"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪ କ ଧାଡ଼ି:
:* '''port ନମ୍ବର :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା ଏକ କଲୋନ୍ ଚିହ୍ନ (<code>''':'''</code>) ଦ୍ୱାରା ହୋଷ୍ଟ୍ ନେମ୍ ଠାରୁ ଅଲଗା ହୋଇଥାଏ ।<ref name=URL_syntax_wiki /> URLରେ ଦିଆଯାଇଥିବା ୱେବ୍ ସର୍ଭର୍‌ରୁ ଆବଶ୍ୟକୀୟ ସମ୍ବଳକୁ (ଫାଇଲ୍, ଡାଟା ଇତ୍ୟାଦି) ବ୍ୟବ‌ହାର କରିବା ପାଇଁ ବ୍ୟବ‌ହୃତ ଟେକ୍ନିକାଲ୍ [[ଗେଟ୍]]‌କୁ ଏହି port ନମ୍ବର ଦର୍ଶାଇଥାଏ । ଦିଆଯାଇଥିବା ସର୍ଭର୍‌ଟି ନିଜ ସମ୍ବଳ ରିକ୍ୱେଷ୍ଟ୍ କରିଥିବା କ୍ଲାଇଣ୍ଟ୍ ଦ୍ୱାରା ବ୍ୟବ‌ହୃତ ହୋଇପାରିବ ବୋଲି ସ୍ୱୀକୃତି ପ୍ରଦାନ କରିବା ପାଇଁ <code>http</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ (Standard port) ବ୍ୟବ‌ହାର କରୁଥିଲେ, URLର ଏହି ଭାଗଟି ଉହ୍ୟ ରହେ । ଅନ୍ୟ ଅମସ୍ତ କ୍ଷେତ୍ରରେ ଏହି ଭାଗଟି ବାଧ୍ୟତାମୂଳକ ଅଟେ । <code>http</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୮୦ ହୋଇଥିବା ବେଳେ <code>https</code> ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୪୪୩ ଅଟେ ।<ref name=Anatomy_MDN />
* '''path :''' ଏହା ପଦାନୁକ୍ରମିକ (Hierarchical form) ଭାବେ ସଜାହୋଇଥିବା କେତେକ ତ‌ଥ୍ୟକୁ (Data) ନେଇ ଗଠିତ । ଏହି ତ‌ଥ୍ୟଗୁଡ଼ିକ ପରସ୍ପରଠାରୁ ସ୍ଲାଶ୍ ଚିହ୍ନ (<code>/</code>) ଦ୍ୱାରା ଅଲଗା ହୋଇଥାନ୍ତି । ଏହି ଭାଗଟି ସାଧାରଣତଃ ଏକ [[ଫାଇଲ୍ ସିଷ୍ଟମ୍ ପାଥ୍]]‌କୁ ଦର୍ଶାଇଥାଏ । pathଟି ଏକ ସ୍ଲାଶ୍ ଚିହ୍ନରୁ (<code>/</code>) ଆରମ୍ଭ ହୋଇଥାଏ । କିନ୍ତୁ ଏହା ୨ଟି ସ୍ଲାଶ୍ ଚିହ୍ନରୁ (<code>/</code>) ଆରମ୍ଭ ହୋଇପାରିବ ନାହିଁ । ଏହି [[ପାଥ୍ ନେମ୍]] ୱେବ୍ ସର୍ଭର୍‌ରେ ଥିବା ସମ୍ବଳର ପାଥ୍‌କୁ ଦର୍ଶାଇଥାଏ । ଆଗରୁ ଏହି ପାଥ୍ ନେମ୍ କେବଳ ୱେବ୍ ସର୍ଭର୍‌ରେ ଥିବା କୌଣସି ଫିଜିକାଲ୍ ଫାଇଲ୍‌ର ସ୍ଥିତିକୁ ହିଁ ଦର୍ଶାଉଥିଲା । ମାତ୍ର ଏବେ ଅଧିକାଂଶ କ୍ଷେତ୍ରରେ ଏହା କୌଣସି ଫିଜିକାଲ୍ ଅସ୍ତିତ୍ତ୍ୱ ନ ଥିବା [[ଆବ୍‌ଷ୍ଟ୍ରାକ୍ସନ୍]]‌କୁ ଦର୍ଶାଉଛି ।<ref name=Anatomy_MDN />
* '''query :''' ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ପ୍ରଶ୍ନବାଚକ ଚିହ୍ନ (<code>'''?'''</code>) ଯୋଗେ ଅଲଗା ହୋଇଥାଏ । ଏଥିରେ ପଦାନୁକ୍ରମିକ ଭାବେ ସଜା ହୋଇନଥିବା ଏକ [[କ୍ୱେରୀ ଷ୍ଟ୍ରିଙ୍ଗ୍]] ଥାଏ । ଏଥିରେ ସାଧାରଣତଃ ଏକ [[ଡେଲିମିଟର୍]] ଦ୍ୱାରା ଅଲଗା ହୋଇଥିବା କିଛି ଯୋଡ଼ା [[ଆଟ୍ରିବ୍ୟୁଟ୍]] ଓ [[ଭ୍ୟାଲ୍ୟୁ]] ([[Attribute-Value pair]]) ରହିଥାଏ । ଏଠାରେ ଆଟ୍ରିବ୍ୟୁଟ୍‌କୁ [[କି]] (Key) ମଧ୍ୟ କୁହାଯାଇଥାଏ ଏବଂ ନିମ୍ନରେଆମ୍ପର୍ସାଣ୍ଡ୍ ଏହାର(<code>'''&'''</code>) ଲିଖନଶୈଳୀକିମ୍ବା ଦିଆଗଲାସେମିକଲୋନ୍‌କୁ (<brcode>''';'''</code>) ଡେଲିମିଟର୍ ଭାବେ ବ୍ୟବ‌ହାର କରାଯାଇପାରେ ।
 
