"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଦ୍ୟତନ କରାଗଲା
ଅଦ୍ୟତନ କରାଗଲା
୧୩ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଅପସ୍ମାର''' ବାତ ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ ।<ref name=NEJM2003>{{cite journal | author = Chang BS, Lowenstein DH | title =Epilepsy | year = 2003 | journal = N. Engl. J. Med. | volume = 349 | issue = 13 | pages = 1257–66 | doi = 10.1056/NEJMra022308 | pmid = 14507951}}</ref><ref name=Fisher2014>{{cite journal |last=Fisher |first=Robert S |author2=Acevedo, C; Arzimanoglou, A; Bogacz, A; Cross, JH; Elger, CE; Engel J, Jr; Forsgren, L; French, JA; Glynn, M; Hesdorffer, DC; Lee, BI; Mathern, GW; Moshé, SL; Perucca, E; Scheffer, IE; Tomson, T; Watanabe, M; Wiebe, S |title=ILAE Official Report: A practical clinical definition of epilepsy |journal=Epilepsia |date=April 2014 |volume=55 |issue=4 |pages=475–82 |pmid=24730690 |doi=10.1111/epi.12550 |url=http://www.ilae.org/Visitors/Centre/documents/Definition2014-RFisher.pdf}}</ref> ଏହା [[Epilesy|ଏପିଲେପ୍ସି]] ନାମରେ ମଧ୍ୟ ପରିଚିତ ଯାହା ସଳ୍ପ କାଳୀନ ବା ପ୍ରାୟ ଅଣଚିହ୍ନଟ ସାପେକ୍ଷରୁହୋଇପାରେ ବା ସେଥିରେ ଦୀର୍ଘ ସମୟ ଧରି ପ୍ରବଳ କମ୍ପନ ହୋଇପାରେ ।<ref name=WHO2016/> ଏହା ଫଳରେ ଶାରୀରିକ କ୍ଷତି ଯେପରିକି [[ଅସ୍ଥି ଭଗ୍ନ]] ହୋଇପାରେ । ବାତ ବାରମ୍ବାର ହୋଇପାରେ ଓ ଏହାର କୌଣସି ଅନ୍ତର୍ନିହିତ କାରଣ ନ ଥାଏ ।<ref name=NEJM2003/> କେତେକ ସଂଜ୍ଞା ଅନୁସାରେ ବାତ ବାରମ୍ଵାର ଓ ଉତ୍ତେଜନା ବିହୀନ ହେବା ଆବଶ୍ୟକ, <ref name="nejm-2003"/><ref name="who-2009"/><ref name="aan-patient">{{cite web | publisher = [[American Academy of Neurology]] | title = Patient Fact Sheet: Epilepsy | url = http://patients.aan.com/disorders/index.cfm?event=view&disorder_id=918 | accessdate = January 5, 2012}}</ref>, ଅନ୍ୟ ମତ ଅନୁସାରେ ଗୋଟିଏ ଥର ବାତ ସହ ମସ୍ତିଷ୍କ କ୍ରିୟା ପରିବର୍ତ୍ତନ ସହ ଭବିଷ୍ୟତ ବାତ ସମ୍ଭାବନା ଅଧିକ ଥାଏ <ref name="Fisher2005"/> ବିଷକ୍ରିୟା ଯୋଗୁ ଉତ୍ପନ୍ନ ହେଉଥିବା ବାତକୁ ଅପସ୍ମାର ଶ୍ରେଣୀରେ ନିଆଯାଏ ନାହିଁ ।<ref name=Fisher2005/> ପୃଥିବୀର କେତେକ ଅଞ୍ଚଳରେ ଏହାକୁ [[ସାମାଜିକ କଳଙ୍କ]] ([[stigma]]) କୁହାଯାଏ ।<ref name=WHO2016/>
 
<!-- କାରଣ, ବିକୃତ ଶରୀର କ୍ରିୟାତ‌ତ୍ତ୍ୱ ଓ ରୋଗ ନିର୍ଣ୍ଣୟ -->
୧୯ କ ଧାଡ଼ି:
 
<!-- ପ୍ରତିଷେଧ ଓ ଚିକିତ୍ସା -->
