"ହରପ୍ପା ସଭ୍ୟତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}}" ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଅଧିକ
୧ କ ଧାଡ଼ି:
{{ତିଆରି ଚାଲିଛି}}
୧୯୨୨ ଖ୍ରୀଷ୍ଟାବ୍ଦରେ ସିନ୍ଧୁନଦୀର ଉପତ୍ୟକାରେ ପଶ୍ଚିମ ପଞ୍ଚାବସ୍ଥିତ ମୋଣ୍ଟେଗୋମେରୀ ଜିଲ୍ଲାର ହରପ୍ପାଠାରେ ଗୋଟିଏ ପ୍ରାଚୀନ ନଗରୀର ଧ୍ବସାବଶେଷ ଆବିଷ୍କାର ଫଳରେ ଭାରତ ଇତିହାସରେ ଏକ ଗୁରୁତ୍ବପୂଣ୍ଣର୍ ଅଧ୍ୟାଯ ଉନ୍ମୋଚିତ ହୋଇପାରିଛି। ଏହି ନଗରୀଟି ଥିଲା ଏକ ମହନୀୟ ସଭ୍ୟତାର ପୀଠସ୍ଥଳୀ। ଠିକ୍ ସେହିପରି ଏଚ ସଂସ୍କୃତି ମହେଞ୍ଜୋଦାରୋଠାରେ ଆବିଷ୍କୃତ ହୋଇଥିଲା। ଏହି ହରପ୍ପା ସଂସ୍କୃତି ସିନ୍ଧୁ ଓ ସରସ୍ବତୀ ନଦୀ ଦ୍ବୟ ମଧ୍ୟରେ ହୋଇଥିଲା।
==ପ୍ରସିଦ୍ଧ କାରଣ==
ଉପତ୍ୟକାର ଉବର୍ର ମୃତ୍ତିକା, ପ୍ରଚୁର ଜଳ ଓ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ଉପକରଣ ଅନାୟାସରେ ମିଳୁଥିବାରୁ ହରପ୍ପା ଉପତ୍ୟକା ପରିଣତ ହୋଇପାରିଥିଲା ଏକ ପ୍ରସିଦ୍ଧ ସଭ୍ୟତାରେ। ହରପ୍ପା ସଂସ୍କୃତି ଅନ୍ୟଚାହାରୀ ଦ୍ବାରା ପ୍ରଭାବିତ ନ ହୋଇ ନିଜସ୍ବ ନୀତିରେ ଗଢିଉଠିଥିଲା। ଯାହା ହିଁ ଥିଲା ପ୍ରସିଦ୍ଧ ହେବାର ମୁଖ୍ୟ କାରଣ।
 
==ନଗର ନିର୍ମାଣ ଶୈଳୀ==
ହରପ୍ପା ସଂସ୍କୃତିର ନଗରଗୁଡିକ ଥିଲା ସୁପରିକଳ୍ପିତ। ସେଗୁଡିକ ଅଗଣିତ ଅଟ୍ଟାଳିକାରେ ଅଳଙ୍କୃତ ହୋଇଥିଲା। କଟ୍ଟାଳିକାଗୁଡିକ ଥିଲା ସାର୍ବଜନୀନ ଓ ବ୍ୟକ୍ତିଗତ। ନଗରର ନିମ୍ନଭାଗରେ ବାସଗୃହ ରହିଥିବା ସ୍ଥଳେ ଉପରିଭାଗରେ ଶଷ୍ୟଗାର ସମେତ ଅଟ୍ଟାଳିକା ଗୁଡିକ ରହିଥିଲା। ବାହ୍ୟଶତ୍ରୁ ଆକ୍ରମଣ ଓ ଭୟଙ୍କର ବନ୍ୟା ଦେଖାଦେଲେ ନଗରବାସୀମାନେ ଉପରିଭାଗରେ ଆଶ୍ରୟ ନେଉଥିଲେ। କାରଣ ସେଗୁଡିକ ଅପେକ୍ଷାକୃତ ଉଚ୍ଚସ୍ଥାନରେ ନିର୍ମିତ ହୋଇଥିଲା।
==ସାମାଜିକ ସ୍ତରବିନ୍ୟାସ==
ହରପ୍ପା ସମାଜ ତିନି ପ୍ରକାର ଲୋକଙ୍କ ଦ୍ବାରା ଗଠିତ ହୋଇଥିଲା। ଗୋଟିଏ ଶ୍ରେଣୀରେ ଗଣମାନ୍ୟ ବ୍ୟକ୍ତି ଥିଲାବେଳେ ଅନ୍ୟ ଦୁଇ ଶ୍ରେଣୀର ଲୋକମାନେ ଥିଲେ ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀର ଯେଉଁମାନେ ପ୍ରାଚେରୀ ବେଷ୍ଟିତ ନଗରୀର ନିମ୍ନଭାଗରେ ବସବାସ କରୁଥିଲେ।
 
==ନାଗରିକ ଜୀବନୀ==
 
==ଖାଦ୍ୟ==
 
==ପୋଷାକ==
 
==ଅଳଙ୍କାର==
 
==ଗୃହୋପକରଣ ଓ ବିଳାସବ୍ୟସନ==
 
==ପରିବହନ==
 
==ଆମୋଦପ୍ରମୋଦ==
 
==ଗୃହପାଳିତ ପଶୁ==
 
==ଅସ୍ତ୍ର ଶସ୍ତ୍ର==
 
==କୃଷି==
 
==ହସ୍ତ ଶିଳ୍ପ==
 
==ବ୍ୟବସାୟ ଓ ବାଣିଜ୍ୟ==
 
== ଆଧାର ==