"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୩ କ ଧାଡ଼ି:
==ପ୍ରକାର==
===ଡାଇନାମିକ୍ ୟୁ.ଆର୍.ଏଲ୍ (Dynamic URL)===
କୌଣସି [[ଡାଇନାମିକ୍ ୱେବ୍ ପେଜ୍]]‌ର ଆଡ୍ରେସ୍‌କୁ ଡାଇନାମିକ୍ URL କୁହାଯାଏ । ଏହି ପ୍ରକାର URL ସ‌ହ ଜଡ଼ିତ ଥିବା ୱେବ୍‌ସାଇଟ୍‌ଗୁଡ଼ିକ ସାଧାରଣତଃ [[ସ୍କ୍ରିପ୍ଟ୍]] ([[Script]]) ରନ୍ କରି ଆଉଟ୍‌ପୁଟ୍ ଦେଖାଇଥାନ୍ତି । ସ୍କ୍ରିପ୍ଟ୍ ହେଉଛି ଏକ ସର୍ଭର୍ ସାଇଟ୍ ପ୍ରୋଗ୍ରାମ୍ । କ୍ଲାଇଣ୍ଟ୍ ଡାଇନାମିକ୍ URL ମାଧ୍ୟମରେ କୌଣସି ରେକ୍ୱେଷ୍ଟ୍ ପଠାଇଲେ ସେହି ରିକ୍ୱେଷ୍ଟ୍‌ର ପରିଣାମ ସ୍ୱରୂପ ସର୍ଭର୍‌ର [[ହାର୍ଡ଼ ଡିସ୍କ୍]]‌ରେ ଥିବା ଆବଶ୍ୟକୀୟ ସ୍କ୍ରିପ୍ଟ୍ ବା ପ୍ରୋଗ୍ରାମ୍‌ଟିକୁ ଚିହ୍ନିତ କରାଯାଏ । ଏହା ପରେ ସେହି ଚିହ୍ନିତ ପ୍ରୋଗ୍ରାମ୍‌ଟିକୁ [[ମେମୋରୀ]]ରେ ଲୋଡ଼୍ କରାଯାଇ ଏହାକୁ ରନ୍ କରାଯାଏ । ଏଥିରୁ ଯେଉଁ [[ଆଉଟ୍‌ପୁଟ୍]] ବାହାରେ, ତାହାକୁ URLର [[ରେସ୍‌ପନ୍ସ୍]] ସ୍ୱରୂପ କ୍ଲାଇଣ୍ଟ୍ ପାଖକୁ ପଠାଇ ଦିଆଯାଏ । କେତେକ କ୍ଷେତ୍ରରେ କିଛି [[କ୍ୱେରୀ]] ଯୋଗେ ସର୍ଭର୍‌ରେ ଥିବ୍ [[ଡାଟାବେସ୍]]‌ରୁ କିଛି ତ‌ଥ୍ୟ ଉଦ୍ଧାର କରାଯାଇ ରେସ୍‌ପନ୍ସ୍ ସ୍ୱରୂପ କ୍ଲାଇଣ୍ଟ୍ ପାଖକୁ ପଠାଇ ଦିଆଯାଏ । ଏହି ପ୍ରକାର URLର ରେସ୍‌ପନ୍ସ୍ ସର୍ବଦା କୌଣସି ସ୍କ୍ରିପ୍ଟ୍ ବା କ୍ୱେରୀର ଆଉଟ୍‌ପୁଟ୍ ଉପରେ ନିର୍ଭର କରେ, ଯାହା ଡାଇନାମିକ୍ ଭାବରେ ସୃଷ୍ଟି ହୋଇଥାଏ । ଡାଇନାମିକ୍ URLଗୁଡ଼ିକରେ ମୁଖ୍ୟତଃ ତଳ‌ଲିଖିତ ସଙ୍କେତଗୁଡ଼ିକ ଥାଏ :<ref>{{cite web|last=Webopedia|first=URL|title=What is dynamic URL|url=http://www.webopedia.com/TERM/D/dynamic_URL.html|accessdate=14 June 2016}}</ref>
:* <code>'''?'''</code>
:* <code>'''&'''</code>
:* <code>'''%'''</code>
:* <code>'''+'''</code>
:* <code>'''='''</code>
:* <code>'''$'''</code>
:* <code>'''cgi-bin'''</code>
:* <code>'''.cgi'''</code>
 
==ବ୍ୟବ‌ହାର==