"ମହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"==ମହୁ==" ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ →‎ମହୁ
୧ କ ଧାଡ଼ି:
==ମହୁ==
ମହୁ ଏକ ମିଠା ଅଠାଳିଆ ତରଳ ପଦାର୍ଥ ଯେଉଟି ମହୁମାଛି ଫୁଲ ରୁ ଆଣିଥାଏ।
 
ମହୁରେ ଥିବା ମିଠା ମୁଖ୍ୟତ ଦ୍ରାଖ୍ୟା ଶର୍କରା ଅଛି।ମହୁକୁ ଆମେ ଔଷଧ ଭାବେ ବ୍ୟବହାର କରି ପାରିବା। ଏଥିରେ ଖାଦ୍ୟ ପ୍ରାଣ, ଖଣିଜ ଥିବା କା ରଣ ରୁ ମହୁକୁ ବହୁତ ବ୍ୟବହାର ରେ ଆଣି ଥାଏ।ଏହା ଘା ରୁ ତରଳ ପଦାର୍ଥ କୁ ବାହାର କରି ଶୀଘ୍ର ସୁଖିବାରେ ସାହାଯ୍ୟ କରି ଥାଏ। ପ୍ରାଚୀନ କାଳରେ ମହୁ କୁ ଯିବାଣୁ ରୋଧକ ଭାବେ ବ୍ୟବହାର କରା ଯାଉଥିଲା।
"https://or.wikipedia.org/wiki/ମହୁ"ରୁ ଅଣାଯାଇଅଛି