"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
reference
reference
୪୫ କ ଧାଡ଼ି:
:* <code><a></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି ଅନ୍ୟ HTML ଡକୁମେଣ୍ଟ୍‌କୁ ଲିଙ୍କ୍ ତିଆରି କାରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।<ref>{{cite web|last=w3schools|first=URL|title=HTML a tag|url=http://www.w3schools.com/tags/tag_a.asp|accessdate=13 June 2016}}</ref>
:* <code><link></code> ତ‌ଥା <code><script></code> ଆଦି ଏଲିମେଣ୍ଟ୍ ସବୁ ବ୍ୟବ‌ହାର କରି ଗୋଟିଏ HTML ଡକୁମେଣ୍ଟ୍‌କୁ ଏହା ସ‌ହ ସମ୍ପର୍କ ଥିବା ସମ୍ବଳ ସ‌ହ ଲିଙ୍କ୍ କରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।<ref>{{cite web|last=MDN|first=URL|title=<link> - MDN|url=https://developer.mozilla.org/en/docs/Web/HTML/Element/link|accessdate=13 June 2016}}</ref> <ref>{{cite web|last=MDN|first=URL|title=<script> - HTML|url=https://developer.mozilla.org/en-US/docs/Web/HTML/Element/script|accessdate=13 June 2016}}</ref>
:* HTML ଡକୁମେଣ୍ଟ୍‌ରେ [[ମିଡିଆ ଫାଇଲ୍]], ଯଥା ଛବି (<code><img></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ଭିଡିଓ (<code><video></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ଶବ୍ଦ ଓ ସଙ୍ଗୀତ (<code><audio></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ସଂଯୋଗ କରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।<ref>{{cite web|last=w3schools|first=URL|title=HTML Multimedia|url=http://www.w3schools.com/html/html_media.asp|accessdate=13 June 2016}}</ref>
:* <code><iframe></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି ଗୋଟିଏ HTML ଡକୁମେଣ୍ଟ୍ ଭିତରେ ଆଉ ଗୋଟିଏ HTML ଡକୁମେଣ୍ଟ୍ ଦେଖାଇବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।<ref>{{cite web|last=w3schools|first=URL|title=HTML iframe tag|url=http://www.w3schools.com/tags/tag_iframe.asp|accessdate=13 June 2016}}</ref> <br>
ୱେବ୍‌ରେ ମୁଖ୍ୟ ଭୂମିକା ତୁଲାଉଥିବା [[CSS]] ଓ [[JavaScript]] ଭଳି ଟେକ୍ନୋଲୋଜିଗୁଡ଼ିକରେ ମଧ୍ୟ URL ବ‌ହୁଳ ଭାବରେ ବ୍ୟବ‌ହୃତ ହୋଇଥାଏ ।<ref>{{cite web|last=Stack overflow|first=URL|title=Using relative URL in CSS file|url=http://stackoverflow.com/questions/940451/using-relative-url-in-css-file-what-location-is-it-relative-to|accessdate=13 June 2016}}</ref>