"ଜୟଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ସାଧାରଣତା ରୁ ବିଶେଷତା
୧୬ କ ଧାଡ଼ି:
| occupation = ପୌରାଣିକ କବି
}}
'''ଜୟଦେବ''', ୧୨୦୦ ଖ୍ରୀ.ରେ [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲ୍ଲା]]ର ପ୍ରାଚୀ ନଦୀ କୂଳରେ ଥିବା [[କେନ୍ଦୁଲି ଶାସନ]]ରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି ଥିଲେ । ସେ ତାହାଙ୍କର ଭକ୍ତି କବିତାବଳୀ ''[[ଗୀତ ଗୋବିନ୍ଦ]]'' ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ [[ହରି]] ଓ [[ରାଧା]]ଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ଥିରେ ସେ ରାଧାଙ୍କୁ ହରିଙ୍କ ଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ [[ହିନ୍ଦୁ ଧର୍ମ]]ର ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।<ref>[http://www.britannica.com/eb/article-9043454/Jayadeva Jayadev at britannica.com]</ref> କେତେକ ଗବେଷକଙ୍କ ମତରେ ସେ ଜଣେ ସହଜଯାନ [[ଓଡ଼ିଆ ଲୋକ|ଓଡ଼ିଆ]] [[ବୌଦ୍ଧ ବାଦ|ବୌଦ୍ଧ]]ରେ ଜନ୍ମ ନେଇଥିଲେ ।<ref>[http://thenewssyndicate.com/store/ Sri Jaya Debanka Baaisi Pahacha, Page No. 6]</ref>
 
== ଜୀବନୀ ==
"https://or.wikipedia.org/wiki/ଜୟଦେବ"ରୁ ଅଣାଯାଇଅଛି