"ଅନ୍ନଦା ଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
DEFAULTSORT replacement, replaced: {{DEFAULTSORT: → {{Hide text|
ଟିକେ (DEFAULTSORT replacement, replaced: {{DEFAULTSORT: → {{Hide text|)
}}
<!--[[File:Annada.jpg|thumb|ଅନ୍ନଦା ଶଙ୍କର ରାୟ]]-->
'''ଅନ୍ନଦା ଶଙ୍କର ରାୟ''' [[ଓଡ଼ିଶା]]ରେ ଜନ୍ମିତ ସବୁଜଗୋଷ୍ଠୀର ଜଣେ ପ୍ରଭାବଶାଳୀ ଲେଖକ ଓ କବି ଥିଲେ ।
 
ଅନ୍ନଦା ଶଙ୍କର ରାୟ୧୯୨୧-୨୩ ମଧ୍ୟରେ [[ଓଡ଼ିଆ ଭାଷା|ଓଡ଼ିଆ]]ରେ କେତେକ କବିତା ଓ ପ୍ରବନ୍ଧ ରଚନା କରି 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ 'ବାସନ୍ତୀ' ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୁଳକ କେତେକ ଉଚ୍ଚକୋଟୀର ପ୍ରବନ୍ଧ; ଯଥା ପଦ୍ମଚରଣଙ୍କ କବିତା, ସମର ଓ ସାହିତ୍ୟ, ମଥୁରାମଙ୍ଗଳ ଆଲୋଚନା ପ୍ରଭୃତି ରଚନା କରିଥିଲେ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୩୯-୪୦</ref> ୨୦୦୨ ମସିହା ଅକ୍ଟୋବର ୨ତାରିଖ ଦିନ [[କଲିକତା]]ଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
 
== ଟୀକା ==
* http://www.calcuttaweb.com/cgi-bin/picdispgeneral.pl?/kabita/teler_sisi.gif
* http://www.telegraphindia.com/1021029/asp/bengal/story_1334876.asp
 
{{DEFAULTSORT:Hide text|Ray, Annada Shankar}}
 
{{ଓଡ଼ିଆ ସାହିତ୍ୟ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
{{Persondata
| PLACE OF DEATH = Kolkata
}}
{{DEFAULTSORT:Ray, Annada Shankar}}
 
 
{{ଓଡ଼ିଆ ସାହିତ୍ୟ}}
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:୧୯୦୪ ଜନ୍ମ]]
[[ଶ୍ରେଣୀ:୨୦୦୨ ମୃତ୍ୟୁ]]
[[ଶ୍ରେଣୀ:ଢେଙ୍କାନାଳ ଜିଲ୍ଲାର ଲୋକ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
୩୨,୩୪୮

ଗୋଟି ସମ୍ପାଦନା