"କାକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫ କ ଧାଡ଼ି:
 
==ପ୍ରକୃଷ୍ଟ ବାତାବରଣ==
ଲମ୍ବା ଶୀତରାତିଶୀତ ରାତି, ନିର୍ମଳ [[ଆକାଶ]] ଓ ସ୍ଥିର [[ବାୟୁମଣ୍ଡଳ]] କାକର ସୃଷ୍ଟି ପାଇଁ ସ‌ହାୟକ ହୋଇଥାଏ ।
 
==ତୁହିନ (Frost)==
ମଧ୍ୟ ଓ ଉଚ୍ଚ [[ଅକ୍ଷାଂଶ]]ରେ ପୃଥିବୀ ଶୀତ ରାତିରେ ଏତେ ଶୀତଳ ହୋଇଯାଏ ଯେ, ତାପମାତ୍ରା [[ହିମାଙ୍କ]] ତଳକୁ ଖସିଯାଏ । ଏଠାରେ [[ଜଳୀୟବାଷ୍ପ]] ଘନୀଭୂତ ହେବା ପରେ ତରଳ ଅବସ୍ଥାରେ ରହି ନ ପାରି କଠିନ ଅବସ୍ଥା ଧାରଣ କରେ । ଶିଶିର (Dew) ବିନ୍ଦୁର ଏହି କଠିନ ଅବସ୍ଥାକୁ ତୁହିନ (Frost) କୁହାଯାଏ ।
"https://or.wikipedia.org/wiki/କାକର"ରୁ ଅଣାଯାଇଅଛି