"ସ୍କାରଲେଟ ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଗଳା ପ୍ରଦାହ ବା ସ୍ଟ୍ରେପ୍ଟୋକୋକାଲ ଚର୍ମ ସଂକ୍ରମଣ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକଙ୍କୁ ସ୍କାରଲେଟ ଜ୍ୱର ହୁଏ ।<!-- <ref name=CDC2016/> --> କାଶ ଓ ଛିଙ୍କଦ୍ୱାରା ଏହି ରୋଗ ବିସ୍ତର ଲାଭ କରେ ।<!-- <ref name=CDC2016/> --> ଜୀବାଣୁ ଲାଗିଥିବା ବସ୍ତୁକୁ ଛୁଇଁଲେ ବା ରୋଗୀର ପାଟି ବା ନାକ‌କୁ ଛୁଇଁଲେ ଏହା ଡିଏଁ ।<ref name=CDC2016/> କେତେକ ପ୍ରକାର ଜୀବାଣୁଦ୍ୱାରା ପ୍ରସ୍ତୁତ [[ଏରିଥ୍ରୋଜେନିକ ଟକ୍ସିନ]] ଯୋଗୁ ରାସ୍ ହୁଏ ।<ref name=CDC2016/><ref>{{cite journal|last1=Ralph|first1=AP|last2=Carapetis|first2=JR|title=Group a streptococcal diseases and their global burden.|journal=Current topics in microbiology and immunology|date=2013|volume=368|pages=1-27|pmid=23242849}}</ref> [[ଜୀବାଣୁ କଲ୍‌ଚର୍‌]] କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।<ref name=CDC2016/>
 
<!-- ପ୍ରତିଷେଧ, ଚିକିତ୍ସା ଓ ରୋଗାନୁଶୀଳନ -->
ଏହି ରୋଗ ନିମନ୍ତେ କୌଣସି [[ଟିକା]] ନାହିଁ ।<!-- <ref name=CDC2016/> --> ବାରମ୍ବାର [[ହାତଧୁଆ]], ବ୍ୟକ୍ତିଗତ ଜିନିଷ ନ ବାଣ୍ଟିବା ଓ ରୋଗୀଙ୍କଠାରୁ ଦୂରରେ ରହିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଏ ।<!-- <ref name=CDC2016/> --> [[ଆଣ୍ଟିବାୟୋଟିକ]]ଦ୍ୱାରା ଏହି ରୋଗର ଚିକିତ୍ସାସାଧ୍ୟ ଓ ଜଟିଳ ହୁଏ ନାହିଁ ।<ref name=CDC2016/> ସ୍କାରଲେଟ୍ ଜ୍ୱର ଚିକିତ୍ସାର ଫଳ ସ୍ୱାଭାବିକ ଭାବରେ ଭଲ ।<ref>{{cite journal|last1=Quinn|first1=RW|title=Comprehensive review of morbidity and mortality trends for rheumatic fever, streptococcal disease, and scarlet fever: the decline of rheumatic fever.|journal=Reviews of infectious diseases|date=1989|volume=11|issue=6|pages=928-53|pmid=2690288}}</ref>ଏହି ରୋଗର ଦୀର୍ଘକାଳୀନ ଜଟିଳତାମାନଙ୍କ ନାମ- [[ଗ୍ଲୋମେରୁଲୋନେଫ୍ରାଇଟିସ୍|ବୃକ୍‌କ ରୋଗ]], [[ରିଉମାଟିକ ହୃତ୍‌ପିଣ୍ଡ ରୋଗ]] ଓ [[ଆର୍ଥ୍ରାଇଟିସ]] ।<ref name=CDC2016/> [[ବିଂଶ ଶତାବ୍ଦୀ]]ର ପ୍ରାରମ୍ଭରେ ପିଲାଙ୍କ ମୃତ୍ୟୁର ଏହା ମୂଖ୍ୟ କାରଣ ଥିଲା ।<ref>{{cite book|last1=Smallman-Raynor|first1=Matthew|title=Atlas of epidemic Britain : a twentieth century picture|date=2012|publisher=Oxford University Press|location=Oxford|isbn=9780199572922|page=48|url=https://books.google.ca/books?id=iMnN4fZrj70C&pg=PA48}}</ref><ref>{{cite book|last1=Smallman-Raynor|first1=Andrew Cliff, Peter Haggett, Matthew|title=World Atlas of Epidemic Diseases|date=2004|publisher=Hodder Education|location=London|isbn=9781444114195|page=76|url=https://books.google.ca/books?id=7WrNBQAAQBAJ&pg=PA76}}</ref>
 
== ଆଧାର ==