"ଇନ୍ଦ୍ରାଣୀ ରହମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୩୨ କ ଧାଡ଼ି:
 
ସନ ୧୯୪୭ରେ ବିଖ୍ୟାତ ନୃତ୍ୟ ଓ କଳା ସମାଲୋଚକ ଡଃ ଚାର୍ଲ୍‌ସ୍ ଇନ୍ଦ୍ରାଣୀଙ୍କୁ ସେତେବେଳର ସାମାନ୍ୟ ଜଣାଶୁଣା ଓଡ଼ିଶୀ ନାଚ ଶିଖିବାକୁ ପ୍ରବର୍ତ୍ତେଇଥିଲେ । ଇନ୍ଦ୍ରାଣୀ ପ୍ରଥମ ବ୍ୟବସାୟୀକ ନୃତ୍ୟାଙ୍ଗନା ଭାବରେ [[ଓଡ଼ିଶୀ ନୃତ୍ୟ|ଓଡ଼ିଶୀ]]ର ବିଦ୍ୟାର୍ଥୀ ହୋଇଥିଲେ । ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ତିନି ବର୍ଷ ଶିକ୍ଷା ଲାଭ ପରେ ଭାରତ ତ‌ଥା ପୃଥିବୀର ବିଭିନ୍ନ ସ୍ଥାନରେ ବୁଲି ଓଡ଼ିଶୀକୁ ଲୋକପ୍ରିୟ କରିଥଲେ । <ref>[http://books.google.com/books?id=Lif-Ct05aVgC&pg=PA210&dq=%22Indrani+Rehman%22&sig=ACfU3U2kSGXepvkS4-PBpry0OquzGPMXVA Indrani Rahman] ''India's Dances: Their History, Technique, and Repertoire'', by Reginald Massey. Abhinav Publications, 2004. ISBN 81-7017-434-1. ''page 210.''</ref><ref>[http://www.indischerverein-stuttgart.de/guest503.htm Guests] '' [[Stuttgart]] - Bharatiya Mujlis. ''</ref>
 
ବିବାହିତା ଓ ଗୋଟିଏ ଛୁଆ ଥିବା ସତ୍ତ୍ୱେ ସେ ସନ ୧୯୫୨ରେ ହୋଇଥିଲେ ପ୍ରଥମ [[ଫେମିନା ମିସ୍ ଇଣ୍ଡିଆ|ମିସ୍ ଇଣ୍ଡିଆ]],<ref>[http://select.nytimes.com/gst/abstract.html?res=FB0917F6395F177B93C6A9178FD85F468585F9&scp=4&sq=Indrani%20Rehman&st=cse MISS INDIA' IS PICKED; Architect's Wife Wins Boycotted Beauty Contest's Final] ''[[New York Times]]'', April 4, 1952.</ref><ref>[http://select.nytimes.com/gst/abstract.html?res=F0091FF63D5E177B93C7A9178FD85F468585F9&scp=6&sq=Indrani%20Rehman&st=cse Indian Press Hails National Beauty Contest Won by Shapely Half-American in Her Sari] ''[[New York Times]]'', April 5, 1952.</ref> ଓ [[ଲଙ୍ଗ୍ ବିଚ୍, କାଲିଫର୍ନିଆ]]ରେ ଅନଷ୍ଠିତ ହୋଇଥିବା [[ମିସ ୟୁନିଭର୍ସ୍ ୧୯୫୨]] ପ୍ରତିଯୋଗିତାରେ ଯୋଗଦାନ କରିଥିଲେ । <ref>{{Wayback |date=20091026192308 |url=http://geocities.com/noveltydatanet/jobiantonysitefile/Miss/ |title=Miss India}}</ref> ଏହା ପରେ ସେ ତାଙ୍କ ମାତାଙ୍କ ସ‌ହିତ ସମୁଦାୟ ପୃଥିବୀରେ ନୃତ୍ୟ ପ୍ରଦର୍ଶନ କରିଥିଲେ । <ref>[http://nla.gov.au/nla.cs-pa-http%253A%252F%252Fnaa12.naa.gov.au%252Fscripts%252FSearchOld.asp%253FO%253DPSI2%2526Number%253D8888373 Indrani Rahman] [[National Library of Australia]].</ref> ସନ ୧୯୬୧ରେ ପ୍ରଥମ ନର୍ତ୍ତକୀ ଭାବରେ ତାଙ୍କୁ ଏସିଆଟିକ ସୋସାଇଟିର ଜାତୀୟ ଭ୍ରମଣରେ ନୃତ୍ୟ ପ୍ରଦର୍ଶନ କରିବାକୁ ଉପସ୍ଥାପନ କରାଯାଇଥିଲା ଓ ଭାରତର ପ୍ରଧାନ ମନ୍ତ୍ରୀ [[ଜ‌ୱାହରଲାଲ ନେହରୁ]]ଙ୍କ ଅଫିସିଆଲ ଗସ୍ତ ସମୟରେ ତାଙ୍କର ଓ ଯୁକ୍ତରାଷ୍ଟ୍ର ଆମେରିକାର ସଭାପତି [[ଜନ୍ ଏଫ୍ କେନେଡ଼ି]]ଙ୍କ ସମ୍ମୁଖରେ ତାଙ୍କର କଳା ପ୍ରଦର୍ଶନ କରିଥିଲେ,<ref name=ny>[http://query.nytimes.com/gst/fullpage.html?res=9804E4D9153BF93BA35751C0A96F958260&sec=&spon=&pagewanted=print Indrani, Performer of Classical Indian Dance, Dies at 68] ''[[New York Times]]'', February 8, 1999.</ref> ଓ ତା ପର ବର୍ଷ ସମ୍ରାଟ [[ହେଲେ ସେଲାସିଏ]], ରାଣୀ [[ରାଣୀ ଏଲିଜାବେଥ ୨]], [[ମାଓ ସେ ତୁଙ୍ଗ]], [[ନିକିତା କୃଶ୍ଚେଭ୍]] ଓ [[ଫିଡେଲ୍ କାଷ୍ଟ୍ରୋ]]ଙ୍କ ସମ୍ମୁଖରେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ । <ref name=inde/><ref>[http://www.expressindia.com/news/ie/daily/19990415/ile15112.html In Remembrance] ''[[Indian Express]]'', April 15, 1999.</ref> ସନ ୧୯୭୬ରେ ନିଉୟୋର୍କ ସ୍ଥିତ [[ଲିଙ୍କନ ସେଣ୍ଟର୍ ଫର ଦି ପର୍‌ଫର୍ମିଙ୍ଗ ଆର୍ଟସ]]ର ନୃତ୍ୟ ବିଭାଗରେ ସେ ଫ୍ୟାକଲ୍ଟି ମେମ୍ବର ହୋଇ [[ହାର୍ଭାର୍ଡ଼]] ସ‌ହିତ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳ‌ୟରେ ଶିକ୍ଷା ଦାନ କରିଥିଲେ । ଆମେରିକାରେ ସେ ଶେଷ ଦୁଇ ଦଶନ୍ଧି ବ୍ୟାପକ ଗସ୍ତ କରିଥିଲେ ।