"ବ୍ରାହ୍ମ ସମାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ସଂଶୋଧନ
୧୩ କ ଧାଡ଼ି:
ନିର୍ବାସନ ସମୟ ତଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଥିଲା । କାରଣ ଏହି ସମୟରେ ବହୁସ୍ଥାନ ଭ୍ରମଣ କରି ବହୁ ସିଧୁ ସନ୍ଥଙ୍କ ସମ୍ପର୍କରେ ଆସି ଓ ବିଭିନ୍ନ ଧର୍ମ ଉପରେ ପୁସ୍ତକ ଅଧ୍ୟୟନ କରି ନିଜର ଜ୍ଞାନ ଭଣ୍ଡାର ପରିପୂର୍ଣ୍ଣ କରିପାରିଥିଲେ। ବେଦ ଓ ଉପନିଷଦ ସେ ଯେପରି ତନ୍ନ ତନ୍ନ ଭାବେ ଅଧ୍ୟୟନ କରିଥିଲେ ସେହିପରି ଭାବେ କୋରାନ୍ ଓ ବାଇବେଲ୍ ଅଧ୍ୟୟନ କରିବାକୁ ସେ ପଶ୍ଚାତପଦ ହୋଇନଥିଲେ। ପୁନଶ୍ଚ ଜ୍ଞାନ ପିପାସାକୁ ମେଣ୍ଟାଇବା ନିମନ୍ତେ ସେ ଯାଇ ପହଞ୍ଚିଥିଲେ ୟୁରୋପରେ।
===ବ୍ରହ୍ମ ସମାଜ ପ୍ରତିଷ୍ଠା ଓ ଉପାଧିରେ ଭୂଷିତ===
ରାଜା ରାମମୋହନ ରାୟ ପ୍ରାଚ୍ୟ ଓ ପାଶ୍ଚ୍ୟର ପରମ୍ପରା ଓ ଚିନ୍ତାଧାରା ଉପଲବଧି କରି ତାକୁ ରୂପ ଦେବାପାଇଁ ହେ ବ୍ରାହ୍ମସମାଜ ନାମକ ଗୋଟିଏ ସଂସ୍ଥା ସ୍ଥାପନ କଲେ ୧୮୨୦୧୮୨୮ ମସିହା ଅଗଷ୍ଟ ୨୦ ତାରିଖ ଦିନ। ପରେ ପରେ ଏହା ବ୍ରାହ୍ମ ସମାଜ ନାମରେ ଅଭିହିତ ହୋଇଥିଲା।
 
ଇତ୍ୟବସରରେ ଦୁଇବର୍ଷ ନିମନ୍ତେ ସେ ଇଷ୍ଟଇଣ୍ଡିଆ କମ୍ପାନୀ ଅଧୀନରେ ଚାକିରି କରିଥିଲେ। ସେହି ସମୟରେ ତତ୍କାଳିନ ମୋଗଲ ସମ୍ରାଟ ଦ୍ବିତୀୟ ଆକବରଙ୍କ ସମର୍ଥନ ଲାଭ କରି ବ୍ରିଟିଶ୍ ସରକରଙ୍କୁ ଉପାଧି ଓ ଅନ୍ୟାନ ସୁବିଧା ଯୋଗାଇଦେବା ନିମନ୍ତେ ପ୍ରଭାବିତ କରିଥିଲେ। କୃତଜ୍ଞତାର ନିଦର୍ଶନ ସ୍ବରୂପ ମୋଗଲ ସମ୍ରାଟ ରାମମୋହନଙ୍କୁ "ରାଜା' ଉପିଧି ଭୂଷିତ କରିଥିଲେ।
 
===ସାମାଜିକ ଓ ଧର୍ମଗତ ବାଣୀ===
ରାଜା ରିମମୋହନ ରାୟ ଯଦି ଭିରତୀୟମାନଙ୍କର କୃତଜ୍ଞତାର ପାତ୍ର ହୋଇ ଇତିହାସରେ ଅମରତ୍ବ ପ୍ରାପ୍ତ ହୋଇଛନ୍ତି, ତାହି କେବଳ ତାଙ୍କର ସାମାଜିକ ତଥା ଧର୍ମଗତ ବାଣୀପାଇଁ। ସେଗୁଡିକ ସେ ସେ ତାଙ୍କର ବିଭିନ୍ନ ସଂସ୍କରମୂଳକ କାର୍ଯ୍ୟରେ ରୂପାୟତ କରିପାରିଥିଲେ। ତାଙ୍କ ଦ୍ବାରା ପ୍ରଚାରିତ ବାଣୀ ମୁଖ୍ୟତଃ ରାଜନୈତିକ, ସାମିଜିକ ଓ ଧର୍ମଗତ ଥିଲା।