ଜଣାଶୁଣା କାରଣରୁ ହେଉଥିବା ଅପସ୍ମାର ପ୍ରତିରୋଧ କରିହୁଏ ।<ref name=WHO2016/> ପ୍ରାୟ ୭୦% କେଶ୍‌ରେ ଔଷଧଦ୍ୱାରଔଷଧଦ୍ୱାରା ବାତ ନିୟନ୍ତ୍ରଣ କରିହୁଏ ।<ref name=Ead2012>{{cite journal|last=Eadie|first=MJ|title=Shortcomings in the current treatment of epilepsy.|journal=Expert Review of Neurotherapeutics|date=December 2012|volume=12|issue=12|pages=1419–27|pmid=23237349|doi=10.1586/ern.12.129}}</ref> ଶସ୍ତା ଔଷଧ ମଧ୍ୟ ଉପଲବ୍‌‌ଧ ଅଛି ।<ref name=WHO2016/> ଔଷଧ କାମ ନ କଲେ [[ଅପରେଶନ]], [[ନିଉରୋସ୍ଟିମୁଲେସନ]], ବା ଖାଦ୍ୟ ପରିବର୍ତ୍ତନ କରାଯାଏ ।<ref name=Bergey2013>{{cite journal|last=Bergey|first=GK|title=Neurostimulation in the treatment of epilepsy.|journal=Experimental neurology|date=June 2013|volume=244|pages=87–95|pmid=23583414|doi=10.1016/j.expneurol.2013.04.004}}</ref><ref name=Levy2012>{{cite journal|last=Levy|first=RG|author2=Cooper, PN |author3=Giri, P |title=Ketogenic diet and other dietary treatments for epilepsy.|journal=The Cochrane database of systematic reviews|date=14 March 2012|volume=3|pages=CD001903|pmid=22419282|url=http://www.ncbi.nlm.nih.gov/pubmedhealth/PMH0011258/|doi=10.1002/14651858.CD001903.pub2}}</ref> ଅବୁସବୁ ଅପସ୍ମାର ଜୀବନବ୍ୟାପୀ ନୁହେଁ; କେତେକ ରୋଗୀ ଏତେ ଉନ୍ନତି କରନ୍ତି ଯେ ତାଙ୍କର ଆଉ ଔଷଧ ଆବଶ୍ୟକ ହୁଏ ନାହିଁ ।<ref name=WHO2016/>
 
<!-- ରୋଗାନୁଶୀଳନ -->
ସନ ୨୦୧୩ ସୁଦ୍ଧା ପୃଥିବୀରେ ପ୍ରାୟ ୫୦ ନିୟୁତ୨୨ନିୟୁତ ଅପସ୍ମାର ବାତ ରୋଗୀ ଅଛନ୍ତିଥିଲେ ।<ref ତନ୍ମଧ୍ୟରୁname=GBD2015>{{cite journal|last1=Global Burden of Disease Study 2013|first1=Collaborators|title=Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013.|journal=Lancet (London, England)|date=22 August 2015|volume=386|issue=9995|pages=743-800|pmid=26063472|doi=10.1016/S0140-6736(15)60692-4}}</ref> ପ୍ରାୟ ୮୦ % ରୋଗୀ [[ବିକାଶଶୀଳ ରାଷ୍ଟ୍ରମାନଙ୍କରେରାଷ୍ଟ୍ର]]ମାନଙ୍କରେ ଦେଖାଯାଆନ୍ତି <ref name="who-2009">{{cite web | url=http://www.who.int/mediacentre/factsheets/fs999/en/ | title = Epilepsy | series = Fact Sheets |date =October 2012 | accessdate = January 24, 2013 | publisher = [[World Health Organization]]}}</ref> ସନ ୧୯୯୦ରେ ଏହା ଯୋଗୁ ୧୧୨,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ୧୧୬,୦୦୦ ମୃତ୍ୟୁ ହୋଇଥିଲେ<ref ବୟଷname=GDB2013>{{cite journal|last1=GBD 2013 Mortality and Causes of Death|first1=Collaborators|title=Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.