"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
reference
୪୪ କ ଧାଡ଼ି:
ଇଣ୍ଟର୍‌ନେଟ୍‌ରେ କୌଣସି ସମ୍ବଳକୁ ଖୋଜି ପାଇବା ପାଇଁ ସେହି ସମ୍ବଳର URLକୁ ବ୍ରାଉଜର୍‌ର ଆଡ୍ରେସ୍ ବାର୍‌ରେ ଟାଇପ୍ କାରାଯାଏ । ଏହାଛଡ଼ା ଏହାର ଆହୁରି ମଧ୍ୟ ଅନେକ ବ୍ୟବ‌ହାର ଅଛି । [[HTML]] ଲାଙ୍ଗୁଏଜ୍‌ରେ URLର ବ‌ହୁଳ ବ୍ୟବ‌ହାର କାରାଯାଇଥାଏ । ଯଥା :
:* <code><a></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି ଅନ୍ୟ HTML ଡକୁମେଣ୍ଟ୍‌କୁ ଲିଙ୍କ୍ ତିଆରି କାରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।<ref>{{cite web|last=w3schools|first=URL|title=HTML a tag|url=http://www.w3schools.com/tags/tag_a.asp|accessdate=13 June 2016}}</ref>
:* <code><link></code> ତ‌ଥା <code><script></code> ଆଦି ଏଲିମେଣ୍ଟ୍ ସବୁ ବ୍ୟବ‌ହାର କରି ଗୋଟିଏ HTML ଡକୁମେଣ୍ଟ୍‌କୁ ଏହା ସ‌ହ ସମ୍ପର୍କ ଥିବା ସମ୍ବଳ ସ‌ହ ଲିଙ୍କ୍ କରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।<ref>{{cite web|last=MDN|first=URL|title=<link> - MDN|url=https://developer.mozilla.org/en/docs/Web/HTML/Element/link|accessdate=13 June 2016}}</ref> <ref>{{cite web|last=MDN|first=URL|title=<script> - HTML|url=https://developer.mozilla.org/en-US/docs/Web/HTML/Element/script|accessdate=13 June 2016}}</ref>
:* HTML ଡକୁମେଣ୍ଟ୍‌ରେ [[ମିଡିଆ ଫାଇଲ୍]], ଯଥା ଛବି (<code><img></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ଭିଡିଓ (<code><video></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ଶବ୍ଦ ଓ ସଙ୍ଗୀତ (<code><audio></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ସଂଯୋଗ କରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।
:* <code><iframe></code> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି ଗୋଟିଏ HTML ଡକୁମେଣ୍ଟ୍ ଭିତରେ ଆଉ ଗୋଟିଏ HTML ଡକୁମେଣ୍ଟ୍ ଦେଖାଇବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।<br>