ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେNo edit summary |
No edit summary |
||
୧ କ ଧାଡ଼ି:
{{Infobox electronic component
{{Unreferenced}}ବ୍ୟାଟେରୀ ଏକ ଉପକରଣ ଯାହା ରସାୟନିକ [[ଶକ୍ତି]] କୁ ବୈଦ୍ୟୁତିକ ଶକ୍ତି ରେ ରୂପାନ୍ତରିତ କରିଥାଏ । ଏହା ସଳଖ ବିଦ୍ୟୁତ୍ (Direct Current) ଉତ୍ପନ୍ନ କରେ । ଏଥିରେ ଦୁଇଟି ଟର୍ମିନାଲ ଥାଏ: କ୍ୟାଥୋଡ଼ ବା ଧନାତ୍ମକ ଓ ଆନୋଡ଼ ବା ଋଣାତ୍ମକ । ଧନାତ୍ମକ ଟର୍ମିନାଲ ଟି ଋଣାତ୍ମକ ଠାରୁ ଉଚ୍ଚ ବିଭବ (potential) ରେ ଥାଏ । ଋଣାତ୍ମକ ଟର୍ମିନାଲ ଟି ଇଲେକ୍ଟ୍ରନର ସ୍ରୋତ । ବାହ୍ୟ ସର୍କିଟ ବ୍ୟାଟେରୀ ସହ ସଂଯୋଗ କଲେ, ଋଣାତ୍ମକ ଟର୍ମିନାଲ ରୁ ଇଲେକ୍ଟ୍ରନ ଗୁଡ଼ିକ ଗତିଶୀଳ ହୋଇ ଅନ୍ୟ ଟର୍ମିନାଲକୁ ଯାଆନ୍ତି ଯାହା ଫଳରେ ସର୍କିଟ ଦେଇ ବିଦ୍ୟୁତ୍ ପ୍ରବାହ ହୁଏ ।ଏହି ଇଲେକ୍ଟ୍ରନ ଗୁଡ଼ିକ ବ୍ୟାଟେରୀରେ ଥିବା ରସାୟନ ମଧ୍ୟରେ ରାସାୟନିକ ପ୍ରକ୍ରିୟା ଦ୍ୱାରା ଇଲେକ୍ଟ୍ରୋଲାଇଟ୍ ରୁ ଭାଙ୍ଗି ଆୟନ ରେ ପରିଣତ ହେବା ଯୋଗୁଁ ଉତ୍ପନ୍ନ ହୁଏ । ଆଜିକାଲି ବ୍ୟାଟେରୀ ବୋଇଲେ ଯାହା ବୁଝାଏ, ପୂର୍ବେ ତାହାକୁ ସେଲ୍ ବୋଲି କୁହାଯାଉଥିଲା । କେତେ ଗୁଡ଼ିଏ ସେଲ୍ର ସମଷ୍ଟିକୁ ବ୍ୟାଟେରୀ ବୋଲି କୁହାଯାଉଥିଲା, କିନ୍ତୁ ଆଜିକାଲି ଗୋଟିଏ ସେଲ୍କୁ ମଧ୍ୟ ବ୍ୟାଟେରୀ କୁହାଯାଉଛି ।▼
| name = Battery
| image = File:Batteries.jpg
| image_size = 250
| caption = Various cells and batteries (top-left to bottom-right): two [[AA battery|AA]], one [[D battery|D]], one handheld [[ham radio]] battery, two [[9-volt battery|9-volt]] (PP3), two [[AAA battery|AAA]], one [[C battery|C]], one [[camcorder]] battery, one [[cordless phone]] battery
| type = Power source
| working_principle = [[Electrochemical reactions]], [[Electromotive force]]
| invented =
| first_produced = 1800s
| symbol = [[File:Battery symbol2.svg|110px]]
| symbol_caption = The [[electronic symbol|symbol]] for a battery in a [[circuit diagram]]. It originated as a schematic drawing of the earliest type of battery, a [[voltaic pile]].
}}
▲
ବ୍ୟାଟେରୀ ଦୁଇ ପ୍ରକାରର: ପ୍ରାଥମିକ ଓ ଦ୍ୱିତୀୟକ । ପ୍ରାଥମିକ ଥରେ ବ୍ୟବହାର ସରିଲେ ଅକାମୀ ହୋଇଯାଏ । ଏଥିରେ ଥିବା ରସାୟନ ଗୁଡ଼ିକ ପ୍ରତିକ୍ରିୟା ବେଳେ ଅପରିବର୍ତ୍ତନୀୟ ଭାବେ ବିଘଟିତ ହୋଇଯାଆନ୍ତି । ଆମେ ନିତିଦିନ ବ୍ୟବହାର କରୁଥିବା କାନ୍ଥଘଣ୍ଟା ବା ଖେଳଣା ଆଦିର ଆଲକାଲାଇନ ବ୍ୟାଟେରୀ ଏହି ଶ୍ରେଣୀର । ଦ୍ୱିତୀୟକ ବା ରିଚାର୍ଜେବଲ ବ୍ୟାଟେରୀ କୁ ବାରମ୍ବାର ବ୍ୟବହାର କଲା ପରେ ରିଚାର୍ଜ କରି ପୁନଃବ୍ୟବହାର କରିହୁଏ । ଗାଡ଼ିରେ ଥିବା ଲେଡ ଏସିଡ ବ୍ୟାଟେରୀ ବା କ୍ୟାମେରା ଓ ମୋବାଇଲର ଲି-ଆୟନ ବ୍ୟାଟେରୀ ଏହି ଶ୍ରେଣୀର ।
|