"ଜବାହରଲାଲ ନେହେରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭ କ ଧାଡ଼ି:
|birth_date = ୧୪ ନଭେମ୍ବର ୧୮୮୯
<!-- Do not add flag icons to place of birth/death, per [[Wikipedia:Don't overuse flags]] -->
|birth_place = [[ଇଲାହାବାଦଆଲାହାବାଦ]], [[United Provinces of Agra and Oudh|United Provinces]], [[ବ୍ରିଟିଶ ରାଜ]]
|death_date = ୨୭ ମଇ ୧୯୬୪ (ବୟସ ୭୪')
|death_place = [[ଦିଲ୍ଲୀ]], [[ଭାରତ]]
୩୯ କ ଧାଡ଼ି:
}}
 
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା । ସେ ସ୍ଵାଧିନ [[ଭାରତ]]ର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ[[ହୃଦ୍‌ଘାତ]] ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
 
== ପିଲାଦିନ ==
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-1931) ସେ ଜଣେ ଧାନଶଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ଓ ମାତାଙ୍କ ନାମ ସ୍ଵରୂପରାଣୀ(୧୮୬୮-୧୯୩୮) ଥିଲା ।ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ । ବିଜୟ ଲକ୍ଷ୍ମୀ ତାଙ୍କର ବଡ ଭଉଣୀ ଥିଲେ,ସେ [[United Nations General Assembly]] ର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜନେ ଭଉଣୀ ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।
 
ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ , କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି [[Inns of Court School of Law (Inner Temple)]] ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ ଅଦାଲତରେ ଓକିଲାତି କରିଥିଲେ ।
 
== ଭାରତ ସ୍ଵାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)==
୬୧ କ ଧାଡ଼ି:
* [[q:Jawaharlal Nehru|Jawaharlal Nehru Quotations]]
* [http://www.booknotes.org/Watch/77488-1/Stanley+Wolpert.aspx ''Booknotes'' interview with Stanley Wolpert on ''Nehru: A Tryst with Destiny'', 29 December 1996.]
 
 
{{ଭାରତର ପ୍ରଧାନ ମନ୍ତ୍ରୀ}}
{{ଭାରତ ରତ୍ନ}}
{{Authority control|LCCN=n/79/109335}}
 
{{Persondata <!-- Metadata: see [[Wikipedia:Persondata]]. -->
| NAME = Nehru, Jawaharlal
| ALTERNATIVE NAMES = जवाहरलाल नेहरू, جواهر لال نهرو
| SHORT DESCRIPTION = 1st Prime Minister of India
| DATE OF BIRTH = 14 November 1889
| PLACE OF BIRTH = [[Allahabad]], [[United Provinces of Agra and Oudh|United Provinces]], [[British Raj|British India]]
| DATE OF DEATH = 27 May 1964
| PLACE OF DEATH = New Delhi, [[Delhi]], India
}}
{{DEFAULTSORT:Nehru, Jawaharlal}}
 
[[ଶ୍ରେଣୀ:୧୮୮୯ ଜନ୍ମ]]
Line ୮୪ ⟶ ୭୨:
[[ଶ୍ରେଣୀ:ରାଜନୀତି]]
[[ଶ୍ରେଣୀ:ନେହେରୁ-ଗାନ୍ଧୀ ପରିବାର]]
[[ଶ୍ରେଣୀ:୧ମ ଲୋକ ସଭା ସଭ୍ୟ]]
{{ଅଧାଗଢା}}
[[ଶ୍ରେଣୀ:୨ୟ ଲୋକ ସଭା ସଭ୍ୟ]]
[[ଶ୍ରେଣୀ:୩ୟ ଲୋକ ସଭା ସଭ୍ୟ]]
{{ଅଧାଗଢ଼ା}}