::<code>'''?key1=value1&key2=value2'''</code><br>
::{|class="wikitable"
:ଏଠାରେ <code>'''&'''</code> ଚିହ୍ନ‌କୁ ଡେଲିମିଟର୍ ଭାବେ ବ୍ୟବ‌ହାର କରାଯାଇଛି । ଏହି query ହେଉଛି ୱେବ୍ ସର୍ଭର୍‌କୁ ଦିଆଯାଉଥିବା ଅତିରିକ୍ତ [[ପାରାମିଟର୍]] । ଏହାକୁ ବ୍ୟବ‌ହାର କରି ୱେବ୍ ସର୍ଭର୍ ରିକ୍ୱେଷ୍ଟ୍ କରାଯାଇଥିବା ଫାଇଲ୍‌ଟି ଦେବା ପୂର୍ବରୁ କିଛି ଅତିରିକ୍ତ କାର୍ଯ୍ୟ କରିଥାଏ । ପାରାମିଟର୍‌ଗୁଡ଼ିକୁ ନେଇ ପ୍ରତ୍ୟେକ ୱେବ୍ ସର୍ଭର୍‌ର ନିଜସ୍ୱ କିଛି ନିୟମ ଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ୱେବ୍ ସର୍ଭର୍ ପାରାମିଟର୍‌ଗୁଡ଼ିକୁ କିପରି ହ୍ୟାଣ୍ଡେଲ୍ କରୁଛି ତାହା ଜାଣିବା ପାଇଁ ସେହି ୱେବ୍ ସର୍ଭର୍‌ର ମାଲିକଙ୍କୁ (Owner) ପଚାରିବାକୁ ପଡ଼ିଥାଏ ।<ref name=Anatomy_MDN />
|-
! କ୍ୱେରୀ ଡେଲିମିଟର୍ !! ଉଦାହରଣ
|-
| ଆମ୍ପର୍ସାଣ୍ଡ୍ (<code>'''&'''</code>) || <code>'''?key1=value1&key2=value2'''</code>
|-
| ସେମିକଲୋନ୍‌ (<code>''';'''</code>) || <code>'''?key1=value1;key2=value2'''</code>
|}
 
:ଏଠାରେ <code>'''&'''</code> ଚିହ୍ନ‌କୁ ଡେଲିମିଟର୍ ଭାବେ ବ୍ୟବ‌ହାର କରାଯାଇଛି । ଏହି query ହେଉଛି ୱେବ୍ ସର୍ଭର୍‌କୁ ଦିଆଯାଉଥିବା ଅତିରିକ୍ତ [[ପାରାମିଟର୍]] । ଏହାକୁ ବ୍ୟବ‌ହାର କରି ୱେବ୍ ସର୍ଭର୍ ରିକ୍ୱେଷ୍ଟ୍ କରାଯାଇଥିବା ଫାଇଲ୍‌ଟି ଦେବା ପୂର୍ବରୁ କିଛି ଅତିରିକ୍ତ କାର୍ଯ୍ୟ କରିଥାଏ । ପାରାମିଟର୍‌ଗୁଡ଼ିକୁ ନେଇ ପ୍ରତ୍ୟେକ ୱେବ୍ ସର୍ଭର୍‌ର ନିଜସ୍ୱ କିଛି ନିୟମ ଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ୱେବ୍ ସର୍ଭର୍ ପାରାମିଟର୍‌ଗୁଡ଼ିକୁ କିପରି ହ୍ୟାଣ୍ଡେଲ୍ କରୁଛି ତାହା ଜାଣିବା ପାଇଁ ସେହି ୱେବ୍ ସର୍ଭର୍‌ର ମାଲିକଙ୍କୁ (Owner) ପଚାରିବାକୁ ପଡ଼ିଥାଏ ।<ref name=Anatomy_MDN />
 
==ଆଧାର==