"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୫ କ ଧାଡ଼ି:
 
=== ଯୋଗ୍ୟତା ===
# ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିଲେହୋଇଥିବେ
# ତାଙ୍କୁ ଅନ୍ୟୁନ ୩୫ ବର୍ଷ ବୟସ ହୋଇଥିବ ।
# ସେ କେନ୍ଦ୍ର ବା ରାଜ୍ୟ ସରକାର ବା ସେହି ସରକାର ଅଧୀନରେ ଥିବା କୈଣସି ସଂସ୍ଥାରେ ଲାଭଜନକ ପଦବୀରେ ଅଧୀଷ୍ଠିତ ହୋଇନଥିବେ ।
# ସେ ଜଣେ ବିକୃତ ମସ୍ତିଷ୍କ ଏବଂ ଦେବାଳିଆ ବ୍ୟକ୍ତି ହୋଇନଥିବେ ।
# ସଂସଦ ବା କୈଣସି ରାଜ୍ୟ ବିଧାନମଣ୍ଡଳର ସେ ସଦସ୍ୟ ନ ଥିବେ । ଯଦି ବା ସେ ଏପରି କୌଣସି ସ୍ଥାନରେ ସଦସ୍ୟ ହୋଇଥିବେ, ତେବେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେହି ସଦସ୍ୟ ପଦ ତ୍ୟାଗ କରିବେ । <ref name="facts india">{{cite web|url=http://www.facts-about-india.com/president-of-India.php|title=Eligibility for President of India|accessdate=2 May 2012}}</ref><ref>{{cite web|url=http://lawmin.nic.in/olwing/coi/coi-english/Const.Pock%202Pg. Rom8Fsss%289%29.pdf|title=Article 54 (election of president)|accessdate=2 May 2012}}</ref>
 
 
୩୫ କ ଧାଡ଼ି:
* ନିର୍ବାଚନ ମଣ୍ଡଳୀ :
* ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ବ୍ୟବସ୍ଥା :
 
=== ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ===
ରାଷ୍ଟ୍ରପତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ସେହି ପଦବୀରେ ସେ ପୁନଃ ନିର୍ବାଚିତ ହେବାର କୈଣସି ସାମ୍ବିଧାନିକ ବାଧା ନାହିଁ । ତେବେ ଆମର ପ୍ରଥମ ରାଷ୍ଟ୍ରପରି [[ରାଜେନ୍ଦ୍ର ପ୍ରସାଦ]]ଙ୍କ ବ୍ୟତିତ ଅନ୍ୟ କୈଣସି ରାଷ୍ଟ୍ରପତି ଏ ଅବଧି ପୁନଃ ନିର୍ବାଚିତ ହୋଇନାହାନ୍ତି ।