"ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ସାରା ପୃଥିବୀରେ ଖାଦ୍ୟରେ [[ଆୟୋଡିନ ଅଭାବ|ଖାଦ୍ୟରେ ଆୟୋଡିନର ଅଭାବ]]ହିଁଁ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାର ମୂଖ୍ୟ କାରଣ ।<ref name=Garber/><ref name=Chakera>{{cite journal |author=Chakera, AJ; Pearce, SH; Vaidya, B |title=Treatment for primary hypothyroidism: current approaches and future possibilities |journal=Drug Design, Development and Therapy |volume=6 |issue= |pages=1–11 |year=2012 |pmid=22291465 |pmc=3267517 |doi=10.2147/DDDT.S12894|type=Review}}</ref> ଖାଦ୍ୟରେ ଯଥେଷ୍ଟ ଆୟୋଡିନ ଥିବା ଦେଶମାନଙ୍କରେ [[ଅଟୋଇମ୍ମ୍ୟୁନ ରୋଗ]] [[ହାସିମୋଟୋ ଥାଇରଏଡ ପ୍ରଦାହ]] ଏହାର କାରଣ ।<ref name=NIH2016/> ଅଳ୍ପ କେତେକ ସାଧାରଣ କାରଣ ମଧ୍ୟରେ ପୂର୍ବରୁ [[ଆୟୋଡିନ-୧୩୧|ରେଡିଓଆକ୍ଟିଭ ଆୟୋଡିନ]] ଚିକିତ୍ସା, [[ହାଇପୋଥାଲାମସ]] ବା [[ଆଣ୍ଟିରିଅର ପିଟୁଇଟାରି]] ଆଘାତ, କେତେକ ଔଷଧ, [[ଜନ୍ମଗତ ହାଇପୋଥାଇରଏଡିଜ୍ମ]] ବା ପୂର୍ବରୁ କରାଯାଇତିବା[[ଥାଇରଏଡେକ୍ଟୋମି|ଥାଇରଏଡ ଅପରେଶନ]] ଉଲ୍ଲେଖନୀୟ ।<ref name=NIH2016/><ref name=Persani2012>{{cite journal |author=Persani, L |title=Clinical review: Central hypothyroidism: pathogenic, diagnostic, and therapeutic challenges |journal=The Journal of Clinical endocrinology and Metabolism |volume=97 |issue=9 |pages=3068–78 |date=September 2012 |pmid=22851492 |doi=10.1210/jc.2012-1616 |url=http://press.endocrine.org/doi/full/10.1210/jc.2012-1616|type=Review}}</ref> ଏହି ରୋଗ ସନ୍ଦେହ ହେଲେ [[ରକ୍ତ ପରୀକ୍ଷା]] କରି [[ଥାଇରଏଡ-ସ୍ଟିମୁଲେଟିଙ୍ଗ ହରମୋନ]] (TSH) [[ଥାଇରକ୍ସିନ]] ସ୍ତର ମାପିବାକୁ ହୁଏ ।<ref name=NIH2016/>
 
<!-- Prevention and teatment -->
 
 
 
 
== ଆଧାର ==