"ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୬ କ ଧାଡ଼ି:
 
<!-- ରୋଗାନୁଶୀଳନ ଓ ସଂସ୍କୃତି -->
ସାରା ପୃଥିବୀରେ ପ୍ରାୟ ଶହେ କୋଟି ଲୋକଙ୍କର ଆୟୋଡିନ ଅଭାବ ଥିବା ହିସାବରେ ଦେଖାଯାଇଛି, କିନ୍ତୁ ଏହା ଫଳରେ କେତେ ଲୋକଙ୍କର ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ହେଉଛି ତାହା ଅଜ୍ଞାତ ଅଛି ।<ref name=WernerIngbar>{{cite book|title=Werner & Ingbar's the thyroid : a fundamental and clinical text|publisher=Wolters Kluwer/Lippincott Williams & Wilkins Health|location=Philadelphia|isbn=145112063X|page=552|url=https://books.google.com/books?id=DaNIXqNLmXsC&pg=PA552|edition=10th|editor=Cooper, DS; Braverman LE|date=2012-07-12}}</ref> ପଶ୍ଚିମ ଦେଶମାନଙ୍କରେ ୦.୩–୦.୪% ଲୋକଙ୍କର ହାପୋଥାଇରଏଡିଜ୍‌ମ ଅଛି ।<ref name=Garber/> ଉପନିଦାନିୟ ହାପୋଥାଇରଏଡିଜ୍‌ମ (Subclinical hypothyroidism) ଏକ ପ୍ରକାର ସାମାନ୍ୟ ଧରଣର ହାପୋଥାଇରଏଡିଜ୍‌ମ ଯେଉଁଥିରେ ସାଧାରଣ ଥାଇରକ୍‌ସିନ ସ୍ତର, ଅଧିକ ଟିଏସଏଚ ସ୍ତର ଥାଏ ଓ ଏହା ୪.୩–୮.୫% ଲୋକଙ୍କର ହୁଏ ।<ref name=Garber>{{cite journal|last=Garber|first=JR|author2=Cobin, RH |author3=Gharib, H |author4=Hennessey, JV |author5=Klein, I |author6=Mechanick, JI |author7=Pessah-Pollack, R |author8=Singer, PA |author9= Woeber, KA for the American Association of Clinical Endocrinologists and the American Thyroid Association Taskforce on Hypothyroidism in Adults |author10=American Association Of Clinical Endocrinologists And American Thyroid Association Taskforce On Hypothyroidism In Adults|title=Clinical Practice Guidelines for Hypothyroidism in Adults |journal=Thyroid|date=December 2012|volume=22|issue=12|pages=1200–1235|doi=10.1089/thy.2012.0205|pmid=22954017|url=https://www.aace.com/files/final-file-hypo-guidelines.pdf|display-authors=8}}</ref> ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ହାପୋଥାଇରଏଡିଜ୍‌ମ ଅଧିକ ହୁଏ ।<ref name=NIH2016/> ଏହି ରୋଗ ସାଧାରଣତଃ ୬୦ ବର୍ଷ ବୟସ ପରେ ଆକ୍ରମଣ କରେ ।<ref name=NIH2016/> କୁକୁରଙ୍କୁ ବି ଏହି ରୋଗ ହୁଏ ଓ କ୍ୱଚିତ ବିଲେଇ ଓ ଘୋଡ଼ାଙ୍କୁ ମଧ୍ୟ ହୁଏ ।<ref name=Merck>{{cite web | title=Hypothyroidism | work=Merck Veterinary Manual, 10th edition (online version) | url=http://www.merckmanuals.com/vet/endocrine_system/the_thyroid_gland/hypothyroidism.html | year=2012| accessdate=2013-12-25}}</ref> ହାପୋଥାଇରଏଡିଜ୍‌ମ ଶବ୍ଦଟି [[ଗ୍ରୀକ ଭାଷା]]ରୁ ନିଆଯାଇଛି; ହାଇପୋ (''hypo-'') ଅର୍ଥ କମିଥିବା, ଥାଇରିଓସ (''thyreos'') ଅର୍ଥ ଢାଲ ଓ ଏଇଡୋସ (''eidos'') ଅର୍ଥ ଆକାର । <ref>{{cite book|title=Mosby's Medical Dictionary|date=2013|publisher=Elsevier Health Sciences|isbn=9780323112581|page=887|edition=9|url=https://books.google.ca/books?id=aW0zkZl0JgQC&pg=PA887}}</ref>
 
 
 
 
== ଆଧାର ==