"ହରପ୍ପା ସଭ୍ୟତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ଲେଖାଗଲା ଓ କିଛି କଟାଗଲା
କିଛି କଟାଗଲା
୧ କ ଧାଡ଼ି:
୧୯୨୨ ଖ୍ରୀଷ୍ଟାବ୍ଦରେ ସିନ୍ଧୁନଦୀର ଉପତ୍ୟକାରେ ପଶ୍ଚିମ ପଞ୍ଚାବସ୍ଥିତ ମୋଣ୍ଟେଗୋମେରୀ ଜିଲ୍ଲାର ହରପ୍ପାଠାରେ ଗୋଟିଏ ପ୍ରାଚୀନ ନଗରୀର ଧ୍ବସାବଶେଷ ଆବିଷ୍କାର ଫଳରେ ଭାରତ ଇତିହାସରେ ଏକ ଗୁରୁତ୍ବପୂଣ୍ଣର୍ ଅଧ୍ୟାଯ ଉନ୍ମୋଚିତ ହୋଇପାରିଛି। ଏହି ନଗରୀଟି ଥିଲା ଏକ ମହନୀୟ ସଭ୍ୟତାର ପୀଠସ୍ଥଳୀ। ଠିକ୍ ସେହିପରି ଏଚ ସଂସ୍କୃତି ମହେଞ୍ଜୋଦାରୋଠାରେ ଆବିଷ୍କୃତ ହୋଇଥିଲା। ଏହି ହରପ୍ପା ସଂସ୍କୃତି ସିନ୍ଧୁ ଓ ସରସ୍ବତୀ ନଦୀ ଦ୍ବୟ ମଧ୍ୟରେ ହୋଇଥିଲା।
{{ତିଆରି ଚାଲିଛି}}

==ପ୍ରସିଦ୍ଧ କାରଣ==
ଉପତ୍ୟକାର ଉବର୍ର ମୃତ୍ତିକା, ପ୍ରଚୁର ଜଳ ଓ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ଉପକରଣ ଅନାୟାସରେ ମିଳୁଥିବାରୁ ହରପ୍ପା ଉପତ୍ୟକା ପରିଣତ ହୋଇପାରିଥିଲା ଏକ ପ୍ରସିଦ୍ଧ ସଭ୍ୟତାରେ। ହରପ୍ପା ସଂସ୍କୃତି ଅନ୍ୟଚାହାରୀ ଦ୍ବାରା ପ୍ରଭାବିତ ନ ହୋଇ ନିଜସ୍ବ ନୀତିରେ ଗଢିଉଠିଥିଲା। ଯାହା ହିଁ ଥିଲା ପ୍ରସିଦ୍ଧ ହେବାର ମୁଖ୍ୟ କାରଣ।