"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫିକ୍ସଡ଼ ବନାନ
ଟ୍ୟାଗ: ମୋବାଇଲ ୱେବ ବଦଳ
୧୪ କ ଧାଡ଼ି:
}}
 
'''କୋଣାର୍କ ସୂର୍ଯ୍ୟ ମନ୍ଦିର''' ୧୩ଶ ଶତାବ୍ଦୀରେ ନିର୍ମିତ [[ଭାରତ|ଭାରତ]] [[ଓଡ଼ିଶା]]ର [[କୋଣାର୍କ]]ରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।<ref name=officialkonark>{{cite web |url= http://konark.nic.in/intro.htm|title=Official website|publisher = Tourism Department, Government of Orissa|accessdate=3 May 2013}}</ref>) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ [[ଉତ୍କଳ]]ର ଗଙ୍ଗବଂଶୀୟ ରାଜା [[ଲାଙ୍ଗୁଳା ନରସିଂହ ଦେବ]]ଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ ।<ref name="IndianHistory">{{cite book|title=Indian History|url=http://books.google.com/books?id=X4j7Nf_MU24C&pg=SL2-PA3|accessdate=3 May 2013|publisher=Tata McGraw-Hill Education|isbn=978-0-07-132923-1|page=2}}</ref> ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । <ref name=unesco>{{cite web|url=|title=Sun Temple, Konârak |url=http://whc.unesco.org/en/list/246/|publisher=UNESCO |accessdate=3 May 2013}}</ref> ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
 
== ନାମକରଣ ==