"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି
picture
୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|Uniform Resource Locator}}
[[File:Opera url screenshot.jpg|thumb|ଗୋଲ୍ ବୁଲାଯାଇଥିବା ଅଂଶରେ ଥିବା ପ୍ରତ୍ୟେକ ଧାଡ଼ି ଗୋଟିଏ ଗୋଟିଏ URLର ଉଦାହରଣ ।]]
 
'''ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍''' (URL) ହେଉଛି ଇଣ୍ଟର୍‌ନେଟ୍‌ରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା ।<ref>{{cite web|last=en.Wiki|first=URL|title=URL|url=https://en.wikipedia.org/wiki/Uniform_Resource_Locator|accessdate=6 June 2016}}</ref> ଏହାକୁ ମଧ୍ୟ ସାଧାରଣ ଭାବେ ''ଇଣ୍ଟର୍‌ନେଟ୍ ଆଡ୍ରେସ୍'' ବା ''ୱେବ୍ ଆଡ୍ରେସ୍'' କୁହାଯାଏ ।<ref>{{cite book|last=Management|first=Network|title=Understanding Internet|date=6 June 2016|publisher=Central Tool Room and Training Center|location=Bhubaneswar|page=84}}</ref> ଏହି ଠିକଣା ଦ୍ୱାରା ଏକ [[କମ୍ପ୍ୟୁଟର୍ ନେଟ୍‌ୱାର୍କ୍]]‌ରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତ‌ଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ [[ୱେବ୍ ପେଜ୍]] ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ହେଉଛି ଏକ ପ୍ରକାରର [[ୟୁନିଫର୍ମ୍ ରିସୋର୍ସ୍ ଆଇଡେଣ୍ଟିଫାୟର୍]] (URI) ।<ref>{{cite web|last=en.Wiki|first=URL|title=Is URL a URI?|url=https://en.wikipedia.org/wiki/Uniform_Resource_Locator|accessdate=6 June 2016}}</ref> URI ଦ୍ୱାରା ଏକ ୱେବ୍ ପେଜ୍‌କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URL ଦ୍ୱାରା ୱେବ୍ ପେଜ୍‌ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ ।<ref>{{cite web|last=en.Wiki|first=URI|title=URL Vs. URI|url=https://en.wikipedia.org/wiki/Uniform_Resource_Identifier|accessdate=6 June 2016}}</ref> ଯଦିଓ ଏହାକୁ ମୁଖ୍ୟତଃ ୱେବ୍ ପେଜ୍‌ର ଠିକଣା ଭାବେ ବ୍ୟବ‌ହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), [[ଇ-ମେଲ୍]] (E-mail), [[ଡାଟାବେସ୍]] ବ୍ୟବ‌ହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବ‌ହୃତ ହୋଇଥାଏ ।<ref name=en.wikipedia.org/wiki/url>{{cite web|last=en.Wiki|first=URL|title=Uniform Resource Locator|url=https://en.wikipedia.org/wiki/Uniform_Resource_Locator|accessdate=6 June 2016}}</ref> ଅଧିକାଂଶ [[ୱେବ୍ ବ୍ରାଉଜର୍]]‌ରେ ୱେବ୍ ପେଜ୍‌ର ଉପରେ ଥିବା [[ଆଡ୍ରେସ୍ ବାର୍]]‌ରେ ୱେବ୍ ପେଜ୍‌ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :<br>
:<code><nowiki>http:</nowiki>//www.example.com/index.html</code><br>