|journal=Lancet|date=17 December 2014|pmid=25530442|doi=10.1016/S0140-6736(14)61682-2|volume=385|issue=9963|pages=117–71|pmc=4340604}}</ref> ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସମ୍ଭାବନା ବଢେବଢ଼େ ।<ref>{{cite journal|last=Brodie|first=MJ|coauthorsauthor2=Elder, AT, |author3=Kwan, P|title=Epilepsy in later life|journal=Lancet neurology|date=2009November Nov2009|volume=8|issue=11|pages=1019–30|pmid=19800848|doi=10.1016/S1474-4422(09)70240-6}}</ref><ref name=Holmes2008>{{cite book|last=Holmes|first=Thomas R. Browne, Gregory L.|title=Handbook of epilepsy|year=2008|publisher=Lippincott Williams & Wilkins|location=Philadelphia|isbn=9780781773973978-0-7817-7397-3|edition=4th|page=7|url=httphttps://books.google.com/books?id=gLOv8XZ5u48C&pg=PA7}}</ref> । ଶିଶୁ ଓ ବୟଷ୍କ ଲୋକଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ <ref>{{cite book|title=Wyllie's treatment of epilepsy : principles and practice.|year=2010|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781582559377|edition=5th|url=http://books.google.com/books?id=mxE2FYWoY0wC&pg=PA291}}</ref>। ମସ୍ତିଷ୍କ ଅପରେଶନ ପରେ ପରେ ଏହି ରୋଗ ହେବା ଦେଖାଯାଏ
</ref> ଶିଶୁ ଓ ବୟସ୍କ ଲୋକଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ ।<ref>{{cite book|title=Wyllie's treatment of epilepsy : principles and practice.|year=2010|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781582559377|edition=5th|url=http://books.google.com/books?id=mxE2FYWoY0wC&pg=PA291}}</ref> > [[ବିକାଶଶୀଳ ଦେଶ]]ମାନଙ୍କରେ ବଡ଼ ପିଲା ଓ ଯୁବ ବୟଃପ୍ରାପ୍ତ ଲୋକଙ୍କର ଅନ୍ତର୍ନିହିତ କାରଣମାନଙ୍କ ଯୋଗୁ ଅଧିକ ଅପସ୍ମାର ହୁଏ ।<ref name=Poor2012>{{cite journal|last=Newton|first=CR|title=Epilepsy in poor regions of the world.|journal=Lancet|date=29 September 2012|volume=380|issue=9848|pages=1193–201|doi=10.1016/S0140-6736(12)61381-6|pmid=23021288}}</ref> ପ୍ରାୟ ୫–୧୦% ଲୋକଙ୍କର ୮୦ ବର୍ଷ ବୟସ ବେଳକୁ ଅଣଉତ୍ତେଜିତ ବାତ ହୁଏ,<ref name=AFP2012>{{cite journal|last=Wilden|first=JA|author2=Cohen-Gadol, AA|title=Evaluation of first nonfebrile seizures.|journal=American family physician|date=15 August 2012|volume=86|issue=4|pages=334–40|pmid=22963022}}</ref> ଓ ଦ୍ୱିତୀୟ ବାତ ସମ୍ଭାବନା ପ୍ରାୟ ୪୦ରୁ ୫୦% ଥାଏ ।