"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସିନ୍ଟାକ୍ସ୍
ଛବି
୯ କ ଧାଡ଼ି:
 
==ଇତିହାସ==
[[File:Tim Berners-Lee-Knight-crop.jpg|thumb|ଟିମ୍ ବର୍ନର୍ସ୍-ଲି]]
 
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ୧୯୯୪ ମସିହାରେ [[ୱାର୍ଲଡ୍ ୱାଇଡ୍ ୱେବ୍]] (WWW)ର ଉଦ୍ଭାବକ [[ଟିମ୍ ବର୍ନର୍ସ୍-ଲି]] ଓ URI ଉପରେ କାମ କରୁଥିବା [[ଇଣ୍ଟର୍‌ନେଟ୍ ଇଂଜିନିୟରିଂ ଟାସ୍କ୍ ଫୋର୍ସ୍]] (IETF)ର ଏକ ଦଳଙ୍କ ମିଳିତ ଉଦ୍ୟମରେ ତିଆରି ହୋଇଥିଲା ।<ref>{{cite web|first=URL|title=Development of URL|url=http://www.webopedia.com/TERM/U/URL.html|accessdate=7 June 2016}}</ref> [[ରିକ୍ୱେଷ୍ଟ୍ ଫର୍ କମେଣ୍ଟ୍‌ସ୍]] (RFC) ୧୭୩୮ରେ URLର ଲିଖନ ଶୈଳୀ ବିଷୟରେ ବର୍ଣ୍ଣନା କରାଯାଇଛି ।<ref>{{cite web|first=URL|title=RFC|url=http://www.webopedia.com/TERM/U/URL.html|accessdate=7 June 2016}}</ref> URLର ଲିଖନ ଶୈଳୀରେ ୧୯୮୫ ମସିହାରେ ତିଆରି ହୋଇଥିବା [[ଡୋମେନ୍ ନେମ୍]] ସିଷ୍ଟମ୍ ଓ [[ଫାଇଲ୍ ପାଥ୍]] ସିନ୍ଟାକ୍ସ୍ ବ୍ୟବ‌ହୃତ ହୋଇଥାଏ । URLର ଅନ୍ୟାନ୍ୟ ଅଂଶଗୁଡ଼ିକ ଠାରୁ [[ଡାଇରେକ୍ଟୋରି]] କିମ୍ବା [[ଫାଇଲ୍]]‌ର ନାମକୁ ଅଲଗା କରିବା ପାଇଁ ସ୍ଲାଶ୍ (<code>/</code>) ସଙ୍କେତ ବ୍ୟବ‌ହାର କରାଯାଏ । ସେହିପରି [[ୱେବ୍‌ସାଇଟ୍]]‌ର ନାମ ବା ହୋଷ୍ଟ୍ ନେମ୍‌ଟି <code>//</code> (୨ଟି ସ୍ଲାଶ୍) ସଙ୍କେତରୁ ଆରମ୍ଭ ହୋଇଥାଏ ।