"କାକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''କାକର''' ('''Dew''') ବାୟୁମଣ୍ଡଳର ତାପମାତ୍ରା ପରିବର୍ତ୍ତ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
'''କାକର''' ('''Dew''') [[ବାୟୁମଣ୍ଡଳ]]ର ତାପମାତ୍ରା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥାଏ । ରାତିବେଳା ଭୂପୃଷ୍ଠ ତାପ [[ବିକିରଣ]] ଯୋଗୁଁ ଶୀତଳ ହୁଏ । [[ହେମନ୍ତ ଋତୁ]] ଓ [[ଶୀତ ଋତୁ]]ରେ ଏହି ଶୀତଳ ହେବା ମାତ୍ରା ଅଧିକ । ତେଣୁ ଏହି ସମୟରେ ଶୀତଳ ଭୂପୃଷ୍ଠକୁ ଲାଗି ରହିଥିବା ବାୟୁ ମଧ୍ୟ ବିଶେଷଭାବେ ଶୀତଳ ହୁଏ
"https://or.wikipedia.org/wiki/କାକର"ରୁ ଅଣାଯାଇଅଛି