"ଇନ୍ଦ୍ରାଣୀ ରହମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
{{ତିଆରି ଚାଲିଛି}} ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୩ କ ଧାଡ଼ି:
{{Infobox person
| name = ଇନ୍ଦ୍ରାଣୀ ରହମାନ
| image = Indrani Rahman (1930-1999).jpg
| imagesize = 120px
| caption = ଭାରତୀୟ କ୍ଲସିକାଲ ନର୍ତ୍ତକୀ ଯିଏ କୁଚିପୁଡ଼ି ନୃତ୍ୟକୁ ଗ୍ରାମରୁ ଭାରତର ରାଜଧାନୀ ଦିଲ୍ଲୀକୁ ନେଇଥିଲେ ।
୧୯ କ ଧାଡ଼ି:
}}
 
'''ଇନ୍ଦ୍ରାଣୀ ରହମାନ''' (ସେପ୍ଟେମ୍ବର ୧୮, ୧୯୩୦, [[ଚେନ୍ନଇ]] –ରୁ ଫେବ୍ରୁଆରୀ ୫, ୧୯୯୯ [[ନିଉ ୟୋର୍କ]]) ଜଣେ ଭାରତୀୟ କ୍ଲାସିକାଲ ନର୍ତ୍ତକୀ ଥିଲେ ଯେ [[ଭାରତ ନାଟ୍ୟମ]], [[କୁଚିପୁଡ଼ି]], [[କଥାକଲି]] ଓ [[ଓଡ଼ିଶୀ]] ନୃତ୍ୟରେ ପ୍ରବୀଣା ଥିଲେ ଓ ପଶ୍ଚିମ ଦେଶମାନଙ୍କରେ ଏହାକୁ ଲୋକପ୍ରିୟ କଲାପରେ ୧୯୭୬ରେ ନିଉୟୋର୍କରେ ବାସ କଲେ ।
 
ସନ ୧୯୫୨ରେ ସେ ମିସ୍ ଇଣ୍ଡିଆ ହୋଇଥିଲେ । ପରବର୍ତ୍ତୀ କାଳରେ ସେ ତାଙ୍କର ମାତା ରାଗିଣୀ ଦେବୀଙ୍କ କମ୍ପାନୀରେ ଯୋଗଦାନ କଲେ । ଆନ୍ତର୍ଜାତୀୟ ପରିଭ୍ରମଣ ସମୟରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରେଇଥିଲେ । ଇନ୍ଦ୍ରାଣୀ ସନ ୧୯୬୯ରେ ପଦ୍ମ ଶ୍ରୀ ପାଇଥିଲେ ଓ କଳା ନିମନ୍ତେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତ‌ଥା ତାରକନାଥ ପୁରସ୍କାର ପାଇଥିଲେ ।
 
