"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୦ କ ଧାଡ଼ି:
ଅର୍ଥାତ୍ ପ୍ରଥମ ସୂତ୍ରକୁ ଆଧାର କରି ମିଳିଥିବା ସମସ୍ତ ନିର୍ବାଚିତ [[ବିଧାୟକ]]ଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟର ସମଷ୍ଟିକୁ ସମସ୍ତ ନିର୍ବାଚିତ [[ସାଂସଦ]]ଙ୍କ ସଂଖ୍ୟାରେ ଭାଗ କଲେ ଭାଗଫଳ ଯାହା ହେବ, ତାହା ହେବ ଜଣେ ନିର୍ବାଚିତ [[ସାଂସଦ]]ଙ୍କର ଗୋଟିଏ ଭୋଟ୍‌ର ଗାଣିତିକ ମୂଲ୍ୟ ।
 
ସୂଚନା ଯୋଗ୍ୟ ଯେ, ଦ୍ୱାଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଠିତ ନିର୍ବାଚକ ମଣ୍ଡଳୀର ସର୍ବମୋଟ ସଭ୍ୟ ସଂଖ୍ୟା ୪୮୪୮ ମଧ୍ୟରୁ ନିର୍ବାଚିତ [[ସାଂସଦ]] ଥିଲେ [[ଲୋକସଭା]]ର ୫୪୩ ଜଣ ଓ [[ରାଜ୍ୟସଭା]]ର ୨୩୩ ଜଣ । ନିର୍ବାଚିତ [[ବିଧାୟକ]]ମାନେ ଥିଲେ ୪୦୭୨ ଜଣ । ପ୍ରତି [[ସାଂସଦ]]ଙ୍କର ଭୋଟ୍‌ର ମୂଲ୍ୟ ଥିଲା ୭୦୮ । ସେହିପରି ସମସ୍ତ [[ରାଜ୍ୟ]]ର ନିର୍ବାଚିତ [[ବିଧାୟକ]]ଙ୍କର ସର୍ବମୋଟ ଭୋଟ୍‌ର ଗାଣିତିକ ମୂଲ୍ୟ ଥିଲା ୫ ଲକ୍ଷ ୪୯ ହଜାର ୫୧୧ । [[ଉତ୍ତର ପ୍ରଦେଶ]]ର ପ୍ରତି [[ବିଧାୟକ]]ଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟ ସର୍ବାଧିକ ୨୦୮ ଥିବାବେଳେ [[ସିକିମ୍]]ର ଥିଲା ସର୍ବନିମ୍ନ ମାତ୍ର ୦୭
 
==ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ==