହାର ଶେଷରେ ଏକ କଲୋନ୍ ଚିହ୍ନ (<code>''':'''</code>) ଥାଏ । ମୁଖ୍ୟତଃ <code>http</code>, <code>https</code> (<code>http</code>ର ସୁରକ୍ଷିତ ଭର୍ସନ୍), <code>ftp</code>, <code>mailto</code>, <code>data</code> ଇତ୍ୟାଦି ପ୍ରୋଟୋକଲ୍ଗୁଡ଼ିକ scheme ଭାବରେ ବ୍ୟବହୃତ ହୋଇଥାଏ ।
[[File:URL Slash.png|thumb|600px|400px|ଏଠାରେ ଗୋଲାକାର ଅଂଶଟି URLରେ ବ୍ୟବହୃତ ୨ଟି ସ୍ଲାଶ୍ ଚିହ୍ନ ଅଟେ ।]]
* '''୨ଟି ସ୍ଲାଶ୍ (<code>//<code>) :''' ଏହା କେତେକ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଥିବା ବେଳେ ଏନ୍ୟ କେତେକ କ୍ଷେତ୍ରରେ ଏହାକୁ ଲେଖିବାର ଆବଶ୍ୟକତା ନ ଥାଏ । authority ଭାଗଟି (ନିମ୍ନରେ ବର୍ଣ୍ଣନା କରାଯାଇଥିବା) ଉହ୍ୟ ଥିଲେ path ଭାଗଟି <code>//</code> ଦ୍ୱାରା ଆରମ୍ଭ ହୋଇନଥାଏ ।
* '''authority :''' ଏହା ତିନିଟି ଅଂଶକୁ ନେଇ ଗଠିତ, ଯଥା—
|