==ପ୍ରାକ୍ ଜୀବନ==
ଇନ୍ଦ୍ରାଣୀ ରହମାନ ଉକ୍ତ ସମୟର ମାଡ୍ରାସ ଓ ବର୍ତ୍ତମାନର ଚେନଇରେଚେନଇର ଜଣେ ଭରତୀୟ ଜାତୀୟତାବାଦୀ ଓ ଇଣ୍ଡୋ-ଆମେରିକାନ ଲିଗର ପ୍ରେସିଡେଣ୍ଟ ରାମଲାଲ ବଳରାମ ବାଜପାଇ (୧୮୮୦-୧୯୬୨) ଓ ଲୁଏଲା ସରମ୍ୟାନଙ୍କ (ପେଟସ୍କି, ମିସିଗାନ) ଔରସରୁ ସନ ୧୮୯୩ରେ ଜନ୍ମ ଗ୍ରହଣ କରିଥିଲେ ,<ref>[http://books.google.com/books?id=WSaMu4F06AQC&pg=PA174&lpg=PA174&dq=Indrani+Rahman&source=web&ots=UG21ibydVs&sig=Ux8Bp1Lkdv_6Dksce8KAtbaZo-A&hl=en&sa=X&oi=book_result&resnum=9&ct=result#PPA172,M1 Ragini Devi Biography] ''Notable American Women: A Biographical Dictionary Completing the Twentieth Century'', by Susan Ware, Stacy Lorraine Braukman, Radcliffe Institute for Advanced Study. Harvard University Press, 2004. ISBN 0-674-01488-X, 9780674014886. ''Page 172-173''.</ref> (ମୃତ୍ୟୁ ୧୯୮୨),<ref>[http://www.sawf.org/newedit/edit03042002/bookreview.asp Book Review] South Asian Women Forum</ref> ଯିଏ ସନ ୧୯୨୦ରେ ଭାରତକୁ ଆସି ନାମକୁ ରାଗିଣୀ ଦେବୀରେ ପରିବର୍ତ୍ତନ କରିଥିଲେ, <ref name=inde>[http://findarticles.com/p/articles/mi_qn4158/is_19990218/ai_n14213909 Obituary: Indrani Rehman] by Kuldip Singh, '' [[The Independent]] '' (London), Feb 18, 1999</ref> ଯେତେବେଳେ କେମିଷ୍ଟ ରାମଲାଲ ବାଜପାଇ ଆମେରିକାର ଜଣେ ସଫଳ ଆମଦାନୀକାରୀ ହୋଇପାରିଥିଲେ ଓ ଭାରତକୁ ଫେରି ଲାଲା ଲଜପତ ରାଏଙ୍କ ଦ୍ୱାରା ସ୍ଥାପିତ ୟଙ୍ଗ ଇଣ୍ଡିଆର ସ‌ହକାରୀ ସମ୍ପାଦକ ହେଲେ ଓ ଭାରତ ସ୍ୱାଧୀନ ହେବା ପରେ ଆମେରିକାରେ ଭାରତର କନସୁଲେଟ ଜେନେରାଲ ହେଲେ । <ref>[http://members.authorsguild.net/sukanya/imagelib/Nagpur-final-ve.jpg Ramalal Balram Bajpai - Biography]</ref> ରାଗିଣୀ ମଧ୍ୟ ସନ ୧୯୩୦ ସୁଦ୍ଧା ସାରା ପୃଥିବୀରେ ଭାରତୀୟ କ୍ଲାସିକାଲ ନାଚ ନିମନ୍ତେ ତାଙ୍କର ଅବଦାନ ଯୋଗୁ ବିଖ୍ୟାତ ହୋଇପାରିଥିଲେ, ବିଶେଷତଃ କଥାକଲି ଓ ଭାରତ ନାଟ୍ୟମ୍ ଯାହା ସେ କର୍ଣ୍ଣାଟକର ରାଜଦାସୀ ଓ ଜେଟ୍ଟୀ ତୟାମ୍ମାଙ୍କଠାରୁ ଶିଖିଥିଲେ ଓ ପରେ ଚେନ୍ନଇର ଗଉରୀ ଆମ୍ମାଙ୍କଠାରୁ ଶିଖିଥିଲେ । <ref>[http://www.hinduonnet.com/thehindu/mag/2001/10/28/stories/2001102800130501.htm Rhythm of the new millennium] Leela Venkatraman, ''[[The Hindu]]'', Oct 28, 2001.</ref><ref>[http://www.hindu.com/mag/2002/09/22/stories/2002092200110400.htm Dancing through their lives] ''[[The Hindu]]'', September 22, 2002.</ref><ref>[http://select.nytimes.com/gst/abstract.html?res=F00D15F73555157B93CBA91789D95F408485F9&scp=8&sq=Indrani%20Rehman&st=cse HINDU DANCES PRESENTED; Ragini Devi Seen in Theatre of All Nations Performance] ''[[New York Times]]'', December 9, 1944.</ref>
[[File:Miss India Indrani Rehman, S.K. Patil, and two of the sponsors of the contest.jpg|thumb|[[ଇନ୍ଦ୍ରାଣୀ ରହମାନ]]ଙ୍କୁ ସନ ୧୯୫୨ରେ ମିସ୍ ଇଣ୍ଡିଆ ସମ୍ମାନ ଦିଆଯିବା ପରେ, ସାଥୀରେ ଅଛନ୍ତି ଭାରତୀୟ କଂଗ୍ରେସ ନେତା [[ଏସ କେ ପଟିଲ]] ଓ ପ୍ରତିଯୋଗିତାର ୨ଜଣ ଉଦ୍ୟୋକ୍ତା]]
[[File:Miss India 1952 participants.jpg|thumb|ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଇନ୍ଦ୍ରାଣୀ ରହମାନ (ବାମରୁ ତୃତୀୟ), ରନର ଅପ ମିସ୍ ସୁର୍ଯ୍ୟକୁମାରୀ (ବାମରୁ ୬ଷ୍ଠ) ଓ ଅନ୍ୟାନ୍ୟ ପ୍ରତିଯୋଗୀ ।]]