"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: ମୋବାଇଲ ୱେବ ବଦଳ
ଟ୍ୟାଗ: ମୋବାଇଲ ୱେବ ବଦଳ
୪୭ କ ଧାଡ଼ି:
 
==ଆନ୍ଦୋଳନ ସ୍ଥଗିତ==
ଅସହଯୋଗ ଆନ୍ଦୋଳନ କ୍ରମେ ସଫଳତା ଆଡକୁ ଗତି କରୁଥିବା ସମୟରେ ହଠାତ୍ ଗାନ୍ଧିଜୀ ଏହାକୁ ସ୍ଥଗିତ ରଖିବା ପାଇଁ ଆଦେଶ ଦେଇଥିଲେ। କାରଣ କେତେକ ସ୍ଥାନରେ ତାଙ୍କର ଅହିଂସା ଓ ଅସହଯୋଗ ନୀତିକୁ ଆନ୍ଦୋଳନକାରୀମାନେ ଉଲଂଘନ କରିଥିଲେ। ବିଶେଷତଃ ୧୯୨୨ ମସିହା ଫେବୃୟାରୀ ୫ ତାରିଖ ଦିନ [[ଉତ୍ତର-ପ୍ରଦେଶସ୍ଥପ୍ରଦେଶ]]ସ୍ଥ [[ଗୋରଖପୁର]] ଜିଲ୍ଲାର ଚୌରିଚୌରାଠାରେ[[ଚୌରିଚୌରା]]ଠାରେ ଉତ୍ତ୍ୟକ୍ତ ଜନତା ଗୋଟିଏ ଥାନାରେ ଅଗ୍ନି ସଂଯୋଗ କରିଦେବାରୁ ୨୧ ଜଣ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ଗାନ୍ଧିଜୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାପରେ ମଧ୍ୟ ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଗାନ୍ଧିଜୀଙ୍କୁ ବନ୍ଦୀ କରାଯାଇଥିଲା। ସେ ୬ ବର୍ଷ କାରାବରଣ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ମାତ୍ର ୧୯୨୪ ଫେବୃୟାରୀ ୫ ତାରିଖ ଦିନ ଅସୁସ୍ଥତା ପାଇଁ ତାଙ୍କୁ ମୁକ୍ତି ଦିଆଯାଇଥିଲା।
 
==ଅସହଯୋଗ ଆନ୍ଦୋଳନର ଫଳାଫଳ==