"ପ୍ରଶାନ୍ତ ମହାସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ପ୍ରଶାନ୍ତ ମହାସାଗର''' ('''Pacific Ocean''') ପୃଥିବୀର ବୃହତ୍ତମ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
'''ପ୍ରଶାନ୍ତ ମହାସାଗର''' ('''Pacific Ocean''') ପୃଥିବୀର ବୃହତ୍ତମ ଓ ଗଭୀରତମ [[ମହାସାଗର]] । ଏହାର ପଶ୍ଚିମରେ [[ଏସିଆ]] ଓ [[ଅଷ୍ଟ୍ରେଲିଆ]] [[ମହାଦେଶ]] ରହିଅଛି । ପୂର୍ବରେ [[ଉତ୍ତର ଆମେରିକା]] ଓ [[ଦକ୍ଷିଣ ଆମେରିକା]] ଅଛି । ଏହାର ଦକ୍ଷିଣରେ [[ଦକ୍ଷିଣ ମହାସାଗର]] ([[ଦକ୍ଷିଣ ମହାସାଗର|Antarctic Ocean]]) ତ‌ଥା [[ଆଣ୍ଟାର୍କଟିକା ମହାଦେଶ]] ଏବଂ ଉତ୍ତରରେ [[ଉତ୍ତର ମହାସାଗର]] ([[ଉତ୍ତର ମହାସାଗର|Arctic Ocean]]) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି [[ମହାସାଗର]]ରେ [[ଗୁଆମ]] ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ [[ମ୍ୟାରିଆନା ଖାତ]] ([[Mariana Trench]]) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନ‌ଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:
:* [[ଆଲ୍ୟୁସିଆନ୍]] ଦ୍ୱୀପପୁଞ୍ଜ
:* [[ଜାପାନ]]