"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି
୧୭ କ ଧାଡ଼ି:
:'''<code>scheme:[//[user:password@]host[:port]][/]path[?query][#fragment]</code>'''<br>
ଏଥିରେ ଥିବା ଅଂଶଗୁଡ଼ିକ ହେଲା :<br>
[[File:URL Scheme.png|thumb|600px|400px|ଏଠାରେ <code>https</code> ପ୍ରୋଟୋକଲ୍ scheme ଭାବେ ବ୍ୟବ‌ହୃତ ହୋଇଛି ।]]
* '''scheme :''' ଏହା ଇଂରାଜୀ ଅକ୍ଷର, ଇଂରାଜୀ ସଂଖ୍ୟା ତ‌ଥା କିଛି ବିଶେଷ ସଙ୍କେତକୁ ନେଇ ଗଠିତ ଏକ ଧାଡ଼ି । ଏହା ଏକ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ଏବଂ ଏଥିରେ ଯେ କୌଣସି ସଂଖ୍ୟକ ଇଂରାଜୀ ସଂଖ୍ୟା, ଯୁକ୍ତ ଚିହ୍ନ (<code>'''+'''</code>), ପିରିୟଡ଼୍ (<code>'''.'''</code>) ଓ ହାଇଫେନ୍ (<code>'''-'''</code>) ରହିପାରେ । ଏହା କେସ୍ ସେନ୍ସିଟିଭ୍ ଅଟେ । ତେବେ ସାଧାରଣତଃ ଏଥିରେ ଲୋଅର୍ କେସ୍ ଅକ୍ଷର ହିଁ ବ୍ୟବ‌ହୃତ ହୋଇଥାଏ । ଏହାର ଶେଷରେ ଏକ କଲୋନ୍ ଚିହ୍ନ (<code>''':'''</code>) ଥାଏ । ମୁଖ୍ୟତଃ <code>http</code>, <code>https</code> (<code>http</code>ର ସୁରକ୍ଷିତ ଭର୍ସନ୍), <code>ftp</code>, <code>mailto</code>, <code>data</code> ଇତ୍ୟାଦି ପ୍ରୋଟୋକଲ୍‌ଗୁଡ଼ିକ scheme ଭାବରେ ବ୍ୟବ‌ହୃତ ହୋଇଥାଏ ।
* '''୨ଟି ସ୍ଲାଶ୍ (<code>//<code>) :''' ଏହା କେତେକ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଥିବା ବେଳେ ଏନ୍ୟ କେତେକ କ୍ଷେତ୍ରରେ ଏହାକୁ ଲେଖିବାର ଆବଶ୍ୟକତା ନ ଥାଏ । authority ଭାଗଟି (ନିମ୍ନରେ ବର୍ଣ୍ଣନା କରାଯାଇଥିବା) ଉହ୍ୟ ଥିଲେ path ଭାଗଟି <code>//</code> ଦ୍ୱାରା ଆରମ୍ଭ ହୋଇନଥାଏ ।
Line ୨୪ ⟶ ୨୫:
:* '''port ନମ୍ବର :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା ଏକ କଲୋନ୍ ଚିହ୍ନ (<code>''':'''</code>) ଦ୍ୱାରା ହୋଷ୍ଟ୍ ନେମ୍ ଠାରୁ ଅଲଗା ହୋଇଥାଏ । URLରେ ଦିଆଯାଇଥିବା ୱେବ୍ ସର୍ଭର୍‌ରୁ ଆବଶ୍ୟକୀୟ ସମ୍ବଳକୁ (ଫାଇଲ୍, ଡାଟା ଇତ୍ୟାଦି) ବ୍ୟବ‌ହାର କରିବା ପାଇଁ ବ୍ୟବ‌ହୃତ ଟେକ୍ନିକାଲ୍ [[ଗେଟ୍]]‌କୁ ଏହି port ନମ୍ବର ଦର୍ଶାଇଥାଏ । ଦିଆଯାଇଥିବା ସର୍ଭର୍‌ଟି ନିଜ ସମ୍ବଳ ରିକ୍ୱେଷ୍ଟ୍ କରିଥିବା କ୍ଲାଇଣ୍ଟ୍ ଦ୍ୱାରା ବ୍ୟବ‌ହୃତ ହୋଇପାରିବ ବୋଲି ସ୍ୱୀକୃତି ପ୍ରଦାନ କରିବା ପାଇଁ <code>http</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ (Standard port) ବ୍ୟବ‌ହାର କରୁଥିଲେ, URLର ଏହି ଭାଗଟି ଉହ୍ୟ ରହେ । ଅନ୍ୟ ଅମସ୍ତ କ୍ଷେତ୍ରରେ ଏହି ଭାଗଟି ବାଧ୍ୟତାମୂଳକ ଅଟେ । <code>http</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୮୦ ହୋଇଥିବା ବେଳେ <code>https</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୪୪୩ ଅଟେ ।<ref name=Anatomy_MDN />
* '''path :''' ଏହା ପଦାନୁକ୍ରମିକ (Hierarchical form) ଭାବେ ସଜାହୋଇଥିବା କେତେକ ତ‌ଥ୍ୟକୁ (Data) ନେଇ ଗଠିତ । ଏହି ତ‌ଥ୍ୟଗୁଡ଼ିକ ପରସ୍ପରଠାରୁ ସ୍ଲାଶ୍ ଚିହ୍ନ (<code>/</code>) ଦ୍ୱାରା ଅଲଗା ହୋଇଥାନ୍ତି । ଏହି ଭାଗଟି ସାଧାରଣତଃ ଏକ [[ଫାଇଲ୍ ସିଷ୍ଟମ୍ ପାଥ୍]]‌କୁ ଦର୍ଶାଇଥାଏ । pathଟି ଏକ ସ୍ଲାଶ୍ ଚିହ୍ନରୁ (<code>/</code>) ଆରମ୍ଭ ହୋଇଥାଏ । କିନ୍ତୁ ଏହା ୨ଟି ସ୍ଲାଶ୍ ଚିହ୍ନରୁ (<code>/</code>) ଆରମ୍ଭ ହୋଇପାରିବ ନାହିଁ । ଏହି [[ପାଥ୍ ନେମ୍]] ୱେବ୍ ସର୍ଭର୍‌ରେ ଥିବା ସମ୍ବଳର ପାଥ୍‌କୁ ଦର୍ଶାଇଥାଏ । ଆଗରୁ ଏହି ପାଥ୍ ନେମ୍ କେବଳ ୱେବ୍ ସର୍ଭର୍‌ରେ ଥିବା କୌଣସି ଫିଜିକାଲ୍ ଫାଇଲ୍‌ର ସ୍ଥିତିକୁ ହିଁ ଦର୍ଶାଉଥିଲା । ମାତ୍ର ଏବେ ଅଧିକାଂଶ କ୍ଷେତ୍ରରେ ଏହା କୌଣସି ଫିଜିକାଲ୍ ଅସ୍ତିତ୍ତ୍ୱ ନ ଥିବା [[ଆବ୍‌ଷ୍ଟ୍ରାକ୍ସନ୍]]‌କୁ ଦର୍ଶାଉଛି ।<ref name=Anatomy_MDN />
[[File:URL Query.png|thumb|500px600px|300px400px|URL କ୍ୱେରୀ]]
* '''query :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ପ୍ରଶ୍ନବାଚକ ଚିହ୍ନ (<code>'''?'''</code>) ଯୋଗେ ଅଲଗା ହୋଇଥାଏ । ଏଥିରେ ପଦାନୁକ୍ରମିକ ଭାବେ ସଜା ହୋଇନଥିବା ଏକ [[କ୍ୱେରୀ ଷ୍ଟ୍ରିଙ୍ଗ୍]] ଥାଏ । ଏଥିରେ ସାଧାରଣତଃ ଏକ [[ଡେଲିମିଟର୍]] ଦ୍ୱାରା ଅଲଗା ହୋଇଥିବା କିଛି ଯୋଡ଼ା [[ଆଟ୍ରିବ୍ୟୁଟ୍]] ଓ [[ଭ୍ୟାଲ୍ୟୁ]] ([[Attribute-Value pair]]) ରହିଥାଏ । ଏଠାରେ ଆଟ୍ରିବ୍ୟୁଟ୍‌କୁ [[କି]] (Key) ମଧ୍ୟ କୁହାଯାଇଥାଏ ଏବଂ ଆମ୍ପର୍ସାଣ୍ଡ୍ (<code>'''&'''</code>) କିମ୍ବା ସେମିକଲୋନ୍‌କୁ (<code>''';'''</code>) ଡେଲିମିଟର୍ ଭାବେ ବ୍ୟବ‌ହାର କରାଯାଇପାରେ ।