<ref name=Berg2008>{{cite journal |last=Berg |first=AT|title=Risk of recurrence after a first unprovoked seizure |journal=Epilepsia |volume=49 Suppl 1 |issue= |pages=13–8|year=2008 |pmid=18184149 |doi=10.1111/j.1528-1167.2008.01444.x}}</ref> ପୃଥିବୀର ଅନେକ ସ୍ଥାନରେ ଡ୍ରାଇଭ କରିବାକୁ ସୀମିତ କରାଯାଏ ବା ଭଲ ହେବା ପର୍ଯ୍ୟନ୍ତ ଆଦୌ ଅନୁମତି ଦିଆଯାଏ ନାହିଁ ।<ref name=Drive2012>{{cite journal|last=L Devlin|first=A|author2=Odell, M|author3=L Charlton, J|author4=Koppel, S|title=Epilepsy and driving: current status of research.|journal=Epilepsy research|date=December 2012|volume=102|issue=3|pages=135–52|pmid=22981339|doi=10.1016/j.eplepsyres.2012.08.003}}</ref> ଏପିଲେପ୍ସି ଶବ୍ଦର ଅର୍ଥ {{lang-grc|ἐεπιλαμβάνειν||ଭାଷାରେ ଅଭିଗ୍ରହଣ କରିବା, ଆୟତ କରିବା ବା ଆକ୍ରାନ୍ତ କରିବା}}.<ref name=magiorkinis_2010>{{cite journal | author=Magiorkinis E, Kalliopi S, Diamantis A | title=Hallmarks in the history of epilepsy: epilepsy in antiquity | journal=Epilepsy & behavior : E&B | volume=17 | issue=1 | pages=103–108 |date=January 2010 | doi=10.1016/j.yebeh.2009.10.023 | pmid=19963440}}</ref>
ଏହି ରୋଗକୁ ଆୟତ୍ତ କରି ହୁଏ କିନ୍ତୁ ଆରୋଗ୍ୟ କରି ହୁଏ ନାହିଁ । ୩୦ % ରୋଗୀଙ୍କର ସର୍ବୋତ୍ତମ ଚିକିତ୍ସା ସତ୍ତ୍ଵେ ବାତ ନିୟନ୍ତ୍ରଣ କରି ହୁଏ ନାହିଁ । କେତେକ ଅତି କଷ୍ଟସାଧ୍ୟ ରୋଗରେ ଅପରେଶନ ସାହାଯ୍ୟ ନିଆ ଯାଇପାରେ<ref name="Cascino GD 1994 1199–1211">{{cite journal |author=Cascino GD |year=1994 |title=Epilepsy: contemporary perspectives on evaluation and treatment|journal=Mayo Clinic Proc |volume=69 |pages=1199–1211}}</ref><ref name="Engel J Jr 1996 647–652">{{cite journal |author=Engel J Jr |year=1996 |title=Surgery for seizures |journal=NEJM |pages=647–652 |doi=10.1056/NEJM199603073341008 |volume=334 |pmid=8592530 |issue=10}}</ref> । ସମସ୍ତ ଅପସ୍ମାର ରୋଗ ଜୀବନବ୍ୟାପୀ ନୁହେଁ । ଶୈଶବ ଅବସ୍ଥାରେ କେତେକ ନିର୍ଦ୍ଦିଷ୍ଟ ସମୟରେ ଏହି ରୋଗ ଦେଖାଯାଏ । ଏହି ରୋଗକୁ ଗୋଟିଏ ରୋଗ ହିସାବରେ ବିବେଚନା ନ କରି ମସ୍ତିଷ୍କର ବୈଦୁତିକ ବ୍ୟତିକ୍ରମ ସହ ଅନେକ ଲକ୍ଷଣ ସମାହାର ବୋଲି ବିବେଚନା କରିବା ଆବଶ୍ୟକ ।
 
== ଚିହ୍ନ ଓ ଲକ୍ଷଣ ==
[[ଫାଇଲ:Bittentongue.JPG|thumb|ଜଣେ ବ୍ୟକ୍ତି ବାତ ମାରିବା ସମୟରେ ଜିଭ କାମୁଡି ପକେଇଛି ।]]
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି