"ହସ୍ତମୈଥୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧,୫୧୦ ବାଇଟଗୁଡିକ ଯୋଡାଗଲା ,  ୭ ବର୍ଷ ପୂର୍ବେ
ଲେଖାଟି ବହିରୁ ସିଧା ନିଆଯାଇଥିବା ଲାଗୁଛି, ଲେଖାର ମାନ ସମାନ ରଖି ଇଂରାଜୀ ଉଇକିପିଡ଼ିଆରୁ କିଛି ଅନୁବାଦ କରାଗଲା
No edit summary
(ଲେଖାଟି ବହିରୁ ସିଧା ନିଆଯାଇଥିବା ଲାଗୁଛି, ଲେଖାର ମାନ ସମାନ ରଖି ଇଂରାଜୀ ଉଇକିପିଡ଼ିଆରୁ କିଛି ଅନୁବାଦ କରାଗଲା)
[[File:Klimt Mulher sentada.jpg|thumb|[[Gustav Klimt|Gustav Klimt's]] ''ଜଣେ ମହିଳା ନିଜର ଦୁଇ ଜଂଘ ମେଲାଇ ବସିଛନ୍ତି'' (୧୯୧୬)]]
'''ହସ୍ତମୈଥୁନ''' [[ଯୌନ ଉତ୍ତେଜନା]] ନିମନ୍ତେ ଜଣଙ୍କର ନିଜ [[ଯୌନାଙ୍ଗ]]ର ଏକ ପ୍ରକାର [[ଯୌନ ଉଦ୍ଦୀପନା]]କୁ ଓ ଯୌନ ଉଦ୍ଦୀପନାର ଶିଖର ଅବସ୍ଥା ଯାଏ କରାଯାଉଥିବା କାର୍ଯ୍ୟକଳାପକୁ ବୁଝାଇଥାଏ ।<ref name="webmd">{{cite web|url=http://www.webmd.com/sex-relationships/guide/masturbation-guide |title=Masturbation – Is Masturbation Normal or Harmful? Who Masturbates? Why Do People Masturbate? |publisher=[[WebMD]]|date=4 March 2010 |accessdate=17 August 2011}}</ref> ଏହି ଉଦ୍ଦୀପନା ସାଧାରଣତଃ ହାତ, [[ଆଙ୍ଗୁଳି-ଯୌନ କ୍ରିୟା|ଆଙ୍ଗୁଳି]], ନିତିଦିନିଆ ବ୍ୟବହାରରେ ଲାଗୁଥିବା ବସ୍ତୁ, [[ଭାଇବ୍ରେଟର (ଯୌନ ଖେଳନା)|ଭାଇବ୍ରେଟର]] ଆଦି [[ଯୌନ ଖେଳନା]] ବା ଏସବୁର ସାମଗ୍ରୀକ ବ୍ୟବହାର ଦ୍ୱାରା ମିଳିଥାଏ ।<ref name="webmd" /><ref>Based on "masturbation" in ''Merriam-Webster's Collegiate Dictionary, Eleventh Edition'', Merriam-Webster, Inc., 2003</ref>
 
ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି । ପୁରୁଷଟିଏ ସ୍ତ୍ରୀଠାରୁ କମ୍‌ ବୟସରେ ଏଭଳି କରିବା ଶିଖିଥାଏ । ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି ।
ନିଜର ଯୌନ ପ୍ରକ୍ରିୟାକୁ ନିଜେ ଉତ୍ତେଜନା କରିବା ପ୍ରାୟ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ । ଶିଶୁଟିଏ ନିଜର ପାଟି, ଆଙ୍ଗୁଠି ଓ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶକରି ନୂଆ ନୂଆ ଉଦ୍ଦୀପନାକୁ ଆବିଷ୍କାର କରିବାକୁ ଚାହେଁ । ସେହିଭଳି ନିଜର ଯୌନାଙ୍ଗକୁ ସ୍ପର୍ଶକରି ନୂଆ କିଛି ଶିଖିବାକୁ ଇଚ୍ଛା କରେ । ପ୍ରାୟ ୧୫ରୁ ୨୦ମାସ ବୟସର ଶିଶୁଟି ନିଜର ଯୌନାଙ୍ଗକୁ ନିଜେ ଉତ୍ତେଜନା କରିବା ଆରମ୍ଭ କରେ । ଏଭଳି କଲେ ନିଜକୁ ଆନନ୍ଦ ଲାଗେ । ଏପରି ଉଦ୍ଦୀପନା ଓ ନିଜର ଶରୀରକୁ ଆବିଷ୍କାର କରିବାର ଆଗ୍ରହ ହସ୍ତମୈଧୁନ କରିବାର ଇଚ୍ଛାକୁ ବଢ଼ାଇ ଦିଏ ।
୨୦,୪୫୪

ଗୋଟି ସମ୍ପାଦନା