"ବିସ୍‌ମିଲ୍ଲା ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + 7 categories using HotCat
୨୧ କ ଧାଡ଼ି:
}}
 
'''ବିସ୍‌ମିଲ୍ଲା ଖାନ''' (୨୧ ମାର୍ଚ୍ଚ ୧୯୧୩ - ୨୧ ଅଗଷ୍ଟ ୨୦୦୬) ଜଣେ [[ଭାରତ|ଭାରତୀୟ]] ସଙ୍ଗୀତକାର ଓ ଶେହ‌ନାଇ ବା‌ଦକ ଥିଲେ । ‌ବ‌ହୁ ଦିନ ଯାଏଁ ଶେହ‌‌ନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟ‌ବ‌ହାର କରାଯାଉଥିଲା । ଶେହ‌ନାଇ କୁଶେହ‌ନାଇକୁ ଲୋକ ଲୋଚନ‌କୁ ଆଣିବା ଓ ସଙ୍ଗୀତ ସ‌ମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନ କୁ ଯାଏ ।
 
ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ [[ଭାରତ ରତ୍ନ]] ସମ୍ମାନୀତ କରାଯାଇଛି । ବିସ୍‌ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।
 
==ଜୀବନ ଓ ପରିବାର==
୪୭ କ ଧାଡ଼ି:
[[ଶ୍ରେଣୀ:ପଦ୍ମ ଭୂଷଣ ସମ୍ମାନିତ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ]]
 
{{ଅଧାଗଢା}}