"କ୍ରିକେଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
| olympic = [[1900 Summer Olympics]] only
}}
[[କ୍ରିକେଟ]] ଏକ ଖେଳର ନାମ ଯାହା ବ୍ୟାଟ ଏବଂ ବଲକୁ ନେଇ ଖେଳାଯାଉଥିବା୧୧ଜଣ ଏକବିଶିଷ୍ଟ ଖେଳଦୁଇ ଅଟେଦଳ ଏକ ଏହାକ୍ରିକେଟ ଦୁଇପଡ଼ିଆରେ ଦଳଖେଳନ୍ତି ଓ ପ୍ରତି ଦଳରେ ୧୧ ଜଣ ଖେଳାଳୀଙ୍କୁ ନେଇ ଖେଳାଯାଇଥାଏ । ପଡ଼ିଆର ମଧ୍ୟ ଭାଗରେ ୨୨ଗଜ ବିଶିଷ୍ଟ ଏକ ଆୟତ୍ତାକାର କ୍ଷେତ୍ର ଥାଏ ଯାହାକୁ ପିଚ୍ କୁହାଯାଏ । ଏହାର ଦୁଇ ମୁଣ୍ଡରେ ତିନୋଟି କରି କାଠ ନିର୍ମିତ ବାଡ଼ି ପୋତା ଯାଇଥାଏ ଯାହାକୁ ଉଇକେଟ କ‌ହନ୍ତି ଯେଉଁଥିରେ ତିନୋଟି ସ୍ଟମ୍ପ ଥାଏ । ପ୍ରତି ଉଇକେଟ ଆଗରେ ଗୋଟିଏ କରି କ୍ରିଜ ଥାଏ । ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳକୁ ବ୍ୟାଟିଙ୍ଗ ଦଳ ଓ ଅନ୍ୟଟିକୁ କ୍ଷେତ୍ରରକ୍ଷକ ଦଳ କୁହାଯାଏ । ଏଥିରେ ଗୋଟିଏ ଦଳ ପ୍ରଥମେ ବ୍ୟାଟିଂ କରି ଅଧିକରୁ ଅଧିକ ଦୌଡ(Run) ସ୍କୋର କରିବାକୁ ଚେଷ୍ଟା କରିବା ବେଳେ, ଦ୍ଵିତୀୟ ଦଳ ବୋଲିଂ ତଥା କ୍ଷେତ୍ରରକ୍ଷଣ (ଫିଲ୍ଡିଂ | Fielding) କରିଥାନ୍ତି । ବ୍ୟାଟିଂ କରୁଥିବା ଦଳର ସମସ୍ତ ଖେଳାଳୀ ଆଉଟ କିମ୍ବା ଏକ ନିର୍ଦ୍ଧାରିତ ଓଭରର ବୋଲିଂ ଶେଷ ହେବା ପରେ ଦ୍ଵିତୀୟ ଦଳ ବ୍ୟାଟିଂ କରି, ପ୍ରଥମ ଦଳ ସ୍କୋର କରିଥିବା ଦୌଡ (Run)କୁ ହାସିଲ କରିବାକୁ ଚେଷ୍ଟା କରିଥାନ୍ତି । ଖେଳର ପରିଣାମ ସର୍ବାଧିକ ଦୌଡ(Run) ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ଭାରତ ର ସବୁଠାରୁ ଲୋକପ୍ରିୟ ଖେଳ ହେଲା କ୍ରିକେଟ । ବର୍ତ୍ତମାନ କ୍ରିକେଟ ତିନୋଟି ଫର୍ମାଟରେ ଖେଳା ଯାଊଛି, ଯଥା ଟେଷ୍ଟକ୍ରିକେଟ, ଏକ ଦିବସୀୟ ବା ୱନ୍ ଡେ କ୍ରିକେଟ ଏବଂ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ
 
ବର୍ତ୍ତମାନ ଭାରତ ର ସବୁଠାରୁ ଲୋକପ୍ରିୟ ଖେଳ ହେଲା କ୍ରିକେଟ । ବର୍ତ୍ତମାନ କ୍ରିକେଟ ତିନୋଟି ଫର୍ମ ରେ ଖେଳା ଯାଊଛି,ଯଥା ଟେଷ୍ଟକ୍ରିକେଟ,ୱାନ୍ ଡେ କ୍ରିକେଟ ଏବଂ ଟ୍ବେଣ୍ଟି କ୍ରିକେଟ।
ଖେଳ ଆରମ୍ଭରେ ଗୋଟିଏ ଦଳର ଦୁଇ ଜଣ ବ୍ୟାଟ୍ସମ୍ୟାନ ଓ ଅନ୍ୟ ଦଳର ୧୧ଜଣ କ୍ଷେତ୍ରରକ୍ଷକ ପଡ଼ିଆକୁ ଯାଆନ୍ତି । ପିଚ୍‌ର ଗୋଟିଏ ମୁଣ୍ଡରୁ ଜଣେ ଖେଳାଳୀ ଗୋଟି ବଲ୍ ଧରି ଅନ୍ୟ ମୁଣ୍ଡରେ ଥିବା ଉଇକେଟ ଦିଗକୁ ଲକ୍ଷ କରି ଫୋପାଡ଼ନ୍ତି । ବିପକ୍ଷ ଦଳର ବ୍ୟାଟ ଧରିଥିବା ଖେଳାଳି ବା ସ୍ଟ୍ରାଇକର୍ ନିଜ ପାଖରେ ଥିବା ଉଇକେଟକୁ ବଲ୍ ବାଜିବାରୁ ରକ୍ଷା କରିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ବଲ୍‌କୁ ମାରି ବିପରୀତ ଦିଗରେ ଥିବା ପିଚ୍‌ ଦିଗକୁ ଦୌଡ଼େ ଓ ସେଠାରେ ଠିଆ ହୋଇଥିବା ଖେଳାଳୀ ବା ନନ୍-ସ୍ଟ୍ରାଇକର୍ ମଧ୍ୟ ତାର ବିପରୀତ ଦିଗର ଉଇକେଟ ଆଡ଼କୁ ଦୌଡ଼େ ଅର୍ଥାତ ଉଭୟ ଖେଳାଳୀ ସ୍ଥାନ ବିନିମୟ କରନ୍ତି । ଉଭୟ ଖେଳାଳୀ ଗୋଟିଏ ଥର ଦୌଡ଼ ସମ୍ପୁର୍ଣ୍ଣ କଲେ ଏକ ରନ୍ ହିସାବ କରାଯାଏ ।
== ଇତିହାସ ==ଏହି ଖେଳ ର ପ୍ରକୃତ ଆରମ୍ଭ ସମୟ ଜଣାନଥିଲେ ମଧ୍ୟ ଏହା ପ୍ରାୟ ୫୦୦ ବର୍ଷ ପୂର୍ବ ରୁ ଆରମ୍ଭ ହୋଇଥିଲା |
 
== ଇତିହାସ ==
== ଇତିହାସ ==ଏହି ଖେଳ ର ପ୍ରକୃତ ଆରମ୍ଭ ସମୟ ଜଣାନଥିଲେ ମଧ୍ୟ ଏହା ପ୍ରାୟ ୫୦୦ ବର୍ଷ ପୂର୍ବ ରୁ ଆରମ୍ଭ ହୋଇଥିଲା |
 
== ନୀତି ନିୟମ ==
"https://or.wikipedia.org/wiki/କ୍ରିକେଟ"ରୁ ଅଣାଯାଇଅଛି