"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ
ଟିକେ ସଂଶୋଧନ
୩୨ କ ଧାଡ଼ି:
ଅସହଯୋଗ ଆନ୍ଦୋଳନ ଆଶାତୀତ ଭାବେ ସଫଳତା ହାସଲ କରିଥିଲା। ଏଥିରେ ସହସ୍ର ସହସ୍ର ଜନତା ଯୋଗଦେଇ ଏହାଚୁ ସାଫଲ୍ୟମଣ୍ଡିତ କରିଥିଲେ।
ବିଭିନ୍ନ ପଦକ୍ଷେପମାନ ସଫଳ ହୋଇଥିଲା, ଯଥା;
* [[ଆଇନ ଅଦାଲତ]] ବର୍ଜନ କରାଯାଇଥିଲା।
* [[ମୋତିଲାଲ ନେହେରୁ]], [[ବିଠଲ ଭାଇ ପଟେଲ]], [[ଚିତରଞ୍ଜନ ଦାସ]], [[ରାଜେନ୍ଦ୍ରପ୍ରସାଦ]], [[ବଲ୍ଲଭଭାଇ ପଟେଲ]] ଓ ଅନ୍ୟାନ୍ୟ କେତେଚ ଖ୍ୟାତିନାମା [[ଆଇନଜୀବୀ]] ନିଜ ନିଜର ଲାଭଜନକ ଓକିଲାତି [[ବ୍ୟବସାୟ]] ବର୍ଜନ କରିଥିଲେ।
* ଓକିଲାତି ବର୍ଜନ କରିଥିବା ଆଇନଜୀବୀମାନଙ୍କ ପାଇଁ ଶେଠ୍ ଯମୂନା ଲାଲ୍ ବଜାଜ୍ ବାର୍ଷିକ ଏକ ଲକ୍ଷ [[ଟଙ୍କା]] ଦାନ ଦେବା ପାଇଁ ଘୋଷଣା କରିଥିଲେ।
* [[ବିଦ୍ୟାଳୟ]] ଓ [[ମହାବିଦ୍ୟାଳୟ]] ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବର୍ଜନ କରାଯାଇଥିଲା।
୩୯ କ ଧାଡ଼ି:
* ସମ୍ମାନସୂଚକ ଉପାଧିଗୁଡିକ ମଧ୍ୟ ଇଂରେଜ ସରକାରଙ୍କୁ ଫେରସ୍ତ ଦିଆଯାଇଥିଲା। [[ଗାନ୍ଧିଜୀ]] ନିଜେ ତାଙ୍କର [[କିଇଜର-ଇ-ହିନ୍ଦ]] ଉପାଧି ଫେରସ୍ତ ଦେଇଥିଲେ।
    ଏଥି ସହିତ କେତେକ ଗଠନମୂଳକ କାର୍ଯ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା। ବଙ୍ଗୀୟ ଜାତୀୟ ବିଶ୍ବବିଦ୍ୟାଳୟ, ଦିଲ୍ଲୀର ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜୁରାଟ ବିଦ୍ୟାପୀଠ, ବନାରସ ବିଦ୍ୟାପୀଠ, ଲାହୋର ଜାତୀୟ ବିଦ୍ୟାଳୟ ପରି କେତେକ ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା। ସ୍ବଦେଶୀ ବସ୍ତ୍ର ଉପାଦନ ପାଇଁ, ୨୦,୦୦୦ ଚରଖା ନିର୍ମିତ ହୋଇଥିଲା। ସେହି ଦିନଠାରୁ ଚରଖା ଜାତୀୟ ଆନ୍ଦୋଳନର ପ୍ରତୀକ ଭାବେ ଗ୍ରହଣ କରାଯାଇ କଂଗ୍ରେସ ପତାକାରେ ସ୍ଥାନ ପାଇଥିଲା। ସେବେଠାରୁ ମଧ୍ୟ ନିଜେ ଗାନ୍ଧିଜୀ କୁର୍ତ୍ତା ପରିଧାନ ପରିହର କରି କେବଳ ଧୋତି ପରିଧାନ କରିଥିଲେ। ଏହି ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ "ତିଳକ ସ୍ବରାଜ୍ୟ ଫଣ୍ଡ' ଗଠିତ ହୋଇଥିଲା ଏବଂ ସ୍ବଲ୍ପ ସମୟ ମଧ୍ୟରେ ବିପୁଳ ଟଙ୍କା ଉକ୍ତ ଫଣ୍ଡରେ ଜମା କକରି ରଖାଯାଇଥିଲା। ମହିଳାମାନେ ନିଜ ନିଜର ଅଳଙ୍କାର ବିନା ଦ୍ବିଧାରେ ଦାନ କରିଥିଲେ।
 
 
==ଅସହଯୋଗ ଆନ୍ଦୋ
 
==ଅସହଯୋଗ ଆନ୍ଦୋଳନ ପ୍ରତି ଦମନନୀତି ପ୍ରୟୋଗ ଓ ତାର ପ୍ରତିକ୍ରିୟା==