"କାକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''କାକର''' ('''Dew''') [[ବାୟୁମଣ୍ଡଳ]]ର ତାପମାତ୍ରା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥାଏ । ରାତିବେଳା ଭୂପୃଷ୍ଠ ତାପ [[ବିକିରଣ]] ଯୋଗୁଁ ଶୀତଳ ହୁଏ । [[ହେମନ୍ତ ଋତୁ]] ଓ [[ଶୀତ ଋତୁ]]ରେ ଏହି ଶୀତଳ ହେବା ମାତ୍ରା ଅଧିକ । ତେଣୁ ଏହି ସମୟରେ ଶୀତଳ ଭୂପୃଷ୍ଠକୁ ଲାଗି ରହିଥିବା ବାୟୁ ମଧ୍ୟ ବିଶେଷଭାବେ ଶୀତଳ ହୁଏ । ବାୟୁର ତାପମାତ୍ରା ଯେତେବେଳେ [[ଶିଶିରାଙ୍କ]] ତଳକୁ ଖସିଯାଏ, [[ଜଳୀୟବାଷ୍ପ]] ଘନୀଭୂତ ହୋଇ ଛୋଟ ଛୋଟ ଜଳବିନ୍ଦୁ ଆକାରରେ ଘାସପତ୍ର ଇତ୍ୟାଦିରେ ଲାଗିରହିଥାଏ । ଏହାକୁ କାକର ବା ଶିଶିର (Dew) କୁହାଯାଏ
"https://or.wikipedia.org/wiki/କାକର"ରୁ ଅଣାଯାଇଅଛି