"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

 
ଅର୍ଥାତ୍ ପ୍ରତି [[ରାଜ୍ୟ]]ର [[ଜନସଂଖ୍ୟା]]କୁ ସେହି [[ରାଜ୍ୟ]]ର ନିର୍ବାଚିତ [[ବିଧାୟକ]]ମାନ‌ଙ୍କ ସଂଖ୍ୟାରେ ଭାଗ କରି ଭାଗଫଳକୁ ୧୦୦୦ ଦ୍ୱାରା ଭାଗ କଲେ, ଭାଗଫଳ ଯାହା ହେବ, ତାହା ହେବ ସେହି ରାଜ୍ୟର ପ୍ରତି ନିର୍ବାଚିତ [[ବିଧାୟକ]]ଙ୍କର ପ୍ରତିଟି ଭୋଟ୍‌ର ଗାଣିତିକ ମୂଲ୍ୟ ।
 
ଦ୍ୱିତୀୟ ସୂତ୍ରଟି ହେଲା :- ସମସ୍ତ ନିର୍ବାଚିତ [[ବିଧାୟକ]]ଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟର ସମଷ୍ଟି / ସମସ୍ତ ନିର୍ବାଚିତ [[ସାଂସଦ]]ଙ୍କ ସଂଖ୍ୟା
 
ଅର୍ଥାତ୍ ପ୍ରଥମ ସୂତ୍ରକୁ ଆଧାର କରି ମିଳିଥିବା ସମସ୍ତ ନିର୍ବାଚିତ [[ବିଧାୟକ]]ଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟର ସମଷ୍ଟିକୁ ସମସ୍ତ ନିର୍ବାଚିତ [[ସାଂସଦ]]ଙ୍କ ସଂଖ୍ୟାରେ ଭାଗ କଲେ ଭାଗଫଳ ଯାହା ହେବ, ତାହା ହେବ ଜଣେ ନିର୍ବାଚିତ [[ସାଂସଦ]]ଙ୍କର ଗୋଟିଏ ଭୋଟ୍‌ର ଗାଣିତିକ ମୂଲ୍ୟ ।
 
ସୂଚନା ଯୋଗ୍ୟ ଯେ, ଦ୍ୱାଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଠିତ ନିର୍ବାଚକ ମଣ୍ଡଳୀର ସର୍ବମୋଟ ସଭ୍ୟ ସଂଖ୍ୟା ୪୮୪୮ ମଧ୍ୟରୁ ନିର୍ବାଚିତ [[ସାଂସଦ]] ଥିଲେ [[ଲୋକସଭା]]ର ୫୪୩ ଜଣ ଓ [[ରାଜ୍ୟସଭା]]ର ୨୩୩ ଜଣ । ନିର୍ବାଚିତ [[ବିଧାୟକ]]ମାନେ ଥିଲେ ୪୦୭୨ ଜଣ । ପ୍ରତି [[ସାଂସଦ]]ଙ୍କର ଭୋଟ୍‌ର ମୂଲ୍ୟ ଥିଲା ୭୦୮ ।
 
==ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ==
୧,୧୭୯

ଗୋଟି ସମ୍ପାଦନା