"ଆସ୍ପର୍ଗର୍ ସିଣ୍ଡ୍ରୋମ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୨୧ କ ଧାଡ଼ି:
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଆସ୍ପର୍ଗର୍ ସିଣ୍ଡ୍ରୋମ୍‌ର ସଠିକ୍ କାରଣ ଜଣାଯାଇନାହିଁ ।<ref name=NIH2015>{{cite web|title=Autism Spectrum Disorder|url=http://www.nimh.nih.gov/health/publications/autism-spectrum-disorder-qf-15-5511/index.shtml|website=National Institute of Mental Health|accessdate=12 March 2016|date=September 2015}}</ref> ଜେନେଟିକ କାରଣ ଥିବା ସନ୍ଦେହ ଥିଲେ ମଧ୍ୟ ପ୍ରମାଣିତ ହୋଇନାହିଁ ।<ref name=McPart2006 /><ref>{{cite journal |author= Klauck SM |title= Genetics of autism spectrum disorder |journal= European Journal of Human Genetics |year=2006 |volume=14 |issue=6 |pages=714–720 |doi=10.1038/sj.ejhg.5201610 |pmid= 16721407 |url=http://www.nature.com/ejhg/journal/v14/n6/pdf/5201610a.pdf |format=PDF}}</ref> ପରିବେଶର ଭୂମିକା ମଧ୍ୟ ଥାଇପାରେ ।<ref name=NIH2015/> [[ନିଉରୋ ଇମେଜିଙ୍ଗ|ମସ୍ତିଷ୍ଲ ଇମେଜିଙ୍ଗ]] ଏକ ଅନ୍ତର୍ନିହିତ କାରଣରୂପେ ଚିହ୍ନଟ ହୋଇନାହିଁ ।<ref name=McPart2006/> ଏହି ରୋଗକୁ ଏକ ରୋଗ ରୂପେ ବିବେଚନା ନ କରି ଅଟିଜ୍ମ ସ୍ପେକ୍ଟ୍ରମ ବେମାରୀ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । <ref name=NIH2015/><ref>{{cite web|title=Autism Spectrum Disorder|url=http://www.nimh.nih.gov/health/topics/autism-spectrum-disorders-asd/index.shtml|website=National Institute of Mental Health|accessdate=12 March 2016}}</ref> ସନ ୨୦୧୫ର ଆନ୍ତର୍ଜାତୀୟ ରୋଗ ବର୍ଗୀକରଣ ସସ୍କରଣରେ (''[[International Classification of Diseases]]'') ଏହାର ନାମ ଅଛି ।<ref name=ICD10/>
 
<!-- ଚିକିତ୍ସା -->