"ଟିକିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/sandboxରୁ ଟିକିରିକୁ ଘୁଞ୍ଚାଇଲେ: Article is ready
ଟିକେNo edit summary
୫୯ କ ଧାଡ଼ି:
}}
 
'''ଟିକିରି''' [[ଓଡ଼ିଶା]]ର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।<ref name=onefivenine>{{cite web|title=Tikiri village|url=http://www.onefivenine.com/india/villages/Rayagada/Kasipur/Tikiri|accessdate=14 June 2016}}</ref> [[କାଶିପୁର, ରାୟଗଡ଼ା|କାଶୀପୁର]] ବ୍ଲକ ଅଧିନସ୍ଥ [[ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ]]ର ଶିକ୍ଷା ସହାୟିକା [[ଇତିଶ୍ରୀ ହତ୍ୟାକାଣ୍ଡ]] ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା ।<ref name=newindianexpress>{{cite web|title=Itishree Pradhan Murder: School Inspector Sentenced to Life by Rayagada Court|url=http://www.newindianexpress.com/states/odisha/Itishree-Pradhan-Murder-School-Inspector-Sentenced-to-Life-by-Rayagada-Court/2016/04/26/article3401292.ece|accessdate=14 June 2016}}</ref>
==ଭୂଗୋଳ==
ଟିକିରିର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୧୦′ ୪୨″,longd = ୮୩° ୦୫′ ୨୮″ । ଜିଲ଼୍ଲା ମୁଖ୍ୟାଳୟ [[ରାୟଗଡ଼ା ଜିଲ୍ଲା|ରାୟଗଡ଼ା]] ଠାରୁ ପଶ୍ଚିମ ଦିଗକୁ ଏହା ୭୫ କି.ମି. ଦୂରରେ ରହିଅଛି । ୨୦୧୧ ଜନଗଣନା ଅନୁଯାୟୀ ଟିକିରିର ଜନସଂଖ୍ୟା ୨,୮୪୬ ।<ref name=census2011>{{cite web|title=Tikiri village Population|url=http://www.census2011.co.in/data/village/426072-tikiri-orissa.html|accessdate=14 June 2016}}</ref> ଟିକିରି ଏକ ରେଳଷ୍ଟେସନ ଭାବେ ଏଠାରେ ରେଳ ଯୋଗାଯୋଗ ରହିଅଛି । ଏହାର ନିକଟତମ ବିମାନ ବନ୍ଦର ହେଉଛି [[ଜୟପୁର, କୋରାପୁଟ|ଜୟପୁର]] । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।
"https://or.wikipedia.org/wiki/ଟିକିରି"ରୁ ଅଣାଯାଇଅଛି