"ମଙ୍ଗଳଯାନ-୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୬୨ କ ଧାଡ଼ି:
 
==ଅଭିଯାନ କାଳକ୍ରମ==
*'''୫ ନଭେମ୍ବର ୨୦୧୩''' : ଅପରାହ୍ନ ୨ଟା ୩୮ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୨୫ ଦ୍ୱାରା ମଙ୍ଗଳଯାନର ପ୍ରକ୍ଷେପଣ କରାଯାଇଥିଲା। ଅପରାହ୍ନ ୩ଟା ୨୦ ବେଳକୁ ପିଏସଏଲଭି-ସି୨୫ର ୪ର୍ଥ ପର୍ଯ୍ୟାୟର ପୃଥକୀକରଣ ପରେ ଯାନଟି ପୃଥିବୀ କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହୋଇ ନିଜର କାମ ଆରମ୍ଭ କରିଥିଲା।
*'''୫ ନଭେମ୍ବରରୁ ୧ ଡିସେମ୍ବର ୨୦୧୩''' : ଏହି ୨୫ ଦିନରେ ମଙ୍ଗଳଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ଥର ବଦଳାଯାଇ ଊର୍ଦ୍ଧକୁ ନିଆଯାଇଥିଲା।
*'''୧ ଡିସେମ୍ବର ୨୦୧୩''' : ମଧ୍ୟରାତ୍ରି ୦୦:୪୯ ସମୟରେ ମଙ୍ଗଳଯାନକୁ ପୃଥିବୀ କକ୍ଷପଥରୁ ବାହାର କରି ମଙ୍ଗଳ ଅଭିମୁଖୀ ଯାତ୍ରାପଥରେ (ମାର୍ସ ଟ୍ରାନ୍ସଫର ଟ୍ରାଜେକ୍ଟରି) ପ୍ରବେଶ କରାଗଲା, ଏହି ପ୍ରକ୍ରିୟାକୁ ଟ୍ରାନ୍ସ-ମାର୍ସ ଇଂଞ୍ଜେକ୍ସନ କୁହାଯାଏ।
 
==ଅର୍ଥବ୍ୟୟ==